ବାପା ହେଲେ ଓଡିଆ କାମେଡିଆନ (ୟୁଟୁବର) Kalia… ଶେୟାର କଲେ ନିଜ ଝିଅର ଫୋଟୋ ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ୟୁଟୁବ ସେନସର ତଥା ହାସ୍ୟ ଅଭିନେତା କାଳିଆ ଷଣ୍ଢଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ବହୁତ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପଡ଼ିଛନ୍ତି । ୟୁଟୁବ ଚ୍ଯାନେଲ ରେ ଲୋକ ମାନଙ୍କୁ ନିଜର କମେଡି ଦ୍ଵାରା ହସାଇବା ପାଇଁ କାଳିଆ ଷଣ୍ଡ ପରିଚିତ ଅଟନ୍ତି ।

ବର୍ତ୍ତମାନ ସୂଚନା ଅନୁସାରେ କାଳିଆ ଷଣ୍ଢ ଗୋଟେ କୁନି ଝିଅ ର ବାପା ହୋଇଛନ୍ତି ଯାହାକୁ ସେ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିହକନ୍ତି । ତାଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି ବୋଲି କାଳିଆ ଷଣ୍ଡ କହିଛନ୍ତି । ଝିଅ ହେବା ଖୁସିରେ ସେ ନିଜ ଫ୍ୟାନ୍ସ ମାନଙ୍କ ସହ ଶେୟାର କରିଛନ୍ତି ।

ସେ ଡେଜିଙ୍କୁ ଭଲ ପାଇ ୨୦୨୦ ରେ ପରସ୍ପର ସହ ବିବାହ ବନ୍ଧନ ରେ ବାନ୍ଧି ହୋଥିଲେ । ଗତ କାଲି ଡେଜି ଓ କାଳିଆ ଷଣ୍ଡଙ୍କର ଗୋଟେ କନ୍ୟା ସନ୍ତାନ ଜନ୍ମ ହୋଇଛି ଯାହାକୁ ସେ ନିଜ ସୋସିଲାଲ ଆକାଉଣ୍ଟ ରେ ଶେୟାର କରିଛନ୍ତି ।

ୟୁଟୁବ ଚ୍ଯାନେଲ ଶୁଟିଙ୍ଗ ସମୟରେ କାଳିଆ ଷଣ୍ଡ ଡେଜି ଙ୍କୁ ଭଲ ପାଇବା ପରେ ଅଙ୍କେ ଦିନ ଧରି ଡେଟ କରୁଥିଲେ । ଏହା ପରେ ଦୁହେଁ ପରସ୍ପର ସହ ୨୦୨୦ ରେ ବିବାହ କରିଛନ୍ତି । ବର୍ତ୍ତମାନ ଗୋଟେ କୁନି ଝିଅ ର ବାପା ଓ ମା ହୋଇଛନ୍ତି ଡେଜି ଓ କାଳିଆ ଷଣ୍ଡ । ବର୍ତ୍ତମାନ କାଳିଆ ଷଣ୍ଡ କିଛି ଗୀତ ଓ ଚଳଚ୍ଚିତ୍ର ରେ ନଜର ଆସୁଛନ୍ତି ।

ଏହାର କାରଣ ହେଉଛି ଦର୍ଶକ ମାନେ ତାଙ୍କର ଅଭିନୟ ସହ ତାଙ୍କର ସମସ୍ତ ଗୀତ କୁ ବେଶ ପସନ୍ଦ କରୁଛନ୍ତି । ସେ ବହୁତ ଖୁସ ମିଞ୍ଜାସ ରେ ସବୁ ଫିଲ୍ମ ଓ ଗୀତାରେ ନଜର ଆସୁଛନ୍ତି ଯାହା ପାଇଁ ତାଙ୍କର ଫ୍ୟାନ୍ସ ମାନେ ତାଙ୍କର ଗୀତ ଓ କମେଡି ଦେଖିବାକୁ ଆଗ୍ରହ ହେଉଛନ୍ତି ।

ତାଙ୍କର ବର୍ତ୍ତମାନ ଏକ ନୂଆ କମେଡି ରେ କାଳିଆ ଷଣ୍ଡ ନଜର ଆସୁଛନ୍ତି ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ ମଧ୍ୟ କରୁଛନ୍ତି । ଆଗକୁ କାଳିଆ ଷଣ୍ଡ ଏମିତି କମେଡି ଲୋକଙ୍କ ଆଗକୁ ଆଣନ୍ତୁ ବୋଲି ଆଶା କରା ଯାଉଛି । ଏହା ସହ ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ ଓ ତାଙ୍କ ଝିଅ ସହ ସେ ଭଲ ସମୟ ଅତିବାହିତ କରନ୍ତୁ ଏହା ଆଶା କରା ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା କାଳିଆ ଷଣ୍ଡଙ୍କର କମେଡି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *