କାହାର ନାମ ଭାବି ଗୋଟେ ନମ୍ବର ବାଛନ୍ତୁ ଦେଖିବା ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Tarot Card Reading

ଦର୍ଶକ ବନ୍ଧୁ ଆପଣ ନିଜର ପ୍ରେମ ଜୀବନକୁ ନେଇ ବେଶ ଆଗ୍ରହୀ ଥିବେ । କାରଣ ପ୍ରେମ ଜୀବନରେ ଥରେ ହୋଇଥାଏ । ତେବେ ଆପଣ ଯାହାକୁ ପ୍ରେମ କରୁଛନ୍ତି ସେ ଆପଣଙ୍କୁ ନେଇ କଣ ଭବାଉଛନ୍ତି କିମ୍ବା ତାଙ୍କ ମନରେ ଆପଣଙ୍କୁ ନେଇ କେଉଁ ଭଳି ଧାରଣା ରହିଛି କଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି । ତେବେ ଆଜିର ଆମର ବିଷୟ ବସ୍ତୁ ଠିକ ସେୟା ରହିଛି କି ଆପଣଙ୍କ ପର୍ଶନ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ଏଥିପାଇଁ ଆପାଙ୍କୁ 4ଟି ନମ୍ବର ମଧ୍ୟର କୌଣସି ଗୋଟେ ବାଛିବାକୁ ପଡିବ ।

1- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି ଆପଣ ବହୁତ ଜିଦିଆ ସ୍ଵଭାବର ଅଟନ୍ତି । ଆପଣ ତରବର ହୋଇ ବଡ ବଡ ନିସ୍ପତି ନେଇଥାନ୍ତି । ଯେମିତି ଆପଣ ଛୋଟ ଛୋଟ କଟାହରେ ଘର ଛାଡି ଯିବାକୁ କିମ୍ବା ସମ୍ପର୍କ ଭାଙ୍ଗିବା ଭଳି ନିସ୍ପତି ନେଇଥାନ୍ତି । କିନ୍ତୁ କିଛି ସମୟ ପରେ ଆପଣ ନିଜର ଭୁଲ ବୁଝି ପାରନ୍ତି । ଭବିଷ୍ୟକୁ ନେଇ ଆପଣଙ୍କ ମନରେ ଅନେକ ଯୋଜନା ଅଛି ଆପଣ ତାହା ଉପରେ କାମ ବି କରୁଛନ୍ତି ଏମିତି ସେ ଭାବୁଛନ୍ତି ।

2- ଦ୍ଵିତୀୟ ନମ୍ବର : ଆପଣ ଯାହା ପାଇଁ ଦ୍ଵିତୀୟ ନମ୍ବର ଚୟନ କରିଛନ୍ତି ଆପଣଙ୍କ ପର୍ଶନ ଭାବୁଛନ୍ତି ଆପଣ ଜୀବନରେ ତୀବ୍ର ଗତିରେ ଆଗକୁ ବଢିବାକୁ ଚାହୁଁଛନ୍ତି । କିନ୍ତୁ ସେମିତି ହୁଏ ନାହି । ଆପଣ ନିଜର ଫାଇଦା ବି ଅନ୍ୟର ଖରାପ ବି କରିପାରନ୍ତି ଏମିତି ସେ ଭାବୁଛନ୍ତି । ଆପଣଙ୍କ ପର୍ଶନ ଆପଣଙ୍କୁ ଲୋଭୀ ବି ଭାବୁଛନ୍ତି । ଆପଣ ନିଜ ପାଇଁ ଠିକ ଭାବୁଛନ୍ତି କିନ୍ତୁ ଅନ୍ୟ ପାଇଁ ଖରାପ ଭାବୁଛନ୍ତି । ହୋଇପାରେ ଆପଣ ଦୁହେଁ ସ୍ଵାମୀ ସ୍ତ୍ରୀ ହୋଇପାରନ୍ତି ।

3- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୁଜ କରିଛନ୍ତି ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ବହୁତ ଆଜେଟିଭ ଅଛନ୍ତି । ଏବେ ଏବେ ଆପଣ ଦୁହିଙ୍କର ଭେଟ ହୋଇଛି । ସେ ଆପଣଙ୍କ ପ୍ରତି ଆକର୍ଷିତ ଅଛନ୍ତି । ତାଙ୍କୁ ଲାଗୁଛି ଆପଣ ଏମିତି ମଣିଷ ଯିଏ ସବୁବେଳେ ଖୁସି ରେ ରହୁଛନ୍ତି । ସ୍ଥିତି ଯେମିତି ହେଉ ନା କହାୟଙ୍କି ଆପଣ ସବୁ କିଛି ମ୍ୟାନେଜ କରିଥାନ୍ତି । ସେ ଆପଣଙ୍କ ସହ ଇମୋସ୍ନାଲି କନେକ୍ଟ ହେଉଛନ୍ତି । କମ ସମୟ ହୋଇଛି ଆପଣଙ୍କ ସମ୍ପର୍କକୁ । ସେ ଆପଣଙ୍କ ମନ କଥା ସେୟାର କରି ନାହାନ୍ତି ।

4- ଚତୁର୍ଥ ନମ୍ବର : ଆପଣ ଯାହା ପାଇଁ ଚତୁର୍ଥ ନମ୍ବର ଚୟନ କରିଛନ୍ତି ଆପଣଙ୍କ ପର୍ଶନ ଭାବୁଛନ୍ତି ଆପଣଙ୍କ ଭାଗ୍ୟରେ ସବୁ କିଛି ଅଛି କିନ୍ତୁ ଆପଣ ତାହାର କଦର କରୁ ନାହାନ୍ତି । ଆପଣ ବହୁତ ଭାଗ୍ୟଶାଳୀ କିନ୍ତୁ ଆପଣ ତୁଚ୍ଛ ମନେ କରୁଛନ୍ତି । ଆପଣ ଏମିତି ଲକି ପର୍ଶନ ଯାହାଙ୍କ ପାଖରେ ସବୁ ଥାଇ ବି ଦେଖୁ ନାହାନ୍ତି ଖୁସିରେ ରହୁ ନାହାନ୍ତି । ସେ ଆପଣଙ୍କର ଲଭ ପାର୍ଟନର ବା ଘରର କୌଣସି ସଦସ୍ୟ ହୋଇପାରନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *