ଆଜି ଆମେ ଆପନାଙ୍କୁ ଏମିତି କିଛି ପ୍ରଶ୍ନ ଉତ୍ତର କହିବାକୁ ଯାଉଛୁ ଯାହା ଜାଣିବା ଆପଣ ମାନଙ୍କ ପାଇଁ ଆବଶ୍ୟକ ଅଟେ । ତେବେ ଯେତେ ପ୍ରଶ୍ନ ଉତ୍ତର ଆପଣ ଦେଇ ପାରିବେ ଆପଣ ଦିଅନ୍ତୁ ଏହା ପରେ ଆମେ ଆପଣଙ୍କୁ ସଠିକ ଉତ୍ତର କହିବୁ । ଏହିସବୁ ପ୍ରଶ୍ନ ନିଶ୍ଚିନ୍ତ ଆପଣମାନଙ୍କ ମୁଣ୍ଡକୁ କେବେ ନା କେବେ ଆସିଥିବ । ତେବେ ଆଜି ସେହିଭଳି କିଛି ପ୍ରଶ୍ନ ନେଇ ଆସିଛୁ ଆମେ ଆପଣଙ୍କ ପାଇଁ । ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନ ଉତ୍ତର ବିଷୟରେ ଓ ଅନ୍ୟ ସାଙ୍ଗ ମାନଙ୍କୁ ମଧ୍ୟ ପଚାରନ୍ତୁ ଏହି ଉତ୍ତର ।
ପ୍ରଶ୍ନ :- କେଉଁ ଭିଟାମିନ ଘା ଭରିବାରେ ସାହାର୍ଯ୍ୟ କରିଥାଏ ?

ଉତ୍ତର :- ଭିଟାମିନ -k
ପ୍ରଶ୍ନ :- ସେ କେଉଁ କୋର୍ଟ ଅଟେ ଯାହା ପୁଅ ମାନେ ପିନ୍ଧି ପାରିବେ ନାହିଁ ?
ଉତ୍ତର :- ପେଟିକୋର୍ଟ
ପ୍ରଶ୍ନ :- ସେ କେଉଁ ଫଳ ଅଟେ ଯାହା ଲୋକ ଖାଇବା ସହିତ ପିଇଥାନ୍ତି ମଧ୍ୟ ?
ଉତ୍ତର :- ପଇଡ
ପ୍ରଶ୍ନ :- କେଉଁ ଦେଶରେ ଝିଅମାନେ ଖାଲି ମଦ ପିଇପାରିବେ ପୁଅ ନୁହେଁ ?
ଉତ୍ତର :- ପେରୁ ଦେଶରେ
ପ୍ରଶ୍ନ :- ସବୁଠୁ ବେସୀ ମାଟିର ଘର କେଉଁ ଦେଶରେ ଅଛି ?

ଉତ୍ତର :- ଭାରତ ଦେଶରେ
ପ୍ରଶ୍ନ :- ସବୁଠୁ ଅଧିକ ପ୍ରୋଟିନ କେଉଁ ଖାଦ୍ୟ ପଦାର୍ଥରେ ମିଳିଥାଏ ?
ଉତ୍ତର :- ସୋୟାବିନ
ପ୍ରଶ୍ନ :- ଏମିତି କେଉଁ ମାସ ଅଛି ଯେଉଁଥିରେ ଲୋକ ସବୁଠୁ କମ ସୋଇଥାନ୍ତି ?
ଉତ୍ତର :- ଫେବୃଆରି
ପ୍ରଶ୍ନ :- ପ୍ୟାନକାର୍ଡ କୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର :- ଅସ୍ଥାଇ ଖାତା ସଂଖ୍ୟା

ପ୍ରଶ୍ନ :- ଅନ୍ଧାର ହେଲାପରେ ଶରୀରର କେଉଁ ଅଙ୍ଗ ବଡ ହୋଇଯାଇଥାଏ ?
ଉତ୍ତର :- ଆଖିର ଡୋଳା
ପ୍ରଶ୍ନ :- ଟାଇ କୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର :- କଣ୍ଠ ଲଙ୍ଗୋଟ
ପ୍ରଶ୍ନ :- ବିବାହ ପରେ ଝିଅ ନିଜ ସ୍ଵାମୀର କଣ ନେଇଥାଏ ?
ଉତ୍ତର :- ନିଜ ସ୍ଵାମୀର ସରନେମ
ପ୍ରଶ୍ନ :- ମନୁଷ୍ୟ ମୃତ୍ୟୁ ପରେ ତାର ଦିମାଗ କେତେ ସମୟ ପର୍ଯ୍ୟନ୍ତ ଜୀବିତ ରହିଥାଏ ?

ଉତ୍ତର :- ୧୦ ମିନିଟ ପର୍ଯ୍ୟନ୍ତ
ପ୍ରଶ୍ନ :- ଏମିତି କେଉଁ ଜୀବ ଥାଏ ତାର ରକ୍ତ ନୀଳ ରଙ୍ଗର ହୋଇଥାଏ ?
ଉତ୍ତର :- ଅକ୍ଟୋପସ
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।