Interesting Gk Questions- ଜଣେ ଲୋକ 3 ଟଙ୍କାରେ ନଡିଆ କିଣି 2 ଟଙ୍କାରେ କିଛି ଦିନ ବିକିବା ପରେ ସେ କେମିତି ଲକ୍ଷପତି ହୋଇଗଲା ?

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- କୋଭିଡ଼-୧୯ ଟେଷ୍ଟ କରିବାର ଏକ ପ୍ରଣାଳୀ RAT ର ଫୁଲଫର୍ମ କଣ ଅଟେ ?

ଉତ୍ତର- Rapid Antigen Test

୨- କେଉଁ ହିନ୍ଦୀ ଶବ୍ଦର ଅର୍ଥ ସ୍ନେହ, ପ୍ରେମ ବା ପ୍ୟାର ଅଟେ ?

ଉତ୍ତର- ଅନୁରାଗ

୩- କେଉଁ କ୍ରିକେଟ ଗ୍ରାଉଣ୍ଡ ଗବା ନାମରେ ପରିଚିତ ଅଟେ ?

ଉତ୍ତର- ବ୍ରୀସବେନ କ୍ରିକେଟ ଗ୍ରାଉଣ୍ଡ

୪- କେଉଁ ଲୁଣୀ ପାଣି ହ୍ରଦ ପୃଥିବୀର ସବୁଠାରୁ ନିମ୍ନ ବିନ୍ଦୁରେ ଅବସ୍ଥିତ ଯେଉଁ ଠାରେ ବୁଡିବା ଅସମ୍ଭବ ଅଟେ ?

ଉୟତ୍ତର- ଡେଡ ସି

୫- ୧୯୯୩ ଓ ୧୯୯୬ ମସିହା ମଧ୍ୟରେ କାର୍ଯ୍ୟରତ ମାନବଧୀକାର ଆୟୋଗର ପ୍ରଥମ ଅଧ୍ୟକ୍ଷ କିଏ ଥିଲେ ?

ଉତ୍ତର- ଜଷ୍ଟିସ ରଙ୍ଗନାଥ ମିଶ୍ର

୬- କେଉଁ ରାଜନେତା ସର୍ବ ପ୍ରଥମେ ଲୋକସଭାର ଅଧ୍ୟକ୍ଷ ରୂପେ କାର୍ଯ୍ୟ କରିଥିଲେ ?

ଉତ୍ତର- ନିଲାମ ସଞ୍ଜିବା ରେଡି

୭- ଯଦି ଆପଣ ହାଇପୋଟେନସନ ଦ୍ଵାରା ପୀଡିତ ହୋଇଛନ୍ତି ତେବେ ଆପଣଙ୍କୁ କେଉଁ ରୋଗ ହୋଇଛି ବୋଲି ଜାଣିବେ ?

ଉତ୍ତର- କମ ରକ୍ତଚାପ

୮- ଭାରତର ରାଜଧାନୀ ସହର ଗୁଡିକ ମଧ୍ୟରୁ କେଉଁ ସହରରେ ସୂର୍ଯ୍ୟାସ୍ତ ହୋଇଥାଏ ?

ଉତ୍ତର- ଅଗରତାଲା

୯- ଭାରତୀୟ ରିଜର୍ଭ ବ୍ଯାଙ୍କ ଦ୍ଵାରା ଜାରି କର ଯାଇଥିବା କେଉଁ ମୂଲ୍ୟର ନୋଟର ପଛ ପାଖରେ କୌଣସି ଐତିହାସିକ ସ୍ମୃତି ଚିହ୍ନ ଅଙ୍କିତ ହୋଇ ନାହି ?

ଉତ୍ତର- ୨୦୦୦ ଟଙ୍କା

୧୦- ଧର୍ମଗ୍ରନ୍ଥ ଅନୁସାରେ କେଉଁ ବିଶେଷତା କାରଣରୁ ରାବଣର ଭାଇ ର ନାମ କୁମ୍ଭକର୍ଣ୍ଣ ହୋଇଥିଲା ?

ଉତ୍ତର- କଳସ ଭଳି କର୍ଣ୍ଣ

୧୧- କେଉଁ କମ୍ପାନୀରେ କାମ କରିବା ସମୟରେ ନିଲ୍ସ ବୋହଲିନ ନାମକ ଜଣେ ଇଞ୍ଜିନିୟର ଆଧୁନିକ ୩-ପଏଣ୍ଟ ସିଟ ବେଲ୍ଟ ବିକଶିତ କରିଥିଲେ ?

ଉତ୍ତର- ଭୋଳଭୋ

୧୨- ଷ୍ଟିଫେନ ହକିଙ୍ଗ କେଉଁଥିରେ ବିଶେଷଜ୍ଞ ଥିଲେ ?

ଉତ୍ତର- ବ୍ଲାକ ହୋଲ୍ସ

୧୩- ହିନ୍ଦୀ ଚଳଚିତ୍ର ଅଭିନେତା ତଥା ରାଜନେତା ଶତ୍ରୁଙ୍ଘ ସିହ୍ନାଙ୍କ ଆତ୍ମକଥାର ନାମ କଣ ଯାହା ୨୦୧୬ରେ ରିଲିଜ ହୋଇଥିଲା ?

ଉତ୍ତର- ଏନିଥିଙ୍ଗ ବଟ ଖାମୋସ

୧୪- ଜଣେ ଲୋକ ୩ ଟଙ୍କାରେ ନଡିଆ କିଣି ୨ ଟଙ୍କାରେ କିଛି ଦିନ ବିକିବା ପରେ ସେ କେମିତି ଲକ୍ଷପତି ହୋଇଗଲା ?

ଉତ୍ତର- ସେ ପୂର୍ବରୁ କୋଟିପତି ଥିଲା

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *