କବାଟ ପାଖରେ ରଖନ୍ତୁ ନାହିଁ ଏହି 3 ଟି ଜିନିଷ ନହେଲେ ଦରିଦ୍ର ହୋଇଯିବେ…. Vastu Tips । Sadhu Vani

ବନ୍ଧୁଗଣ ମୁଖ୍ୟଦ୍ଵାରକୁ ଘରର ଗୁରୁତ୍ଵପୂର୍ଣ୍ଣ ସ୍ଥାନ ବୋଲି କୁହାଯାଇଥାଏ । କାରଣ ଯଦି ଆପଣ ମାନେ ମଧ୍ୟ ସମସ୍ତ ଦେବାଦେବୀଙ୍କର କୃପା ପାଇବାକୁ ଚାହୁଁଥାନ୍ତି । ତେବେ ଆପଣ ନିଜ ଘରର ପବିତ୍ରତା ପାଇଁ ଘରର ମୁଖ୍ୟଦ୍ଵାରରେ ଏହି ସବୁ ଜିନିଷକୁ ରଖିବା ବାରଣ କରାଯାଇଛି । କାରଣ ଘରର ମୁଖ୍ୟଦ୍ଵାର ବାଟ ଦେଇ ହିଁ ଘରକୁ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ଏଥିସହ ଦେବାଦେବୀ ମଧ୍ୟ ଏହି ମୁଖ୍ୟବାଟ ଦେଇ ଘର ମଧ୍ୟକୁ ପ୍ରବେଶ କରିଥାନ୍ତି ।

ତେବେ ଘରର ମୁଖ୍ୟଦ୍ଵାର ପାଖରେ ଏହି 3 ଟି ଜିନିଷକୁ ରଖିବାକୁ ବାରଣ କରାଯାଇଛି । ତେବେ କଣ ସେହି 3 ଟି ଜିନିଷ ଯାହାକୁ ଭୁଲ କରି ମଧ୍ୟ ଘରର ମୁଖ୍ୟଦ୍ଵାର ପାଖରେ ରଖାଯାଇନଥାଏ ।

1- ଘରର ମୁଖ୍ୟଦ୍ଵାର ପାଖରେ କଣ୍ଟାଯୁକ୍ତ ଗଛ ରଖନ୍ତୁ ନାହିଁ । ଏହି ଗଛ ଘରର ମୁଖ୍ୟଦ୍ଵାର ପାଖରେ ରଖିବା ଦ୍ଵାରା ଘର ମଧ୍ୟ ସକାରାତ୍ମକ ଊର୍ଜାର ପ୍ରବେଶ ହୋଇପାରିନଥାଏ । ବଂର ଘର ମଧ୍ୟ ନେଗେଟିଭ ଏନର୍ଜିର ପ୍ରବେଶ ହୋଇଥାଏ । ଯାହା ଘର ପରିବେଶର ସମୃଦ୍ଧିକୁ ନଷ୍ଟ କରିଥାଏ । ତେଣୁ ଘରର ମୁଖ୍ୟଦ୍ଵାର ସାମ୍ନାରେ ବା ଆଖପାଖରେ କଣ୍ଟାଯୁକ୍ତ ଗଛକୁ ରଖନ୍ତୁ ନାହିଁ ।

2- ଘରର ମୁଖ୍ୟଦ୍ଵାରରେ ଭଙ୍ଗା ଖଟ, ପଲଙ୍କ, ଚେୟାର, ବାସନ ବା କୌଣସି ପ୍ରକାର ଭାଙ୍ଗି ଯାଇଥିବା ଜିନିଷ ମଧ୍ୟ ସେଠାରେ ରଖନ୍ତୁ ନାହିଁ । କାରଣ ଘରର ମୁଖ୍ୟଦ୍ଵା ପାଖରେ ବା ଘର ବାହାରେ ଏହିସବୁ ଭଙ୍ଗା ଜିନିଷ ପଡି ରହିବା ଦ୍ଵାରା ସେଠାରୁ ସୃଷ୍ଟି ହେଉଥିବା ନକରାତ୍ମକ ଶକ୍ତି ଘରର ଉନ୍ନତିରେ ବାଧା ସୃଷ୍ଟି କରିଥାନ୍ତି । ଏଥିସହ ଭଗବାନ ଶନିଦେବଙ୍କ ସମେତ ଅନ୍ୟାନ୍ୟ ଦେବୀଦେବତା ମାନେ ମଧ୍ୟ ଘର ଉପରେ ରୁଷ୍ଠ ହୋଇଯାଇଥାନ୍ତି ।

ତେବେ ବନ୍ଧୁଗଣ ଘରର ମୁଖ୍ୟଦ୍ଵାର ପାଖରେ ବା ସାମ୍ନାରେ ଏହି ସବୁ ଜିନିଷ ରଖିବା ଉଚିତ ହୋଇନଥାଏ । ନଚେତ ଘର ଉପରେ ଅନେକ ବିପଦ ମାଡି ଆସିଥାଏ । ଘରର ସୁଖ ସମୃଦ୍ଧି ଚାହୁଁଥିବା ଲୋକ ଏହି ସବୁ ଜିନିଷକୁ ଘରର ମୁଖ୍ୟଦ୍ଵାର ସାମ୍ନାରୁ ତୁରନ୍ତ ଏହାକୁ ହଟାଇ ଦିଅନ୍ତୁ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଆମର ଭଲ ଲାଗିଥିବ । ତେବେ ବନ୍ଧୁଗଣ ପୋଷ୍ଟଟି ଯଦି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଗୋଟେ ଲାଇକ୍ କରିଦେବା ସହ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଏହାକୁ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରିଦିଅନ୍ତୁ ।

 

Leave a Reply

Your email address will not be published. Required fields are marked *