ପଦ୍ମ ପୁରାଣ ଅନୁଯାଇ କେଉଁ ପାପ ପାଇଁ କେଉଁ ଦଣ୍ଡ ହୋଇଥାଏ ନିଶ୍ଚୟ ଜାଣନ୍ତୁ- ପର ସ୍ତ୍ରୀ ସହ ସହବାସ କରିବା ପୁରୁଷକୁ…..

ଆମ ହିନ୍ଦୁ ଶାସ୍ତ୍ରରେ ବହୁତ ପୁରାଣ ଇତ୍ୟାଦି ଅଛି କିନ୍ତୁ ଆମ ଏହି ପୁରାଣ ମଧ୍ୟରୁ ପଦ୍ମ ପୁରାଣ ବହୁତ ବିଖ୍ୟାତ ଅଟେ କାହିଁକିନା ପ୍ପାଦାମ ପୁରାଣ ଅନୁଯାଇ କୁହା ଯାଇଛି ଯେ କେଉଁ ପାପ ପାଇଁ କେଉଁ ଦଣ୍ଡ ହୋଇଥାଏ । ତେବେ ମଣିଷ ବହୁତ ଥର ଏମିତି କିଛି କାର୍ଯ୍ୟ କରିଥାଏ ଯାହା ସେ ନିଜେ ଜାଣିନଥାଏ ଯେ ପାପ କରୁଛି ଅବା ପୂଣ୍ୟ, ତେବେ କିଛି କାମ ଏମିତି ହୋଇଥାଏ ଯାହା ଆପଣ ପୂଣ୍ୟ ଭାବି କରନ୍ତି କିନ୍ତୁ ତାହା ପାପ ଶ୍ରେଣୀରେ ଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହି ପାପ ପୂଣ୍ୟ ଓ ଏହା ଦଣ୍ଡ ବିଷୟରେ ବିସ୍ତାର ସହ ।

ଆଜିକା ସମୟରେ ପାପ ପୂଣ୍ୟ ବଦଳିଯାଇଛି ଯେଉଁ କାମ ଦ୍ଵାରା ମଣିଷକୁ ଲାଭ ପ୍ରାପ୍ତି ହେଉଛି ବା ସୁଖ ପ୍ରାପ୍ତ ହେଉଛି ତାହା ତା ପାଇଁ ପୂଣ୍ୟ ଅଛି ଓ ଯାହା ତାକୁ କଷ୍ଟ ଦେଇଥାଏ ତାହା ପାପ ହୋଇଥାଏ ।

Image Courtesy: Google

ତେବେ ମଣିଷ ଜୀବନରେ ବହୁତ କିଛି ଭଲ ମନ୍ଦ ସମୟ ପରିସ୍ଥିତି ଆସିଥାଏ କିନ୍ତୁ ଯେଉଁ ମଣିଷ ଖରାପ ସମୟରେ ମଧ୍ୟ ଖରାପ କାମ କରିନଥାଏ ସେହି ମଣିଷ ପାପୀ ହୋଇ ନଥାଏ । ଯଦି କୌଣସି ମଣିଷ ଶ୍ରାଦ୍ଧ ପାଇଁ ପଣ୍ଡିତ ଓ ବ୍ରହ୍ମଣ ଡାକିଥାଏ କିନ୍ତୁ କୁଟୁମ୍ବ ମାନଙ୍କୁ କିଛି ନବା ଦବା ଲୋଭରେ ଡାକି ନଥାଏ ସେହି ଭଳି ମଣିଷ ନିଜ ଜୀବନରେ ବହୁତ କିଛି ହରାଇଥାଏ ଓ ପାପ ଶ୍ରେଣୀରେ ଆସିଥାଏ ।

Image Courtesy: Google

ଯଦି ଶ୍ରାଦ୍ଧ ସମୟରେ ଅନ୍ୟ ବ୍ରାହ୍ମଣ ଆସିଥାନ୍ତି ତେବେ ଦୁହିଙ୍କୁ ସମାନ ଭାବରେ ଭୋଜନ, ବସ୍ତ୍ର ଓ ଦାନ କରିବା ଉଚିତ ଦୁହିଙ୍କ ମଧ୍ୟରେ ମତ ଭେଦ କରିବା ଦ୍ଵାରା ଆପଣଙ୍କ ପିତୃ ଶାନ୍ତ ହୋଇନଥାନ୍ତି । ତେବେ ଯେଉଁ ମଣିଷ ଗରିବ ଧନ ଲୁଟିଥାଏ ବା କୁଆଁରୀ ହେଉ ବା ମହିଳା ବଳାତ୍କାର କରିଥାଏ ସେହି ମଣିଷ ଘୋର ପାପୀ ହୋଇଥାଏ ଏହି ଭଳି ମଣିଷକୁ ପାପ ଲାଗିଥାଏ ।

Image Courtesy: Google

ଯେଉଁ ମଣିଷ ପର ସ୍ତ୍ରୀ ସହ ସହବାସ କରିଥାଏ ଏହି ଭଳି ମଣିଷ ପାପୀ ହୋଇଥାଏ ଏହି ଭଳି ମଣିଷକୁ ନିଆରେ ପୋଡା ଯାଇଥାଏ । ତେବେ ଯଦି ଆପଣ ନିଜ ଜୀବନରେ କୌଣସି ପ୍ରକାର ପାପ କରିବା ପାଇଁ ଚାହୁଁ ନାହାନ୍ତି ତେବେ ପଦ୍ମ ପୁରାଣ ପଢନ୍ତୁ ଏହା ଆପଣଙ୍କୁ ବହୁତ ପ୍ରକାର ପାପରୁ ମୁକ୍ତି ଦେଇଥାଏ । ପଦ୍ମ ପୁରାଣ ଅନୁଯାଇ ସ୍ତ୍ରୀ, ବ୍ରାହ୍ମଣ, ପଣ୍ଡିତ ବା ମା ବାପାଙ୍କ ଉପରେ ହାତ ଉଠଉଥିବା ବ୍ୟକ୍ତି ଘୋର ପାପପୀ ହୋଇଥାଏ ଓ ଏହି ଭଳି ମଣିଷକୁ ମୃତ୍ୟୁ ପରେ ଯେଉଁ ଯନ୍ତ୍ରଣା ପ୍ରାପ୍ତ ହୋଇଥାଏ ତାହା ବହୁତ କଷ୍ଟ ଦାଇହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *