କୈଳାସ ପର୍ବତରେ ଦେଖା ଯାଉଥିବା ଭଗବାନ ଶିବ ଙ୍କ ଏହି ଆକୃତି ରେ ଗୁଗୁଲ ଓ ନାସା ବି ଆଶ୍ଚଜ୍ୟ, ଦେଖନ୍ତୁ ଫୋଟୋ

ଆଜି ଆମେ ଆପଣଙ୍କୁ କୈଳାସ ପର୍ବତ ସହିତ ଜଡିତ କିଛି କଥା କହିବୁ ଯାହା ଆପଣ ଶୁଣିଲେ ଆପଣଙ୍କୁ ବିଶ୍ବାସ ହେବ ନାହିଁ । ଆପଣମାନେ ସମସ୍ତେ କୈଳାସ ପର୍ବତ ବିଷୟରେ ଜାଣିଥିବେ ଭାରତରେ ଥିବା ଏହା ଏକ ଏମିତି ପର୍ବତ ଶ୍ରେଣୀ ଯେଉଁଠୁ କେତେ ମହତ୍ବପୂର୍ଣ ନଦୀଗୁଡିକ ବାହାରିଛନ୍ତି -ବ୍ରହ୍ମପୁତ୍ର ,ସିନ୍ଧୁ ,ସତଲୁଜ ଇତ୍ୟାଦି । କୈଳାସର ମାନସରୋବରକୁ ବ୍ରହ୍ମାଣ୍ଡର କେନ୍ଦ୍ର ବୋଲି କୁହାଯାଇ ଥାଏ ।

ଏହି ପର୍ବତରେ ଭଗବାନ ଶିବ ଧ୍ୟାନର ଅବସ୍ଥାରେ ଲୀନ ହେଇଛନ୍ତି । ତାଙ୍କର ଏହି ଆଧ୍ୟାତ୍ମ୍ୟ ରେ ହିଁ ଚାରିପଟର ବାତାବରଣ ବହୁତ ଶୁଦ୍ଧ ଅଟେ ଏବଂ କୁହାଯାଏକି ନିଜ କିରଣରେ ସେ ସୃଷ୍ଟିକୁ ସନ୍ତୁଳିତ କରି ରଖିଛନ୍ତି ।

କୁହାଯାଏ କି କୈଳାସ ପର୍ବତରେ ସାକ୍ଷାତ ଶିବ ଏବଂ ପାର୍ବତୀ ବାସ କରିଥାନ୍ତି । ଏହି ଅଦ୍ଭୁତ ଅଲୌକକିକ ନଜରକୁ ଦେଖି ଲୋକମାନଙ୍କର ଶିବ ଙ୍କର ଉପସ୍ଥିତିର ଅନୁଭବ ହୋଇଥାଏ । ବହୁ କାଳରୁ ଲୋକମାନେ ଏଠାକୁ ଭଗବାନ ଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି । ଜୀବନରେ ଥରେ ସ୍ବର୍ଗରେ ଭଗବାନ ଙ୍କର ଦର୍ଶନ କରିବାର ଅନୁଭୀତି ଏଠାରେ ମିଳିଥାଏ । ଏହି ତୀର୍ଥକୁ ଅଷ୍ଟାପଦ ଗଣପର୍ବତ ଏବଂ ରଜତଗିରୀ ବି କୁହାଯାଇଥାଏ ।

କିନ୍ତୁ ଆଜି କୈଳାସ ପର୍ବତର କିଛି ଏମିତି ଚିତ୍ର ସାମ୍ନାକୁ ଆସିଛି ଯେଉଁଥିରେ ଭଗବାନ ଶିବଙ୍କ ଆକୃତି ସ୍ପଷ୍ଟ ଦେଖାଯାଇ ପାରିବ । ଏହି ଚିତ୍ର ଦେଖି ଶିବଙ୍କ ଭକ୍ତ ବହୁତ ଖୁସି ହୋଇ ଯାଇଛନ୍ତି । ସବୁ ବର୍ଷ ଶିବ ଭକ୍ତ ଏଠାରେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ପହଞ୍ଚୁଛନ୍ତି । ଏହା ସହିତ ସିକ ବି ଭଗବାନ ଶିବ ଏବଂ ଅନ୍ୟ ଦେବୀ-ଦେବତା ଙ୍କ ଉପରେ ବହୁତ ବିଶ୍ଵାସ ରଖିଥାନ୍ତି । ଯଦି ଆପଣ ଏବେ ପର୍ଯ୍ୟନ୍ତ ମାନସରୋବର ଦର୍ଶନ କରିନାହାଁନ୍ତି ତାହେଲେ ଚିନ୍ତା କରନ୍ତୁ ନାହିଁ କାରଣ ଆଜି ଆମେ ଆପଣଙ୍କୁ ଘରେ ବସି ଭଗବାନ ଶିବଙ୍କ ଦର୍ଶନ କରାଇବାକୁ ଯାଉଛୁ ।

ଆଜି କୈଳାସରେ ଏମିତି ଚିତ୍ର ଦେଖାଯାଉଛି ଯେଉଁ ତିରେ ଭଗବାନ ଶିବଙ୍କର ଆକୃତି ସଫା ଦେଖା ଯାଉଛି । ଏହି ଚିତ୍ରକୁ ଦେଖି ଲାଗୁଛୁ କି ଯେମିତି ସାକ୍ଷାତ ଭଗବାନ ଶିବ ପୁରା ଦୁନିଆକୁ ଦର୍ଶନ ଦେଉଛନ୍ତି । ଏତିକି ନୁହେଁ ଏହି ଚିତ୍ର ସାମ୍ନାକୁ ଆସି ହିଁ ସୋସିଆଲ ମିଡିଆରେ ପୁରା ଖେଳି ଯାଇଛି ଲୋକମାନେ ଭଗବାନ ଶିବଙ୍କର ଆକୃତି ଦେଖି ଆଶ୍ଚଜ୍ୟ ହେଇଯାଉଛନ୍ତି । ଏହା ସହିତ ଏବେ ଗୁଗୁଲ ଏବଂ ନାସା ବି ଭଗବାନ ଅଛନ୍ତି ବୋଲି ମାନିନେଇଛନ୍ତି ।

Leave a Reply

Your email address will not be published. Required fields are marked *