July 01 ପବିତ୍ର ରଥଯାତ୍ରା ଠାରୁ ଏହି 5ଟି ରାଶି ହେବେ ଭାଗ୍ୟବାନ, ସେହି ରାଶି ଆପଣଙ୍କର ନୁହେଁ ତ !

ସମଗ୍ର ବିଶ୍ଵ ରେ ରଥଯାତ୍ରାର ବିଶେଷ ମହତ୍ଵ ରହିଛି । ଚଳିତ ବର୍ଷ ଜୁଲାଇ ୧ ତାରିଖ ଶୁକ୍ରବାର ଦିନ ପଡିବାକୁ ଯାଉଛି ପବିତ୍ର ଘୋଷଯାତ୍ରା ବା ଶ୍ରୀ ଗୁଣ୍ଡିଚା ଯାତ୍ରା । କିନ୍ତୁ ଏହି ରଥାଯାତ୍ରାରେ ଏମିତି ୫ଟି ରାଶି ଅଛନ୍ତି ଯେଉଁ ମାନଙ୍କ ଉପରେ ପ୍ରଭୁ ଜଗନ୍ନାଥ ଓ ମା ଲକ୍ଷ୍ମୀଙ୍କ କୃପା ଲାଭ ହେବାକୁ ଯାଉଛି । ଆଗାମୀ ୫ ମାସ ଯାଏଁ ଏମାନଙ୍କର ଭାଗ୍ୟ ଖୋଲିବାକୁ ଯାଉଛି । ଏମାନଙ୍କ ଜୀବନରେ ଅଦଭୁତ ପରିବର୍ତ୍ତନ ହେବକୁ ଯାଉଛି । ତେବେ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ଭାଗ୍ୟରେ କଣ ସବୁ ଖୁସିର ଖହବର ଆସିବାକୁ ଯାଉଛି ।

ବୃଷ ରାଶି : ଏହି ରାଶିର ଜାତକ ମାନଙ୍କ ଉପରେ ରଥଯାତ୍ରା ଠାରୁ ମା ଲକ୍ଷ୍ମୀ ଓ ପ୍ରଭୁ ଜଗନ୍ନାଥ ଙ୍କ କୃପା ରହିବ । ଏମାନେ ହେବାକୁ ଯାଉଛନ୍ତି ଧନବାନ । ଜୀବନରେ ଆସୁଥିବା ସବୁ ଦୁଖ କଷ୍ଟ ଦୂରେ ହବ । ସମାଜ ପାଇଁ ମହତ୍ଵ ପୂର୍ଣ୍ଣ କାମ କରିବେ । ଅଚାନକ ଧନ ଲାଭ ହେବ । ନିଜ ଅପେକ୍ଷା ଅନ୍ୟ ର ଚିନ୍ତା କରିବେ । ଯାହା ଆପଣଙ୍କୁ ସଫଳତା ଆଡକୁ ନେଇ ଜୀବ । ଆପଣ ମା ଲକ୍ଷ୍ମୀଙ୍କ ଆରାଧନା କରିଲେ ସଫଳ ହେବେ । ପରିଶ୍ରମର ଫଳ ମିଳିବ ।

ସିଂହ ରାଶି : ଏହି ରାଶିର ଲୋକ ମାନଙ୍କ ଉପରେ ପ୍ରଭୁ ଜଗନ୍ନାଥଙ୍କର ବିଶେଷ କୃପା ରହିବ । ଯାହା ଫଳରେ ଆପଣ ଜୀବନରେ ବିଶେଷ ସଫଳତା ପ୍ରାପ୍ତ କରିବେ । ଘର ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ । ଜୀବନ ସାଥିଙ୍କ ସହଯୋଗ ପାଇବେ । ମା ଲକ୍ଷ୍ମୀ ଙ୍କ କୃପାରୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଚାକିରି କରୁଥିବା ଲୋକ ମାନେ ପଦ ଉନ୍ନତି କରିବେ । ଜୀବନର ସବୁ ସମସ୍ୟା ଦୂର ହେବ ।

କନ୍ୟା ରାଶି : ଆପଣଙ୍କ ଉପରେ ଆମ ଲକ୍ଷ୍ମୀଙ୍କର ବିଶେଷ କୃପା ବର୍ଷିବାକୁ ଯାଉଛି । ପରିଶ୍ରମର ପରିଣାମ ପ୍ରାପ୍ତ ହେବ । ଜାଡ୍ୟ ଆପଣ ନୂଆ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଭଲ ରହିବ । ଆପଣଙ୍କ ଉପରୁ ସବୁ ଖରାପ ଶକ୍ତି ଦୂର ହେବ । ମାତା ପିତାଙ୍କ ସାହାଜ୍ଯ ମିଳିବ । ଦାଂପତ୍ଯ ଜୀବନ ସୁଖମୟ ହେବ ।

ତୁଳା ରାଶି : ମା ଲକ୍ଷ୍ମୀଙ୍କ ଅପାର କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ରହିବ । ରଥଯାତ୍ରା ଠାରୁ ସବୁ ଖରାପ ସମୟ ଦୂର ହେବ । ତୀବ୍ର ଗତିରେ ସଫଳତା ହାସଲ କରିବେ । ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ । ଯାହା କାରଣରୁ ମନ ପ୍ରସନ୍ନ ହେବ । ସଫଳତାର ନୂଆ ଅବସର ପାଇବେ ।

କୁମ୍ଭ ରାଶି : ଆପଣଙ୍କ ଉପରେ ମା ଲକ୍ଷ୍ମୀ ଓ ପ୍ରଭୁ ଜଗନ୍ନାଥଙ୍କ ଅପାର କୃପା ଦ୍ରୁଷ୍ଟି ରହିବ । ଯାହା ଫଳରେ ଆପଣଙ୍କୁ ଧନର ବର୍ଷା ହେବ । ଜୀବନରେ ଅନେକ ପରିବର୍ତ୍ତନ ହେବ । ବେପାର କ୍ଷେତ୍ରରେ ଅଧିକ ଲାଭ ହେବ । ପରିବାର ଓ ମିତ୍ରଙ୍କ ସହଯୋଗ ପାଇବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *