ଯେଉଁ ଭଳି ଭଲ ଖାଦ୍ୟ, ପାନୀୟ ଓ ଭଲ ପବନର ଆବଶ୍ୟକ ରହେ ସ୍ୱାସ୍ଥ୍ୟ ପାଇଁ ସେହିଭଳି ଶରୀର ପାଇଁ ଖୁସି ରହିବା ନିହାତି ଦରକାର ସେଥିପାଇଁ ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବା ପାଇଁ ହସର ବହୁତ ଆବଶ୍ୟକ ହୋଇଥାଏ । ଯଦି ଆପଣ ସକାଳେ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିବେ ତ ଆପଣଙ୍କୁ କୌଣସି ପ୍ରକାର ରୋଗ ଛୁଇଁ ପାରିବ ନାହିଁ । ସେ ମାନସିକ ରୋଗ ହେଉ କି ଶାରୀରିକ ଆପଣଙ୍କ ପାଖକୁ ବି ଆସିପାରିବ ନାହିଁ । ଆମେ ଆପଣଙ୍କ ପାଇଁ ଏମିତି ମାଜଦାର ଜୋକସ ନେଇକି ଆସିଛୁ ଯାହା ଆପଣ ପଢିଲେ ହସି ହସି ଗଡିଯିବେ ।

ଜୋକ-୧
ସଣ୍ଟା ବଣ୍ଟାକୁ ପଚାରିଲା – ଆଛା କହତ
ଅଧା ରହି ଯାଇଥିବା ସ୍ଵପ୍ନ ପୁରା କରିବା ପାଇଁ କଣ କରିବାକୁ ପଡିବ ….?
ବାଣ୍ଟା କହିଲା – ବହୁତ ସହଜ ଅଟେ ସାଙ୍ଗ, ପୁଣି ଥରେ ସୋଇଯିବା ଦରକାର ….!!!
ଜୋକ-୨
ଜଜ – ତୁମର ଭୁଲ ସାବିତ ହୋଇସାରିଛି,
କାଲୀ ତୁମକୁ ଫାଶୀ ଦିଆଯିବ …..!!!
ବଣିଆ – ସେ ତ ଠିକ ଅଛି,
କିନ୍ତୁ କେତେବେଳେ ଉତାରିବ,
ଦୋକାନବି ଖୋଲିବାର ଅଛି ….!!!

ଜୋକ-୩
କର୍ମଚାରୀ – ସାର ମୋ ସ୍ତ୍ରୀ ୫-୬ ଦିନ ପାଇଁ ମୋ ସହିତ ବୁଲିବାକୁ ଯିବାକୁ ଚାହୁଁଛି ….
ଛୁଟି ଦରକାର ……!!!
ବସ- ମିଳିବ ନାହିଁ …
କର୍ମଚାରୀ – ଧନ୍ୟବାଦ ସାର, ମୁ ଜାଣିଛି ଅସୁବିଧାରେ
ଆପଣ ହିଁ ମୋର କାମରେ ଆସିବେ …!!!
ଜୋକ-୪
ଗାଲିବକୁ ପଚରା ଗଲା …..
ପ୍ରେମ ଗୋଟେ ତରଫରୁ ହେବା ଦରକାର ନା ଦୁଇ ତରଫରୁ …?
ଗାଲିବ ଟିକେ ଭାବିକି କହିଲା …..
ପ୍ରେମ ଗୋଟେ ତରଫାରେ ହିଁ ସୁନ୍ଦର ଲାଗେ,
ଦୁଇ ତରଫା ହେଲେ କେବେ କେବେ ବିବାହ ହୋଇଯାଏ ….!!!

ଜୋକ-୫
ସଣ୍ଟା – ବିବାହ ସମୟରେ ବର କନ୍ୟାଙ୍କ ନାମ ଆଗରେ ଲେଖାଥିବା
ଚି ଓ ସୋ ର ମାନେ କଣ ହୋଇଥାଏ …..?
ବଣ୍ଟା – ଜଣା ନାହିଁ, ତୁ ହିଁ କହ……!!!
ସାଣ୍ଟା – ଏହା ମାନେ ହୋଇଥାଏକି ବିବାହ ପରେ
ଯେବେ ପତ୍ନୀ ତାକୁ ସହେ କଥା କହିବ, ତେବେ ପତି ଚିଲେଇବ ନାହିଁ ।
ଜୋକ-୬
ପପୁ ଟେନସନରେ ଗୁନୁ ଗୁନୁ ହେଉଥିଲା …
ବହୁତ ବର୍ଷ ପୂର୍ବରୁ ଗୋଟେ ବାବା କହିଥିଲେ କି …
ଭଗବାନ ତୋତେ ଏମିତି ଦେବଯେ ତୁ ସମ୍ଭାଳି ପାରିବୁ ନାହିଁ ….
ଏବେ ଜଣା ପଡିଲା ସେ ଓଜନ କଥା କହୁଥିଲେ ….!!!

ଜୋକ-୭
ସ୍ତ୍ରୀ- ତମେ ବିବାହ ପରେ ବଦଳି ଗଲଣି ?
ମୋଠି ତମର ଟିକେ ବି ଇଣ୍ଟରେଷ୍ଟ ନାହିଁ
ସ୍ବାମୀ- ମୁଁ ତ ତମକୁ ଆଗରୁ ହିଁ କହିଦେଇଥିଲି କି ମୋର ବିବାହିତ ନାରୀ ଉପରେ କୌଣସି ଆଗ୍ରହ ନାହିଁ
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ ।