ଜୀବନରେ Successful ହେବାକୁ ଚାହୁଁଛନ୍ତି କି ? ତେବେ ଅପଣାନ୍ତୁ ଏହି 4ଟି ଅଭ୍ୟାସ…. Chanakya Niti

ଆଚାର୍ଯ୍ୟ ଚାଣକ୍ୟ ବିଦ୍ଵାନ ମାନଙ୍କଅମଧ୍ୟରେ ଶ୍ରେଷ୍ଠ ଅଟନ୍ତି । ଆଜି ବି ଲୋକ ମାନେ ଚାଣକ୍ୟ ନୀତିର ଅଧ୍ୟୟନ କରିଥାନ୍ତି । ଏହି ନୀତିତକୁ ଆପଣେଇ ବ୍ୟକ୍ତି ଜୀବନରେ ସଫଳ ପାଇବା ପାଇଁ ଉଦ୍ୟମ କରିଥାଏ । ଚାଣକ୍ୟଙ୍କ ମତରେ ଯେବେ ବ୍ୟକ୍ତି ଠାରେ ଖରାପ ଅଭ୍ଯାସ ପ୍ରବେଶ କରିଥାଏ ତେବେ ସେ ତା ଲକ୍ଷ୍ୟରୁ ଦୂରେଇ ଯାଇଥାଏ । ଏହା ପରେ ବ୍ୟକ୍ତିକୁ ସଫଳତା ହାସଲ ହୁଏ ନାହି ଯାହାର ବିଚାର ସେ କରିଥାଏ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ବ୍ୟକ୍ତିକୁ ଖରାପ ଅଭ୍ଯାସ ଠାରୁ ଦୂରେଇ ରହିବା ଉଚିତ । ଜୀବନରେ ବଡ ସପହଲତା ପାଇବାର ଇଚ୍ଛା ଥିଲେ ଏହି ସବୁ ଖରାପ ଅଭ୍ଯାସ ଠାରୁ ଯେତେ ଜଲ୍ଦି ସମ୍ଭବ ଦୂରେଇ ରହିବା ଉଚିତ । ଖରାପ ଅଭ୍ଯାସ ବ୍ୟକ୍ତିର ପ୍ରତିଭା ଓ କ୍ଷମତା ଉପରେ ପ୍ରଭାବ ପକାଇଥାଏ । ଯେବେ ବ୍ୟକ୍ତି ଖରାପ ଅଭ୍ଯାସରେ ପଡିଥାଏ ସେ ନିଜେ ମଧ୍ୟ ଜାଣିପାରେ ନାହି ।

ଯେବେ ପରିଣାମ ଖରାପ ଆସିଥାଏ ସେହି ସମୟରେ ବ୍ୟକ୍ତି ନିଜର ଭୁଲ ବୁଝିପାରେ । ତେବେ ଆସନ୍ତୁ ଜାଣିବା ସେହି ଖରାପ ଅଭ୍ଯାସ କଣ ଯାହା ଠାରୁ ଦୂରେଇ ରହିବାକୁ ଚାଣକ୍ୟ ନୀତିରେ କୁହା ଯାଇଛି । ୧- ଚାଣକ୍ୟ ନୀତି ଅନୁସାରେ ବ୍ୟକ୍ତିକୁ ଖରାପ ସଙ୍ଗତ ଠାରୁ ନିଜକୁ ଦୂରେଇ ରଖିବା ଉଚିତ । ଖରାପ ଲୋକଙ୍କ ଠାରୁ କିଛି ବି କଥା ସେୟାର କରିବା ଅନୁଚିତ ।

ଯେଉଁ ବ୍ୟକ୍ତି ଏହି ସବୁ କଥା ପ୍ରତି ଧ୍ୟାନ ଦେବେ ସେମାନେ ଜୀବନରେ ଆଗକୁ ବଢି ପାରିବେ । କେବେ ବି ଖରାପ ବ୍ୟକ୍ତିଙ୍କ ସହ ବନ୍ଧୁତା କରିବା ଉଚିତ ନୁହେଁ । ୨- ଚାଣକ୍ୟ ନୀତି ଅନୁସାରେ ପରିଶ୍ରାମ ରେ ହିଁ ସଫଳତା ର ରହସ୍ୟ ଲୁଚି ରହିଥାଏ । ଯେଉଁ ବ୍ୟକ୍ତି ଯୁବାବସ୍ଥା ରେ ପରିଶ୍ରମ କରି ନ ଥାଏ ସେ କେବେ ବି ସଫଳତା ପାଇ ପାରନ୍ତି ନାହି । ତେଣୁ ମେହନତ କରିବା ପାଇଁ କେବେ ପଛରେ ରହିବା ଉଚିତ ନୁହେଁ ।

୩- ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ବ୍ୟକ୍ତିକୁ ସଫଳ ହେବା ପାଇଁ ଅନେକ ସମସ୍ଯାର ସାମନା କରିବାକୁ ପଡିଥାଏ । ଯେତେ ସମସ୍ୟା ଆସିଲେ ମଧ୍ୟ ବ୍ୟକ୍ତି ହାର ନ ମାନି ଧର୍ଯ୍ୟ ରଖିବା ଉଚିତ । ବ୍ୟକ୍ତି ଜୀବନରେ ଧର୍ଯ୍ୟ ରଖିଲେ ବଦାରୁ ବଡ ସମସ୍ୟାର ସାମନା କରି ପାରିବ । ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ବଡ ସଫଳତା ପାଇ ପାରିବ ।

୪- ଚାଣକ୍ୟ ନୀତି ଅନୁସାରେ ଯେଉଁ ବ୍ୟକ୍ତି ସମୟର ମୂଲ୍ୟ ବୁଝେ ନାହି ସେ ଆଗକୁ ଯାଇ ଦୁଖୀ ଓ ସମସ୍ୟାର ସମୁଖୁନ୍ନ ହୋଇଥାଏ । ଜୀବନରେ ଅନୁଶାସନର ସ୍ଥିତିକୁ ଗମ୍ଭୀରତାର ସହ ଅନୁଭବ କରିବା ଉଚିତ । ଅନୁଶାସନ ଦ୍ଵାରା କାର୍ଯ୍ୟ ସମୟରେ ପୁରା କରିବା ପାଇଁ ପ୍ରେରଣା ମିଳିଥାଏ । ଯେବେ ବ୍ୟକ୍ତି ସମୟର ସଠିକ ଉପୋଯୋଗ କରିବ ତେବେ ଯାଇ ଜୀବନରେ ସଫଳ ହୋଇ ପାରିବ । କେଉଁ ସମୟରେ କେଉଁ କାମ କରିଲେ ଠିକ ହେବ ତାହା ପ୍ରତେକ ବ୍ୟକ୍ତିକୁ ବୁଝିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *