ମୋ ଶ୍ୱଶୁର କହିଲେ ତୋର ସ୍ୱାମୀ ସହ ତ କିଛି ନାହିଁ, ମୋ ସହ… କାନ୍ଦି କାନ୍ଦି ମହିଳା ଜଣକ ଶ୍ଵଶୁରଙ୍କ ଉପରେ ଲଗାଇଲେ ଏଭଳି ଅଭିଯୋଗ କି ଶୁଣି ଆଶ୍ଚର୍ଜ୍ୟହ ହେବେ ଆପଣ, ଦେଖନ୍ତୁ Video

ପ୍ରତେକ ଘରେ କିଛି ନା କିଛି କଥାକୁ ନେଇକି ଆମେ ଝଗଡା ଆକରୀ ଥାଉ ସେ ସ୍ଵାମୀ ସତରେ ର ସମ୍ପର୍କ ହେଉ କିମ୍ବା ହେଉ ଶାଶୁ ବୋହୁ ସମ୍ପର୍କ । ତେବେ ଏହା ଏକ କାହାଣୀ ଏକ ମହିଳା ଙ୍କର ଯିଏ କି ନିଜର ସବୁ କିଛି ହରାଇବା ପରେ ନିଜ ଅଧିକାର ପାଇଁ ଲଢେଇ କରିବା ପାଇଁ ଆସିଛନ୍ତି । ଆଜି ଆମେ କହିବା ଆସନ୍ତୁ କି କିଭଳି ସେହି ମହିଳା ଜଣଙ୍କ ନିଜ ଘରେ ଅତ୍ୟାଚାର ହେଉ ଥିଲେ ଏକ ଶିକ୍ଷିତ ପରିବାର ଥାଇ ମଧ୍ୟ ଏହି ଭଳି କିଛି ହେବା ଖୁବ ଖରାପ କଥା ଅଟେ ।

ଆମେ ଆଜି କହିବା ପାଇଁ ଯାଉଛୁ କି ଏକ ମହିଳା ଯିଏ କି ଭଲ ପାଇକି ବିବାହ କରିଥିଲେ ମାତ୍ର ସେ ବିବାହ କରିବାର କିଛି ଦିନ ମଧ୍ୟରେ ତାଙ୍କ ସହ ଆରମ୍ଭ ହୋଇ ଯାଇ ଥିଲା ଅତ୍ୟାଚାର । ତେବେ କଣ ଥିଲା କାହାଣୀ । ମହିଳା ଜଣଙ୍କ ବିବାହ ଆଗରୁ ଭଲ ପାଉ ଥିଲେ ଏହା ଜାଣିବା ପରେ ମଧ୍ୟ କି ତାଙ୍କ ସ୍ଵାମୀ ଆଗରୁ ଆଉ ଜଣଙ୍କ ସହ ସମ୍ପର୍କ ରେ ଥିଲେ ।

ମାତ୍ର ସେ ନିଜ ସମ୍ପର୍କ କୁ ଠିକ କରିବା ପାଇଁ ଚାହୁଁ ଥିଲେ ଉଭୟ ଘରେ କହିକି ନିର୍ବନ୍ଧ କରାଇ ଦେଇ ଥିଲେ ଏହା ପରେ ସେ ଜାଣିବା ପାଇଁ ପାଇ ଥିଲେ ଏହା ଅପରେ ସେ ବିବାହ କରିବା ପାଇଁ ମନା କରି ଦେଇ ଥିଲେ କିନ୍ତୁ ତାଙ୍କଉ କରା ଯାଇଥିଲା ବାଧ୍ୟ ସ୍ଵାମୀ କହିଲେ ବିବାହ ନ କରିଲେ ତାଙ୍କ ପାଖରେ ଥିବା ଭିଡିଓ କୁ ଭାଇରାଲ କରି ଦେବେ ।

ଏହା ଜାଣିବା ପରେ ସେ ବିବାହ କରି ଥିଲେ ଏହା ଯାଇକି ସେ ନିଜ ଜା ଙ୍କୁ କହି ଥିଲେ ସେ ଏହାକୁ ଆହୁରି ବଡ କରି ଦେଇ ଥିଲେ ଯାହା ଦ୍ଵାରା ଏକ ଛାତ ତଳେ ଥାଇକି ମଧ୍ୟ ଉଭୟ ସ୍ଵାମୀ ସ୍ତ୍ରୀ ନିଜ ଠାରୁ ଦୂରେଇ ଯାଇ ଥିଲେ ଶୋଇବା ଘର ଅଲଗା ହୋଇ ଯାଇ ଥିଲା । ଏହା ପରେ ତାଙ୍କ ସହ ଶାରୀରିକ ଅତ୍ୟାଚାର ଆରମ୍ଭ ହୋଇ ଯାଇ ଥିଲା ।

ଝାଡୁରେ ମାରିବା କିମ୍ବା କିଛି କଷ୍ଟ ଦେବା ଭଳି କାମ ବଟାଇବା ଚାକିରି ଜାଗାକୁ ନଛାଡିବା ଆସି ଦର ଦେଖାଇ ଥିଲେ । ଏହା ସବୁ ଜାଣିକି ସେ ଚୁପ ରହିଲେ । ଏହା ପରେ ସେ ଜାଣିବା ପାଇଁ ପାଇଲେ କି ତାଙ୍କ ସ୍ଵାମୀ ଏବେ ଆହୁରି ଅନ୍ୟ ମହିଳାଙ୍କ ସହ ଗପିବା ପାଇଁ ଆରମ୍ଭ କରି ଦେଲେ ।

ଏହା ଦେଖିବା ପରେ ସ୍ତ୍ରୀ ଆହୁରି କଷ୍ଟ ଅନୁଭବ କରିଥିଲେ । ଏହା ପରେ ତାଙ୍କ ଶଶୁର ତାଙ୍କ ସହ ଅଭଦ୍ରାମି ଅକରିବା ଆରମ୍ଭ କରି ଦେଲେ ସେ ତାଙ୍କ ସହ ଅଶୀଳ ବ୍ୟବହାର ଅକରିବା ଆରମ୍ଭ କରି ଦେଲେ କହିଲେ ଯଦି ତୁମର ସ୍ଵାମୀ ସହ ସମ୍ପର୍କ ନାଇ ତେବେ 5 ଲକ୍ଷ ଟଙ୍କା ନେଇକି ମୋ ସହ ସମ୍ପର୍କ ରେ ରୁହ ଏହା ତାଙ୍କ ଆତ୍ମା କୁ ବାଧ୍ୟ ଥିଲା ।

ଯାହା ଦ୍ଵାରା ସେ ଆଉ ସେହି ଘରେ ରହିବା ପାଇଁ ଚାହିଁ ନଥିଲେ ଯାହା ପାଇଁ ସେ ଘର ଛାଡିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କୁ କୁହାଜୀ ଥିଲା କି ମ୍ୟୁଚୁଆଲ ଭାବେ ଛାଡପତ୍ର ଦେବା ପାଇଁ ନହେଲେ ସେ ତାଙ୍କ ସହ ଖରାପ ଅକରିବେ ଘରୁ କୁଆଡେ ଯିବା ପାଇଁ ଦେବବେଣୀ ବୋଲି ଧମକ ଦେଇ ଥିଲେ ।

Leave a Reply

Your email address will not be published. Required fields are marked *