ଗୁପ୍ଚୁପ ଖାଇବାକୁ ବିଶେଷତା ଝିଅ ମାନେ ଅଧିକ ଭଲ ପାଇଥାନ୍ତି । ଝିଅ ଏମାନେ ଏମିତି ଅନ୍ଦାଜରେ ଗୁପ୍ଚୁପ ଖାଇଥାନ୍ତି ଯାହାର ମଜା କିଛି ଅଲଗା ରହିଥାଏ । ଏହାର ଅନ୍ୟ ନାଁ ପାଣିପୁରୀ ମଧ୍ୟ ଅଟେ । ଏହାର ଖଟା ମିଠା ସ୍ଵାଦ ଝିଅ ମାଙ୍କର ବେଶ ପସନ୍ଦ ଆସିଥାଏ । ଆଜି ଆମେ ଆପଣ ମାନଙ୍କୁ ଏହାର କିଛି ଖାସ ରହସ୍ୟ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଜାଣିଛନ୍ତି ଯେ ପାଣିପୁରୀ ତିଆରି ବେଳେ କିପରି ଭାବେ କାମ କରାଯାଏ ।
ଏହି ଭିଡିଓ ରେ ଅପାନ ମାନେ ଦେଖି ପାରିବେ ଯେ ଅଟା କିପରି ଭାବେ ବ୍ୟକ୍ତି ଜଣକ ନିଜ ଗୋଡରେ ଚକଡୁଛନ୍ତି । ଏପରି କରିବା ସମୟରେ ସେହି ବ୍ୟକ୍ତିର ଝାଳ ମଧ୍ୟ ସେହି ଅଟାରେ ମିଶୁଚି । ଏହା ସହ ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କି କିପରି ଭାବେ ତମ୍ବାକୁ ଖାଇ ବ୍ୟକ୍ତି ଜଣକ ପାଣିପୁରୀ ତିଆରି କରବା ପାଇଁ ଅଟା ଦଳୁଛନ୍ତି ।
ଆପଣ ମାନେ ଭାବୁଥିବେ କି ଏମିତି କରିବା ପୂର୍ବରୁ ଏମାନେ ହାତ ଗୋଡ ଧୋଉଥିବେ । କିନ୍ତୁ ସତ କଥା ହେଉଛି ଏମିତି କରିବା ପାଇଁ ଏମଙ୍କ ପାଖରେ ଏତେ ସମୟ ନାହି । ଦିଲ୍ଲୀରେ ପାଣିପୁରୀ ଟେଷ୍ଟି କରିବା ପାଇଁ କିଛି ପାଣିପୁରୀ ତିଆରି କରୁଥିବା ବ୍ୟକ୍ତି ଟଏଲେଟ କ୍ଳିନର ମିଶାଉଛନ୍ତି ଯାହା ଏକ ସୂତ୍ରରୁ ଜଣ ପଡିଛି ।
ସୂଚନା ଯୋଗ୍ୟ ପାଣିପୁରୀ ବିକ୍ରେତା ଯେତେକ ଖଟା ପାଣି ବଞ୍ଚିଥାଏ ତାହା ରାସ୍ତାରେ ପୋଫାଡି ଦେଇଥାଏ ଯାହା ଦ୍ଵାରା ରାସ୍ତା ବହୁତ ଜଲ୍ଦି ଖରାପ ହେବାକୁ ଲାଗିଲା । ଏହା ପରେ ଲୋକ ଅମନେ ଏହାର ସୂଚନା ଖାଦ୍ୟ ବିଭାଗକୁ ଦେଇଥିଲେ । ଏହା ପରେ ଜଣା ପଡିଲା ଯେ ପାଣିପୁରୀ ବିକ୍ରେତା ଖଟା ପାଣିରେ ଟଏଲେଟ ପାଣି ମିସାଉ ଥିଲା ।
ଏହା ସହ ଯେଉଁ ପାଣିପୁରୀରେ ଆଳୁ ଦିଆ ଯାଉଛି ତାହାର ସ୍ଵାଦ ଏତେ ଭଲ ଆସିବାର କାରଣ ହେଉଛି ପାଣିପୁରୀ ବିକ୍ରେତା ମାନେ ଖରାପ ପାଣିରେ ଆଳୁ ସିଝାଇ ଏହାର ବ୍ୟବହାର କରୁଛନ୍ତି । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅହିତକାରକ ଅଟେ । ଏଥିରୁ ସ୍ପଷ୍ଟ ହେଉଛି କି ଲୋକ ମାନେ କିଛି ଟଙ୍କା ପାଇଁ ଏତେ ତଳକୁ ଖସି ଯାଉଛନ୍ତି ।
କିନ୍ତୁ କିଛି କ୍ଷେତ୍ରରେ ଏହା ଭୁଲ ମଧ୍ୟ ହୋଇପାରେ । ଏମିତି କିଛି ବିକ୍ରେତା ଅଛନ୍ତି ଯେ ସଫା ସୁତୁରା କରି ପାଣିପୁରୀ ତିଆରି କରିଥାନ୍ତି । ଯଦି ଆପଣ ମାନେ ଏମିତି କିଛି ଦୃଶ୍ୟ ଦେଖନ୍ତି ତେବେ ତୁରନ୍ତ ଏହାର ଭିଡିଓ କରି ଉପୋଭୋକ୍ତା ଅଧିକାରିଙ୍କୁ ସୂଚନା ଦିଅନ୍ତୁ । ଏମିତି କି ନିଜେ ମଧ୍ୟ ଏହାର ପ୍ରତିବାଦ କରନ୍ତୁ । ଏପରି କରି ପାରିଲେ ଅନେକ ଲୋକ ମାନଙ୍କର ଜୀବନ ରକ୍ଷା ହୋଇ ପାରିବ ।
ଏହା ସହ ଯେଉଁ ଲୋକ ମାନେ ଜାଣି ନାହାନ୍ତି ସେମାନଙ୍କୁ ମଧ୍ୟ ଏହା ବିଷୟରେ ଅବଗତ କରାନ୍ତୁ । ଏପରି କରିବା ଦ୍ଵାରା ଲୋକ ମାନେ କୌଣସି ବଡ ରୋଗର ଶିକାର ହେବାରୁ ବଞ୍ଚି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ।