150 ଫୁଟର ବୋରୱେଲ୍ଲ ତଳୁ ଉଦ୍ଧାର ହେଲା 5 ବର୍ଷର ଶିଶୁ, ଦେଖନ୍ତୁ ଛାତି ଥରାଇଦେଲାଭଳି Video

ନମସ୍କାର ବନ୍ଧୁଗଣ । ୧୫୦ ଫୁଟ ତଳୁ ୫ ବର୍ଷର ଶିଶୁକୁ ଉଦ୍ଧାର କଡ଼ା ଯାଇଛି । ମଧ୍ୟ ପ୍ରଦେଶର ଛତରପୁର ଜିଲ୍ଲା ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ୮ ଘଣ୍ଟା ର ଅପରେସନ ପରେ ଶିଶୁକୁ ଉଧାର କରା ଯାଇଛି । ଗତ କାଲି ରାତିରେ ଦିପେନ୍ଦ୍ର ଯାଦବ ଙ୍କୁ ଉଧାର କଡ଼ା ଯାଇଛି । ଉଦ୍ଧାର ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରା ଯାଇଛି । ସୂଚନା ଅନୁଯାୟୀ ଖେଳିବା ସମୟରେ ଦିପେନ୍ଦ୍ର ବୋରୱେଲ ଭିତରେ ଖସି ପଡିଥିଲେ । ଦିପେନ୍ଦ୍ର ୩୦ ଫୁଟ ରେ ଫଶୀ ରହିଥିଲା । SDRF ଟିମ ଓ ଆର୍ମୀ ଶିଶୁକୁ ଉଦ୍ଧାର କରିବାରେ ଲାଗିଥିଲେ ।

ବର୍ଷା ହେବା କାରଣରୁ ଉଦ୍ଧାର କାର୍ଯ୍ୟ ବାଧା ପ୍ରାପ୍ତ ହୋଇଥିଲା । ବୋରୱେଲରେ ପାଣି ନ ପଶିବା ପାଇଁ ତାଙ୍କୁ ବନ୍ଦ କରା ଯାଇଥିଲା । ପୂର୍ବ ରୁ ରାହୁଲ ନାମକ ଶିଶୁ ଙ୍କୁ ମଧ୍ୟ ବୋରୱେଲ ଭିତରୁ ଦୀର୍ଘ ୫ ଦିନ ପରେ ଉଦ୍ଧାର କରା ଯାଇଥିଲା ଯାହାକୁ ନେଇ ସାରା ରାଜ୍ୟ ରେ ଚର୍ଚ୍ଚା ବିଷୟ ହୋଇଥିଲା ।

କିନ୍ତୁ ଦିପେନ୍ଦ୍ର ଙ୍କ କ୍ଷେତ୍ର ରେ ସେ ଯେଉଁ ବୋରୱେଲ ଭିତରେ ଫଶୀ ରହିଥିଲେ ସେଠିକାର ମାଟି ବହୁତ ଲୁଜ ଥିଲା ଯାତ୍ରା ସୁତରୁ ଜଣା ପଡିଛି । ଜେସିବି ରେ ମାଟି ଖୋଳାଯାଇ ତୁରନ୍ତ ଶିଶୁ କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ SDRF ଟିମ ଓ ଆର୍ମୀ ଅଧିକାରୀ ମାନେ । ବହୁତ କମ ସମୟରେ ଦିପେନ୍ଦ୍ର ଙ୍କୁ ଉଦ୍ଧାର କରା ଯାଇଛି ଯାହା ସୂତ୍ର ରୁ ଜଣା ପଡିଛି ।

ଯଦି ବୋରୱେଲ ଭିତରେ ପାଣି ପଶି ଯାଇଥାନ୍ତା ତେବେ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାନ୍ତା । ରେସକ୍ୟୁ ସମୟରେ ବର୍ଷା ହେବା ବହୁତ ବଡ ସମସ୍ୟାର କାରଣ ହୋଇଥାଏ । ଯଦି ଗାତ ଖୋଳା ହେବା ସମୟରେ ପାଣି ପସିଥାନ୍ତା ତେବେ ଅନେକ ଦିନ ଲାଗିଥାନ୍ତା ଉଦ୍ଧାର କରିବା ।

ନିହାତି ଭାବରେ କହିବାକୁ ଗଲେ ଶିଶୁ କୁ କିପରି ସୁରକ୍ଷା ଭାବେ ଉଦ୍ଧାର କରିବା ତାହା ସବୁଠାରୁ ବଡ ଚ୍ୟାଲେଞ୍ଜ ରହିଥିଲା ଉଦ୍ଧାରକାରୀ ଦଳ ପାଇଁ । ଆର୍ମୀ ମାନେ ନିଜର ମେସିନ ସାହାଜ୍ଯ ପୁରା ଜୋର ଲଗାଇ ଦେଇଥିଲେ ଶିଶୁ କୁ ଉଦ୍ଧାର କରିବା ପାଇଁ । ତେବେ ଯେଉଁ ଯେଉଁ ଜାଗାରେ ବୋରୱେଲ ଖୋଳା ଯାଇଛି ଆଉ ସେଥିରେ ପାଣି ନାହି ତାହାକୁ ବନ୍ଦ କରିବା ଦରକାର ।

ଯାହା ପ୍ରତେକ ରାଜ୍ୟ ଗୁଡିକରେ ହେବା ଦରକାର । ଯାହା ପାଇଁ ଦୁର୍ଘଟଣା ଦିନକୁ ଦିନ ଘଟିବାରେ ଲାଗିଛି । ତେବେ ସେ ଯାହା ବି ହେଉ ୧୫୦ ଫୁଟ ତଳକୁ ଶିଶୁ କୁ ଉଦ୍ଧାର କରିବା ପାଇଁ କିଛି କମ କଥା ନୁହେଁ । ବାସ୍ତବରେ କହିବାକୁ ଗଲେ ଏହା ସବୁଠାରୁ ବଡ ଚ୍ୟାଲେଞ୍ଜ ରହିଥିଲା । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ  ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *