Interesting Gk Questions – ଜଣେ ନାରୀର 9ଟି ଛୁଆ ଅଛନ୍ତି, ସେଥିରୁ ଅଧା ଝିଅ ଓ ଅଧା ପୁଅ ଅଛନ୍ତି! କୁହ ତ ଏହା କିପରି ସମ୍ଭବ?

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଏମିତି କଣ ଜିନିଷ ଅଛି ଯାହା ଆମେ ଖାଇଥାଉ କିନ୍ତୁ ଦେଖିପାରି ନ ଥାଉ ?

ଉତ୍ତର- ବଚନ

୨- ଛୋଟ ଭାରତ କେଉଁ ଦେଶକୁ କୁହାଯାଏ ?

ଉତ୍ତର- ଫିଜୀ

୩- ଦୁନିଆର ସବୁଠାରୁ ଛୋଟ ଦେଶର ନାମ କଣ ?

ଉତ୍ତର- ଭ୍ୟାଟିକାନ ସିଟି

୪- ଏମିତି କଣ ଜିନିଷ ଅଛି ଯାହା ଆମେ ହାତରେ ତିଆରି କରିବା ପରେ ପବନରେ ଉଡାଇ ଦେଇଥାଉ ?

ଉତ୍ତର- ଗୁଡି

୫- ମାନବ ଶରୀରର କେଉଁ ଅଙ୍ଗ ଅନ୍ଧାର ହେବା ପରେ ବଡ ହୋଇଯାଏ ?

ଉତ୍ତର- ଆଖିର ପୂତଳି

୬- ଏମିତି କେଉଁ ପ୍ରାଣୀ ଅଛି ଯାହାର ରକ୍ତ ନୀଳ ହୋଇଥାଏ ?

ଉତ୍ତର- ଅକ୍ଟୋପସ

୭- ଏମିତି କେଉଁ ଦର ଅଛି ଯାହା ସୁନ୍ଦର ଦେଖିବାରେ ସହାୟକ ହୋଇଥାଏ ?

ଉତ୍ତର- ପାଉଡର

୮- ଦୁନିଆର ସବୁଠାରୁ ତୀବ୍ର ଗତି କେଉଁ ଜିନିଷରେ ରହିଥାଏ ?

ଉତ୍ତର- ପ୍ରକାଶ

୯- କେଉଁ ଜୀବ ତାର ମୁଣ୍ଡ ଠାରୁ ଶରୀର ବଡ ହୋଇଥାଏ ?

ଉତ୍ତର- ପିମ୍ପୁଡି

୧୦- ଏମିତି କେଉଁ ମା ଅଛି ଯିଏ ନିଜେ କଳା କିନ୍ତୁ ତାରା ଛୁଆ ନୀଳ ହୋଇଥାନ୍ତି ?

ଉତ୍ତର- ରେଳଗାଡି

୧୧- ସବଠାରୁ ବୁଦ୍ଧିମାନ ମାଛର ନାମ କଣ ?

ଉତ୍ତର- ଡଲଫିନ

୧୨- କେଉଁ ଦେଶର ପତାକା ଓଲଟା ହେଉ ବା ସିଧା ହେଉ କିନ୍ତୁ ସମାନ ଦେଖାଯାଏ ?

ଉତ୍ତର- ଜାପାନ

୧୩- କେଉଁ ଜିନିଷ ଅଛି ଯିଏ ପାଣି ପିଇଲେ ମରିଯାଏ ?

ଉତ୍ତର- ଶୋଷ

୧୪- ଏମିତି କଣ ଅଛି ଯାହାକୁ ଆମେ ନ ଛୁଇଁ ରୋକୀ ପାରିବା ?

ଉତ୍ତର- ନିଶ୍ଵାସ

୧୫- ସୂର୍ଯ୍ୟ ପୃଥିବୀ ଉପରେ ଏବେ ଯାଏଁ କଣ ଦେଖି ନାହି ??

ଉତ୍ତର- ଅନ୍ଧାର

୧୬- ଦୁର୍ବିନର ଆବିଷ୍କାର କିଏ କରିଥିଲେ ?

ଉତ୍ତର- ଗେଲିଲିଓ

୧୭- ଏମିତି କିଏ ଅଛି ଯିଏ ଦିନରେ ତାହା କିନ୍ତୁ ରାତିରେ ନ ଥାଏ ?

ଉତ୍ତର- ସୂର୍ଯ୍ୟ

୧୮- କେଉଁ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ମୃତ୍ୟୁବରଣ କରିଥିଲେ ?

ଉତ୍ତର- ସମସେର ସିଂ

୧୯- କେଉଁ ପଶୁ ଆଇନା ଦେଖିବାକୁ ଡର ଲାଗିଥାଏ ?

ଉତ୍ତର- ଘୁଷୁରି

୨୦- ବିଶ୍ଵର କେଉଁ ଦେଶରେ ଗୋଟିଏ ବି ମସା ନାହି ?

ଉତ୍ତର- ଫ୍ରାନ୍ସ

୨୧- ନିଆଁ ବର୍ଷା କରୁଥିବା ଗଛ କେଉଁଠାରେ ଅଛି ?

ଉତ୍ତର- ମାଲେସିଆ

୨୨- ଭାରତରେ ରଙ୍ଗୀନ ଟିଭିର ଆରମ୍ଭ କେବେ ହୋଇଥିଲା ?

ଉତ୍ତର- ୧୯୬୨

୨୩- ଭାରତର ପ୍ରଥମ ଅନାଜ ଏଟିଏମ କେଉଁଠାରେ ଖୋଲା ହୋଇଥିଲା ?

ଉତ୍ତର- ଗୁରୁଗ୍ରାମ ହରିୟାନା

୨୪- ଜଣେ ନାରୀର ୯ଟି ଛୁଆ ଅଛନ୍ତି, ସେଥିରୁ ଅଧା ଝିଅ ଓ ପୁଅ ଅଛନ୍ତି କୁହ ଏହା କିପରି ସମ୍ଭବ ହୋଇ ପାରିବ ?

ଉତ୍ତର- ଏହା ସମ୍ଭବ ତାଙ୍କ ମା ମଧ୍ୟ ସାମିଲ ଅଛି

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *