Phone ର Full form କଣ? ଏହା ସହ ଆହୁରି 14ଟି ଶବ୍ଦର ଫୁଲ ଫର୍ମ ଜାଣିବା ପାଇଁ ଦେଖନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି । ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।

୧- NEWS ର ଫୁଲ ଫର୍ମ କଣ ?

ଉତ୍ତର- ନର୍ଥ ଇଷ୍ଟ ୱେଷ୍ଟ ସାଉଥ

୨- DATE ର ଫୁଲ ଫର୍ମ କଣ ?

ଉତ୍ତର- ଦିନ ଓ ସମୟ ବିବର୍ତ୍ତନ ବା day and time evolution

୩- SMILE ର ଫୁଲ ଫର୍ମ କଣ ?

ଉତ୍ତର- ଶ୍ଵିଟ ମେମୋରୀ ଇନ ଲୀପ ଏକ୍ସପ୍ରେସନ

୪- COLD ର ଫୁଲ ଫର୍ମ କଣ ?

ଉତ୍ତର- chronic obstructive lung disease

୫- JOKE ର ଫୁଲ ଫର୍ମ କଣ ?

ଉତ୍ତର- ଜଏ ଅଫ କିଡ୍ସ ଏନଟେର୍ନମେଣ୍ଟ

୬- AIM ର ଫୁଲ ଫର୍ମ କଣ ?

ଉତ୍ତର- ଆମ୍ବିସନ ଅଫ ମାଇଣ୍ଡ

୭- SIM ର ଫୁଲ ଫର୍ମ କଣ ?

ଉତ୍ତର- ସବସ୍କ୍ରାଇବର ଆଇଡେନଟି ବା ଆଇଡେନଟିଫିକେସନ ମୋଡ୍ୟୁଲ

୮- MOBILE ର ଫୁଲ ଫର୍ମ କଣ ?

ଉତ୍ତର- ମୋଡ଼ିଫାଏଡ ଅପେରସନ ବାଇଟ ଇଣ୍ଟିଗ୍ରେସନ ଲିମିଟେଡ ଏନର୍ଜି

୯- PHONE ର ଫୁଲ ଫର୍ମ କଣ ?

ଉତ୍ତର- ପର୍ଶନାଲ ହ୍ୟାଣ୍ଡସେଟ ଓଭର ନେଟୱର୍କ ଏକ୍ୟୁପମେଣ୍ଟ

୧୦- EAT ର ଫୁଲ ଫର୍ମ କଣ ?

ଉତ୍ତର- ଏନର୍ଜି ଆଣ୍ଡ ଟେଷ୍ଟ

୧୧- PEN ର ଫୁଲ ଫର୍ମ କଣ ?

ଉତ୍ତର- ପାୱାର ଏନଋଚ୍ଡ଼ ଇନ ନିବ

୧୨- TEA ର ଫୁଲ ଫର୍ମ କଣ ?

ଉତ୍ତର- ଟେଷ୍ଟ ଆଣ୍ଡ ଏନର୍ଜି ଆଡ୍ମିଟେଡ

୧୩- BYE ର ଫୁଲ ଫର୍ମ କଣ ?

ଉତ୍ତର- ବି ୱିଥ ୟୁ ଏଭରି ଟାଇମ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *