କୁମ୍ଭ ରାଶିର ବ୍ୟକ୍ତି ମାତ୍ର ଥରେ ଏହାକୁ ଦେଖନ୍ତୁ ଆପଣଙ୍କ ଜୀବନ ବଦଳିଯିବ- Jyotisha Shastra

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ରହିହି । ସେଥି ମଧ୍ୟରୁ କୁମ୍ଭ ରାଶି ହେଉଛି ୧୧ତମ ରାଶି । ଏମାନେ ସମସ୍ତଙ୍କ ପେକ୍ଷା ବିଶେଷ ଓ ଅଲଗା ହୋଇଥାନ୍ତି । ଏମାନଙ୍କ ଜୀବନରେ ଯେତେ ସମସ୍ୟା ଆସିଲେ ମଧ୍ୟ ସେମାନେ ଏହାର ସମାଧାନ କରିବାର କୌଶଳ ବେସ ଭଲ ଭାବେ ଜାଣିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ କୁମ୍ଭ ରାଶି ବିଷୟରେ ବିଶେଷ କଥା କହିବାକୁ ଯାଉଛୁ । କୁମ୍ଭ ରାଶିର ସ୍ଵାମୀ ହେଉଛନ୍ତି ଭଗବାନ ଶନି । ଭଗବାନ ଶନିଦେବଙ୍କର ଅଶେଷ କୃପା ଏମାନଙ୍କ ଉପରେ ରହିଥାଏ ।

ଏମାନଙ୍କ ଠାରେ କିଛି ଦୁର୍ବଳତା ରହିଥାଏ ଜହ ଏପାଇଁ ଅନେକ ସୁଯୋଗ ମାନେ ହରାଇଥାନ୍ତି । ଏପରି ସ୍ଥଳରେ ଆପଣ ବୁଝିବା ଦରକାର ଯାହା ଦ୍ଵାରା ଆପଣଙ୍କୁ ଭବିଷ୍ୟତରେ ଅନୁତାପ କରିବାକୁ ପଡିବ ନାହି । ଏମାନେ ଧନର କେୟାର କରନ୍ତି ନାହି ଓ ଧନ ସଞ୍ଚୟ କରନ୍ତି ନାହି । ଏଥିପାଇଁ ଆପଣଙ୍କୁ କିଛି ଉପାୟ କରିବା ଉଚିତ । ଏମାନେ କେବେ କେବେ ନିଶାଦ୍ରବ୍ୟ ସେବନ କରିଥାନ୍ତି । କିନ୍ତୁ ସବୁ କୁମ୍ଭ ରାଶିର ବ୍ୟକ୍ତି ଏପରି କରନ୍ତି ନାହିଁ ।

ଏହା ସହ ମାନେ ଆଳସୀ ପ୍ରକୃତିର ହୋଇଥାନ୍ତି ଅନେକ ସମୟରେ ଯାହା କାରଣରୁ ଏମାନଙ୍କ ପାଖରେ କେହି ମିତ୍ରା ନ ଥାନ୍ତି । ଏମାନେ ନିଜ ଲୋକଙ୍କ ଦ୍ଵାରା ଠକାମିର ଶିକାର ହୋଇଥାନ୍ତି । ଏମାନଙ୍କ ପାଖରେ ଜୀବନ ସାଥି ଭଲ ମିଳେ ନାହି । ତେଣୁ ନିଜ ଉପରେ ଭରସା ରଖି ଆଗକୁ ବଢିବା ଉଚିତ । ଆପଣ ଭଲ କାମ କରିଲେ ଶୁଭ ଫଳ ଓ ଖରାପ କାମ କରିଲେ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ । ଆପଣଙ୍କ କୁଣ୍ଡଳୀରେ ଶୁକ୍ର ଗ୍ରହ ଥିବାରୁ ଆପଣଙ୍କ ଜୀବନରେ ସମସ୍ୟା ଆସିଥାଏ ।

ଶୁକ୍ର ଗ୍ରହକୁ ପ୍ରସନ୍ନ କରିବା ପାଇଁ ସକାଳୁ ଜଲ୍ଦି ଉଠିବା ସହ ସପ୍ତାହକୁ ଥରେ ବ୍ରତ କରନ୍ତୁ । ଧନର ସମସ୍ଯା ଦୂର କରିବା ପାଇଁ ଦେବଗୁରୁ ବୃହସ୍ପତି ଙ୍କ ପୂଜା କରନ୍ତୁ । ଏଥିପାଇଁ ଆପଣ ସକାଳୁ ସ୍ନାନ କରିବା ପରେ କେସର ନିଜ ମଥାରେ ଲଗାନ୍ତୁ । ଏହି ତିଳକ ପ୍ରତି ଦିନ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବ । ଏହା ଆପଣଙ୍କ ପାଇଁ ବହୁତ ପ୍ରଭାବୀ ଉପାୟ ଅଟେ । ଗୁରୁବାର ଦିନ ହଳଦିଆ ଜିନିଷ ଠାରୁ ଆରମ୍ଭ କରି ଖାଦ୍ୟ ବା ବସ୍ତ୍ର ମନ୍ଦିର ରେ ଦାନ କରନ୍ତୁ ।

ଏହା ଦ୍ଵାରା ଶୁଭ ଫଳ ପ୍ରାପ୍ତ ହେବ । ଆପଣ ରୁଣ ଭାରରେ ବୁଡି ରହିଥିଲେ ଏହି ଉପାୟ କରିବା ଦ୍ଵାରା ମୁକ୍ତି ମିଳିଥାଏ । ସୋମବାର ଦିନ ଶିବଲିଙ୍ଗ ଉପରେ ଗଙ୍ଗା ଜଳ ଅର୍ପଣ କରନ୍ତୁ । ଧଳା ରୁମାଲ ସହ ଅରୁଆ ଚାଉଳ ରଖି ଏହାକୁ ବାନ୍ଧୁ ପୂଜା ଜାଗାରେ ରଖନ୍ତୁ । ଯେପରି ଚାଉଳ ଭଙ୍ଗା ନ ଥିବ ସେଥିପ୍ରତି ଧ୍ୟାନ ଦେବେ । ଏହା ଦ୍ଵାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ସହ ଧନର ଆଗମନ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *