ମାତ୍ର ଥରେ ଏହାର ବ୍ୟବହାର କରନ୍ତୁ ଉକୁଣୀ, ନିଖ ବା ଗଜି କେସରୁ ତୁରନ୍ତ ବାହାରି ଯିବେ

ବନ୍ଧୁଗଣ ଆଜିକାଲି ଯେଉଁ ଝିଅ ମାନେ ସ୍କୁଲ ବ କଲେଜ ଯାଆନ୍ତୁ ତାଙ୍କ ମୁଣ୍ଡ ରେ ଉକୁଣୀ ଭଳି ସମସ୍ଯା ଦେଖା ଯାଉଛି । ଯାହା ପାଇଁ କେତେକ ଝିଅ ମାନଙ୍କର କେଶ ଝଡିବା ସମସ୍ଯା ହେବା ସହ ମୁଣ୍ଡ ରେ ଘା ମଧ୍ୟ ହୋଇଯାଏ । ଏଥିପାଇଁ କିଛି କ୍ଷେତ୍ର ରେ ଉକୁଣୀ ଦୂର କରିବା ପାଇଁ ଅନେକ ପ୍ରକାରର ଶ୍ୟାମ୍ପୋ ବା ତେଲ ବ୍ୟବହାର କରିଥାନ୍ତି । କିନ୍ତୁ କୌଣସି ସୁଫଳ ମିଳେ ନାହି । ଆଜି ଆମେ ଆପଣ ମାନଙ୍କୁ ଉକୁଣୀ ଦୂର କରିବା ପାଇଁ ଘରୋଇ ରେମେଡି ବିଷୟରେ କହିବାକୁ ଯାଉଛୁ ।

ଏଥିପାଇଁ ପ୍ରଥମ ସାମଗ୍ରୀ ର ଆବଶ୍ୟକତା ରହିଛି ଦୁଦୁରା ପତ୍ର ସାଧାରଣ ଅନେକ ଲୋକ ମାନେ ଜାଣିଥିବେ । କାରଣ ପ୍ରଭୁ ଭୋଳାନାଥଙ୍କ ପ୍ରିୟ ହୋଇଥାଏ ଦୁଦୁରା ଗଛ ଯାହାର ଫୁଲ ତାଙ୍କ ପାଖରେ ଚଢା ଯାଇଥାଏ । ଏହା ବହୁ ପ୍ରସଦିହ ଗଛ ଅଟେ । ଅନେକ ଲୋକ ମାନେ ଦୁଦୁରା ଫୁଲର ଉପକାରିତା ବିଷୟରେ ଜାଣିଥିବେ । କିନ୍ତୁ ଦୁଦୁରା ପତ୍ର ର ଉପକାରିତା ବିଷୟରେ ଖୁବ କମ ଲୋକ ଜାଣିଥିବେ ।

ଏହାର ପ୍ରୟୋଗ କରି ମୁଣ୍ଡ ରୁ ଉକିଣି, ଗଜି ବା ନିଖ ଦୂର କରି ପାରିବେ । ଦୁଦୁରା ପତ୍ର ବହୁତ ସହଜରେ ଆଖ ପାଖରେ ମିଳିଯିବ । ପ୍ରଥମେ ଆପଣ କିଛି ଦୁଦୁରା ପତ୍ର ଆଣି ଏହାକୁ ପରିଷ୍କାର ଭାବେ ଧୋଇ ଦିଅନ୍ତୁ । ଏହା ପରେ ଏହାକୁ ବାଟି ଏହାର ରସ ବାହାର କରନ୍ତୁ । ୫ରୁ ୧୦ଟି ଦୁଦୁରା ପତ୍ର ନେଇ ଏହାର ରସ ବାହାର କରନ୍ତୁ । ଏହା ପରେ ଦୁଦୁର ପାତ୍ର ର ରସକୁ ଏକ ପାତ୍ର ରେ ଛାଣି ଦିଅନ୍ତୁ । ବହୁ ପୁରାତନ କାଳରୁ ଉକୁଣୀ ଦୂର କରିବା ପାଇଁ ଏହାର ବ୍ୟବହାର କରା ଯାଉଛି ।

ଆପଣ ଗାଧୋଇବାର ୩ ଘଣ୍ଟା ପୂର୍ବ ରୁ ଏହି ରସକୁ କେସ ରେ ଲଗାନ୍ତୁ । ଏହା ପରେ ଏହାକୁ ଏକ ଘଣ୍ଟା ଯାଏଁ ସେମିତି ରହିବାକୁ ଦିଅନ୍ତୁ । ରସ ମୁଣ୍ଡ ରେ ଭଲ ଭାବେ ସୁଖିବା ପରେ ଆପଣ କୌଣସି ଶ୍ୟାମ୍ପୋ ରେ କେଶ ଧୋଇ ପାରିବେ । କେବଳ ଥରେ ମାତ୍ର ଏହି ରେମଡି ର ବ୍ୟବହାର କରନ୍ତୁ ଦେଖିବେ ଉକୁଣୀ ବା ନିଖ ସମସ୍ଯା ତୁରନ୍ତ ଦୂର ହୋଇଯିବ ।

ଏହା ଏକ ଚମତ୍କାରୀ ଘରୋଇ ଉପଚାର ଅଟେ ଯାହା ଅଭୁ ପରୀକ୍ଷିତ ଅଟେ । ଏହାକୁ ସପ୍ତାହ କୁ ଦୁଇ ଥର ବ୍ୟବହାର କରି ପାରିବେ । ଏଥିରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଏ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *