ଯିଏ ଚାଲିବୁଲି ପାରୁନି ସେ ଦୌଡିବାକୁ ଲାଗିବ, ଆଣ୍ଠୁ ବିନ୍ଧା, ଅଣ୍ଟା ବିନ୍ଧା, ଦାବି ଯାଇଥିବା ଶୀର ପାଇଁ ଚମତ୍କାରୀ ତେଲ- Health Tips

ବନ୍ଧୁଗଣ ଯଦି ଅଣ୍ଟା ବିନ୍ଧା ହେଉଛି ବା ସିର ଟାଣି ଧରିଛି ବା ସିର ଦାବି ଯାଇଛି ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ତେଲ ବିଷୟରେ କହିବାକୁ ଯାଉଛୁ । ସାଧାରଣତ ବୃଦ୍ଧ ଲୋକଙ୍କ ଠାରେ ଜଏଣ୍ଟ ପେନ ସମସ୍ଯା ଦେଖା ଯାଉଛି । ଏଥିପାଇଁ ଲୋକ ମାନେ ଅନେକ ଔଷଧର ସେବନ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହି । ତେବେ ଆସନ୍ତୁ ଜାଣିବା ସେହି ରେମେଡି କିପରି ପ୍ରସ୍ତୁତ କରାଯିବ । ଏଥିପାଇଁ ପ୍ରଥମ ଆବଶ୍ୟକ ରହିଛି ତେଜପତ୍ର ଯାହା ଆମ ରୋଷେଇ ଘରୁ ସହଜରେ ମିଳି ପାରିବ ।

ପ୍ରଥମେ ଆପଣ ୫ରୁ ୬ଟି ତେଜପତ୍ରର ନେଇ ଏହାକୁ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ । ଏହା ଆମ ସ୍କିନ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ତେଜପତ୍ରର ତେଲ କେଶରେ ଲଗାଇବା ଦ୍ଵାରା ରୂପୀ ସମସ୍ଯା ଦୂର ହୋଇଥାଏ । ଏହା ସହ କେଶ ଝଡିବା ସମସ୍ଯା ଦୂର ହୋଇଥାଏ । ତେଜପତ୍ରର ପାଣି ସେବନ ଦ୍ଵାରା ଥଣ୍ଡା, କାଶ ଭଲ ହୋଇ ପାରିବ ।

ତେଜପତ୍ର ଏକ ଆୟୁର୍ବେଦିକ ମେଡିସନ ଅଟେ ଯାହାକୁ ଖାଦ୍ଯରେ ପକାଇଆ ସେବନ କରିଲେ ହଜମ କ୍ରିୟା ଠିକ ଭାବେ ହୋଇଥାଏ । ଏହା ପରେ ଦିତୀୟ ସାମଗ୍ରୀ ହେଉଛି ରାଶି ତେଲ ଯାହା ଔଷଧୀୟ ଗୁଣର ଭଣ୍ଡାର ହୋଇଥାଏ । ଏକ ପ୍ଲାଷ୍ଟିକ ବା କାଚ ପାତ୍ର ନେଇ ଏଥିରେ ତେଜପତ୍ର ପକାନ୍ତୁ । ଏହା ପରେ ରାଶି ତେଲ ପକାଇ ଦିଅନ୍ତୁ । ଏହା ପରେ ୪ରୁ ୫ ଦିନ ଏହି ଜାରକୁ ଖରାରେ ରଖନ୍ତୁ ।

 

ଏହା ପରେ ଆପଣ ଏହି ତେଲର ବ୍ୟବହାର ନିଜର ଆଣ୍ଠୁ ଗଣ୍ଠି ପେନ ହେଉଥିବା ଜାଗାରେ ଲଗାଇ ପାରିବେ । ଏହା ଏକ ପ୍ରାକୃତିକ ଓ ଚମତ୍କାରୀ ରେମେଡି ଅଟେ ଯାହା ଆଣ୍ଠୁ ଗଣ୍ଠି ସମସ୍ଯା ପାଇଁ ଲାଭଦାୟକ ହୋଇଥାଏ । ଏହା ସହ ଛୋଟ ପିଲାଙ୍କୁ ଥଣ୍ଡା, କାଶ ଓ କଫ ଭଳି ସମସ୍ଯା ରହିଛି ତେବେ ଆପଣ ଏହି ତେଲର ପ୍ରୟୋଗ କରି ପାରିବେ । ଏହି ତେଲ ଆମ ଶରୀର ପାଇଁ ଗରମ ହୋଇଥାଏ ।

ବିଶେଷ କରି ଶୀତଦିନରେ ଏହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଦବି ଯାଇଥିବା ସିର ପାଇଁ ଆପଣ ଏହି ତେଲର ପ୍ରୟୋଗ କରି ପାରିବେ । ଯେତିକି ତେଲ ଆପଣଙ୍କୁ ଆବଶ୍ୟକ ସେତିକି ପରିମାଣରେ କାଢି ଲଗାଇ ପାରିବେ । ଧ୍ୟାନ ରଖିବେ ଏହି ତେଲ ଲଗାଇବା ସମୟରେ ସକାଳେ ସୂର୍ଯ୍ୟ କିରଣରେ ବସି ଲଗାଇବେ । ସକାଳର ସୁରଜୀ କିରଣରେ ଭିଟାମିନ-ଡି ଥିବାରୁ ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ ।

ସୂର୍ଯ୍ୟ କିରଣରେ ଏହି ତେଲ ଆମ ଶରୀରର ହାଡ ଭିତର ଯାଏଁ ଯିବ ଓ ମାଂସପେଶୀ ଭିତରକୁ ଯିବ । ତେଜପତ୍ରର ତେଲ ଏକ ପାୱାର ଫୁଲ ତେଲ ଅଟେ ଯାହା ଆମ ଶରୀର ପାଇଁ ବହୁତ ଫାଇଦା ସାବ୍ୟସ୍ତ ହୋଇଥାଏ । ଏହି ତେଲ ୫ରୁ ୭ ମିନିଟ ଯାଏଁ ମଶାଚ କରିବା ଦ୍ଵାରା ଆପଣଙ୍କୁ ଆରାମ ଅନୁଭବ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *