Tarot card reading; -କାହା ନାମ ଭାବିକି ଏକ ନମ୍ବର ଚୟନ କରନ୍ତୁ, ଦେଖିବା ତାଙ୍କ ମନରେ ଆପଣଙ୍କ ପାଇଁ feelings କ’ଣ ରହିଛି…?

ବନ୍ଧୁଗଣ ଆପଣ ଯଦି କାହାର ମନର କଥା ଜାଣିବାକୁ ଚାହୁଁଥାନ୍ତି । ତେବେ ଆପଣ ଏହି ଟାରୋଟ କାର୍ଡର ରିଡିଂ ଦ୍ଵାରା ଅନ୍ୟର ମନର କଥା ଜାଣିପାରିବେ । ଯେପରି ଆପଣ ଯାହା ବିଷୟରେ ଭାବୁଛନ୍ତି । ସେ ଆପଣଙ୍କ ବିଷୟରେ କ’ଣ ଭାବୁଛନ୍ତି ? ଆପଣଙ୍କ ପ୍ରତି ତାଙ୍କ ମନରେ କଣ ସବୁ ଫିଲିଙ୍ଗ୍ସ ରହିଛି ? ଏହାକୁ ସବୁ ଜାଣିବା ପାଇଁ ଆପଣଙ୍କୁ ଦିଆଯାଇଥିବା 1, 2, 3 ଓ 4 ନମ୍ବର ମଧ୍ୟରୁ କୌଣସି ଗୋଟିଏ ନମ୍ବରକୁ ବାଛି ତାଙ୍କ ମନର କଥା ଜାଣିପାରିବେ । ଯାହା ମନର କଥା ଆପଣ ଜାଣିବାକୁ ଚାହାନ୍ତି ।

1- ଆପଣ ଯାହାଙ୍କ ମନର କଥା ଜାଣିବାକୁ ଚାହୁଁଛନ୍ତି । ତାଙ୍କ ମନର ଭାବନା ଅନୁଯାଇ ତାଙ୍କ ନଜରରେ ଆପଣ ଜଣେ ବହୁତ ଭଲ ଲୋକ ଅଟନ୍ତି । ଆପଣ ସମସ୍ତଙ୍କ ସହ ମିଳିମିଶି ରହିବାକୁ ପସନ୍ଦ କରନ୍ତି । ହେଲେ ଆପଣ ନିଜର ପାଠପଢା ଓ କ୍ଯାରିଅର ପାଇଁ ଅଧିକ ସମୟ ବ୍ୟସ୍ତରେ ରହୁଛନ୍ତି । ତେଣୁ ଆପଣ ଅଧିକ ସମୟ ହୁଏତ କାହାକୁ ଦେଇପାରୁନାହାନ୍ତି । ହେଲେ ଆପଣ ହୃଦୟରୁ ଜଣେ ବହୁତ ଭଲ ଲୋକ ତାଙ୍କ ନଜରରେ ଅଟନ୍ତି ।

2-ଆପଣ ଯାହାଙ୍କ ମନର କଥା ଜାଣିବାକୁ ଚାହୁଁଛନ୍ତି । ତାଙ୍କ ମନର ଭାବନା ଅନୁଯାଇ ଆପଣ ଜଣେ ଏମିତି ଲୋକ ଅଟନ୍ତି । ଜିଏକି ସାମାନ୍ୟ ଜିଦିଆ ସ୍ଵଭାବର ଅଟନ୍ତି । ଆପଣଙ୍କୁ ଯାହା ଠିକ ଲାଗେ । ଆପଣ ତାହା ହିଁ କରିଥାନ୍ତି । ଯେଉଁ ସ୍ଥାନରେ ଆପଣଙ୍କ ମନ ମିଳିପାରିନଥାଏ । ଆପଣ ସେହି ରାସ୍ତା ନିଜର ବଦଳାଇ ଦେଇଥାନ୍ତି । ଆପଣଙ୍କ ଉପରେ ବିଶ୍ବାସ ଟ କରିହେବ । ହେଲେ ଦରକାର ଠାରୁ ବିଶ୍ବାସ ଆପଣଙ୍କ ଉପରେ ବିଶ୍ବାସ କରିବା ଉଚିତ ନୁହେଁ ବୋଲି ଏଭଳି କିଛି ଭାବନା ଆପଣ ଜାଣିବାକୁ ଚାହୁଁଥିବା ଲୋକଙ୍କ ମନରେ ଆପଣଙ୍କ ପାଇଁ ଅଛି ।

 

3- ଆପଣ ଯାହାଙ୍କ ମନର କଥା ଜାଣିବାକୁ ଚାହୁଁଛନ୍ତି । ତାଙ୍କ ମନର ଭାବନା ଅନୁଯାଇ ଆପଣଙ୍କ ପାଇଁ ତାଙ୍କ ମନରେ ଏକ ପ୍ରକାର ଆକର୍ଷଣ ରହିଛି । ତାହା ହୁଏତ ଜଣେ ଭଲ ବନ୍ଧୁ ଅବା ପ୍ରେମକୁ ନେଇ ମଧ୍ୟ ହୋଇପାରେ । ହେଲେ ସେ ଆପଣଙ୍କୁ ହୃଦୟରୁ ପସନ୍ଦ କରନ୍ତି । ଆପଣଙ୍କ ଛୋଟମୋଟ କଥା ସବୁ ତାଙ୍କୁ ଜଣା ଥାଏ ବା ସେ ଆପଣଙ୍କ ବିଷୟରେ ଜାଣିବାକୁ ପସନ୍ଦ କରନ୍ତି ।

 

4- ଆପଣ ଯାହାଙ୍କ ମନର କଥା ଜାଣିବାକୁ ଚାହୁଁଛନ୍ତି । ତାଙ୍କ ମନର ଭାବନା ଅନୁଯାଇ ଆପଣଙ୍କ ପାଇଁ ତାଙ୍କ ମନରେ ଆଟ୍ରାକସନ ରହିଛି । ଯେପରି ଆପଣ ତାହାକୁ ଫିଜିକାଲ୍ ଆକର୍ଷଣ ମଧ୍ୟ କହି ପାରନ୍ତି । ହେଲେ ଯେତେବେଳେ ଏହି ବ୍ୟକ୍ତି ଆପଣଙ୍କ ପାଖକୁ ଆସିବାକୁ ଚାହାନ୍ତି । କିଛି ନା କିଛି କାରଣରୁ ସେ ଆପଣଙ୍କ ସହ ମିଶି ପାରିନଥାନ୍ତି । ଅବା ସେ ଚାହିଁଲେ ମଧ୍ୟ ତାଙ୍କ ଆପଣଙ୍କ ସହ ତାଙ୍କର ସେତେ ଅଧିକ ମଜଭୁତ ବଣ୍ଡିଙ୍ଗ ହୋଇପାରିନଥାଏ ।

ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଗୋଟେ ଲାଇକ୍, କମେଣ୍ଟ ଓ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *