ନମସ୍କାର ବନ୍ଧୁଗଣ, ବିଧାୟକ ଦିବ୍ୟଶଙ୍କର ଙ୍କର ବିବାହ କଥା କିଛି ଦିନ ହେବ ମିଡିଆରେ ପ୍ରସାରଣ ହେଉଥିବା ବେଳେ ଆଜି ତାଙ୍କ ବିବାହ ହେବାକୁ ଯାଉଛି । ତାଙ୍କର ଏହା ଦିତୀୟ ବିବାହ ହୋଇଥିବା ବେଳେ ସେ ତାଙ୍କ ପୁଅର ସାଙ୍ଗକୁ ବିବାହ କରୁଛନ୍ତି । ବିଧାୟକ ବାହା ହେଉଥିବାର ଝିଅର ବୟସ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ପୁଅର ସାଙ୍ଗକୁ ପ୍ରେମ ବିବାହ କରୁଛନ୍ତି ଦିବ୍ୟଶଙ୍କର । ତେବେ ଏହା ସହ ଜଡିତ ଥିବା ସମ୍ପୂର୍ଣ ଖବର ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
ଦିବ୍ୟଶଙ୍କର ତାଙ୍କର ପୁଅର ସାଙ୍ଗକୁ ନିଜର ମନ ଦେଇ ବସିଛନ୍ତି । ଆଜ୍ଞା ହଁ ନିଜ ପୁଅର ସାଙ୍ଗକୁ ଭଲ ପାଇ ବସିଛନ୍ତି ଦିବ୍ୟ ଆଉ ସେଥିପାଇଁ ଆଜି ତାଙ୍କର ବିବାହ ହେବାକୁ ଯାଉଛି । ଦିବ୍ୟଙ୍କ ପୁଅର ବୟସ ୨୨ ବର୍ଷ ହୋଇଥିବା ବେଳେ ତାଙ୍କ ସଙ୍ଗର ବୟସ ତାଙ୍କ ଠାରୁ ମଧ୍ୟ କଣ ଅଟେ ।
ଦିବ୍ୟଶଙ୍କରଙ୍କୁ ୫୬ ବର୍ଷ ହୋଇଥିବା ବେଳେ ସେ ବିବାହ କରୁଥିବା ଝିଅର ବୟସ ମାତ୍ର ୧୯ ବର୍ଷ ବୋଲି କହିଛନ୍ତି ବିଧାୟକ ସୁର ରାଉତ ରାୟ । ପୁରୀର ଏକ ରିସର୍ଟରେ ହେବ ବିଧୟକ ତଥା କ୍ୟାପଟେନ ଦିବ୍ୟଶଙ୍କର ଙ୍କ ବିବାହ । ତାଙ୍କ ବିବାହ ବଡ ଆଡମ୍ବରରେ ହେବ ନାହିଁ । ବରଂ କେବଳ ତାଙ୍କର ପରିବାର ଲୋକ ଏବଂ ନିକଟ ସମ୍ପର୍କୀୟ ମାନଙ୍କ ଗହଣରେ ସମ୍ପର୍ଣ ହେବ ବୋଲି ସୂଚନା ମିଳିଛି ।
ତାଙ୍କ ବିବାହ କଥା ସୋସିଆଲ ମିଡିଆ ଏବଂ ନ୍ୟୁଜରେ ପ୍ରସାରଣ ହେଉଥିବା ବେଳେ ନିଜେ ବିଧାୟକ ଏହି କଥାକୁ ସ୍ଵୀକାର ମଧ୍ୟ କରିଛନ୍ତି । ଦିବ୍ୟଶଙ୍କର ଙ୍କର ପୂର୍ବ ବିବାହର ଛାଡପତ୍ର ଦଶ ବର୍ଷ ପୂର୍ବରୁ ହୋଇସାରିଛି । ଏହା ଭିତରେ ତାଙ୍କ ପୂର୍ବ ସ୍ତ୍ରୀ ଆଉ କାହାର ଧର୍ମପତ୍ନୀ ମଧ୍ୟ ହୋଇସାରିଲେଣି ।
ତେବେ ଦିବ୍ୟ ଏବଂ ତାଙ୍କ ପୂର୍ବ ସ୍ତ୍ରୀ ଉଭୟଙ୍କର ଏକ ୨୨ ବର୍ଷର ପୁଅ ଥିବାର କଥା ମଧ୍ୟ ଜଣାପଡିଛି । ବିଧାୟକ ନିଜ ବୟସ ଠାରୁ ଏତେ କମ ବୟସର ଝିଅକୁ ବାହା ହେବାର କଥା ଏବେ ଚର୍ଚ୍ଚାର ବିଷୟ ନିହାତି ଭାବରେ ଅଟେ । ତାଙ୍କର ଏତେ ବୟସରେ ନିଜ ଠାରୁ ଏତେ କମ ବୟସର ଝିଅକୁ ଦ୍ଵିତୀୟ ବିବାହ କରିବାର କଥା ସମ୍ପର୍କରେ ଆପଣ ମାନଙ୍କର ମତ କଣ ରହିବ ତାହା ନିହାତି ଭାବରେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।