interesting Gk Questions: ଏମିତି କେଉଁ ଜିନିଷ ଅଛି ଯାହାକୁ ପୁରୁଷ ଲୁଚାଇ ରଖିଥାଏ ଓ ମହିଳା ଦେଖାଇ ଚାଲନ୍ତି ?

ଏମିତି ବହୁତ ସାଧାରଣ ପ୍ରଶ୍ନ ଅଛି ଯାହା ବିଷୟରେ ଆମେ ଜାଣି ନ ଥାଉ । ଯଦି ଆମକୁ କେହି ଏହିଭଳି ପ୍ରଶ୍ନ ପଚାରି ଦିଅନ୍ତି ତେବେ ତାହାର ଉତ୍ତର ଆମକୁ ଜଣା ନ ଥାଏ । ଏହା ଆମକୁ ଲଜ୍ଜିତ ହେବାକୁ ପଡିଥାଏ । ମନୁଷ୍ୟ ଜୀବନରେ ଏମିତି ବହୁତ ସାଧାରଣ ବିଷୟ ଅଛି ଯାହା ବିଷୟରେ ଜାଣିବା ନିହାତି ଆବଶ୍ୟକ । ଆମେ ଯଦି ସେ ପ୍ରଶ୍ନ ଗୁଡିକର ଉତ୍ତର ଜାଣି ଥାଉ ତେବେ ଆମେ କାହା ସାମ୍ନାରେ ଲଜ୍ଜିତ ହୋଇ ନ ଥାଉ । ଏମିତିରେ ଆଜି ଆମେ ଜିକେ ସମ୍ବନ୍ଧୀୟ କିଛି ପ୍ରଶ୍ନ ନେଇ ଆସିଛୁ ।

ପ୍ରଶ୍ନ – ଭାରତରେ ବିସ୍କୁଟର ନିର୍ମାଣ ସର୍ବେ ପ୍ରଥମେ କେଉଁ କମ୍ପାନୀ କରିଥିଲା ?

ଉତ୍ତର – Parle G

ପ୍ରଶ୍ନ – ପୁରା ଦୁନିଆରେ ହ୍ଵାଟ୍ସଆପ ବ୍ୟବହାର କରୁଥିବା ଲୋକମାନଙ୍କ ସଂଖ୍ୟା କେତେ ?

ଉତ୍ତର – ୨.୪୫ ବିଲିୟନ

ପ୍ରଶ୍ନ – ପୋଲିସ ହେବା ପାଇଁ ମିନିମମ କେତେ ଉଚ୍ଚତା ଥିବା ଉଚିତ ?

ଉତ୍ତର – ୧୬୦ ସେଣ୍ଟିମିଟର

ପ୍ରଶ୍ନ – ଓଜନ ବଢିବା ପାଇଁ କଣ କଣ କରିବା ଉଚିତ ?

ଉତ୍ତର – କ୍ୟାଲୋରିର ମାତ୍ରା ବଢାନ୍ତୁ

ପ୍ରଶ୍ନ – କଣ ପ୍ଳେନର ଝରକାକୁ ଭାଙ୍ଗି ହେବ ?

ଉତ୍ତର – ନା

ପ୍ରଶ୍ନ – ନେଟୱାର୍କିଙ୍ଗ ଆପ ଟଙ୍କା କେମିତି ଆୟ କରନ୍ତି ?

ଉତ୍ତର – ବିଜ୍ଞାପନ

ପ୍ରଶ୍ନ – ଦୁନିଆର ସବୁଠୁ କଠିନ ସବଜେକ୍ଟ କଣ ?

ଉତ୍ତର – କୌଣସି ବି ନୁହେଁ

ପ୍ରଶ୍ନ – ଦିଲ୍ଲୀର ଲାଲ କିଲ୍ଲା ତିଆରି ହେବା ପାଇଁ ପାଖାପାଖି କେତେ ସମୟ ଲାଗିଥିଲା ?

ଉତ୍ତର – ୧୦ ବର୍ଷ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହା ଖରାରେ କେବେ ବି ଶୁଖି ନ ଥାଏ ?

ଉତ୍ତର – ଝାଳ

ପ୍ରଶ୍ନ – କଣ ସମୁଦ୍ରର ପାଣିକୁ ପିଇବା ଉପଯୋଗ କରାଯାଇ ପାରିବ ?

ଉତ୍ତର – ହଁ

ପ୍ରଶ୍ନ – ପ୍ରଧାନମନ୍ତ୍ରୀଙ୍କ ସ୍ୟାଲେରୀ କିଏ ଦେଇଥାନ୍ତି ?

ଉତ୍ତର – ସଞ୍ଚିତ ନିଧିରୁ

ପ୍ରଶ୍ନ – ଭାରତର କେଉଁ ରାଜ୍ୟରେ କେବଳ ୨ ଟି ହିଁ ଜିଲ୍ଲା ଅଛି ?

ଉତ୍ତର – ଗୋଆ ରାଜ୍ୟରେ

ପ୍ରଶ୍ନ – ଗୋଟିଏ ଟ୍ରେନ ବଗିରେ ପାଖାପାଖି କେତେ ଲୋକ ବସି ପାରିବେ ?

ଉତ୍ତର – ୭୨ ଜଣ

ପ୍ରଶ୍ନ – ମଧ୍ୟପ୍ରଦେଶର ରାଜଧାନୀର କିଏ ?

ଉତ୍ତର – ଭୋପାଲ

ପ୍ରଶ୍ନ – ନୀଳ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରମାରେ କେତେ ସମୟ ପର୍ଯ୍ୟନ୍ତ ରହିଥିଲେ ?

ଉତ୍ତର – ୬ ଘଣ୍ଟା ୩୯ ମିନିଟ ପର୍ଯ୍ୟନ୍ତ

ପ୍ରଶ୍ନ – ପୃଥିବୀରେ ଏମିତି କେଉଁ ଜୀବ ଅଛି, ଯାହାର ୫ ଟି ଆଖି ଅଛି ?

ଉତ୍ତର – ମହୁମାଛି

ପ୍ରଶ୍ନ – ପୃଥିବୀ ଉପରେ କେତେ ପ୍ରତିଶତ ଲୋକମାନେ ଇଣ୍ଟରନେଟ ବ୍ୟବହାର କରନ୍ତି ?

ଉତ୍ତର – ୪୦ ପ୍ରତିଶତ

ପ୍ରଶ୍ନ – ବିଶ୍ଵର ପ୍ରସିଦ୍ଧ ସାମସଙ୍ଗ କମ୍ପାନୀ ସର୍ବେ ପ୍ରଥମେ କଣ ବିକ୍ରି କରୁଥିଲା ?

ଉତ୍ତର – ପନି ପରିବା ଓ ନୁଡଲ୍ସ

ପ୍ରଶ୍ନ – ଆମ୍ବୁଲାନ୍ସ ଓଲଟା କାହିଁକି ଲେଖା ହୋଇଥାଏ ?

ଉତ୍ତର – ଅନ୍ୟ ଗାଡିର ସାଇଡ ଆଇନାରେ ସଠିକ ରୂପରେ ଦେଖା ଯିବ ସେଥିପାଇଁ

ପ୍ରଶ୍ନ – କେଉଁ ଜୀବ ନା ହିଁ ଖାଇ ଥାଏ ଓ ନା ହିଁ କିଛି ପିଇ ଥାଏ ?

ଉତ୍ତର – ନିର୍ଜୀବ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାକୁ ପୁରୁଷ ଲୁଚାଇ ରଖିଥାଏ ଓ ମହିଳା ଦେଖାଇ ଚାଳନ୍ତି ?

ଉତ୍ତର – ପର୍ସ

ପ୍ରଶ୍ନ – ରାସ୍ତା ଅଛି କିନ୍ତୁ ଗାଡି ନାହିଁ

ଜଙ୍ଗଲରେ ଅଛି କିନ୍ତୁ ଗଛ ନାହିଁ

ସହର ଅଛି କିନ୍ତୁ ଘର ନାହିଁ

କୁହନ୍ତୁ ତାହା କଣ ଅଟେ ?

ଉତ୍ତର – ନକ୍ସା

Leave a Reply

Your email address will not be published. Required fields are marked *