ଦେଶର ଲକ୍ଷ ଲକ୍ଷ ଯୁବକଙ୍କର ସ୍ଵପ୍ନ ରହିଥାଏ ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ । ମାଟି ମାର ସେବା କରିବା ପାଇଁ । ସେନାର ବିଭିନ୍ନ ପଦବୀ ପ୍ରତିବର୍ଷ ବିଜ୍ଞପ୍ତି ବାହାରିଥାଏ । ପ୍ରତିବର୍ଷ ହଜାର ହଜାର ଯୁବକ ଚାକିରି ପାଇଁ ସେନାରେ ଭର୍ତ୍ତି ହେବା ସହ ଉଚ୍ଚ ପଦବୀ ପାଇଁ ପରୀକ୍ଷା ଦେଇଥାନ୍ତି । ନ୍ୟାସନାଲ ଡିଫେନସ ଏକଲାଡେମି, କମ୍ବାଇନ ଡିଫେନସ ସିଷ୍ଟମ ଓ CDS ସମେତ ଅନେକ ପରୀକ୍ଷା ଦେବାକୁ ପଡିଥାଏ । ଏବେ ଆର୍ମୀରେ ଥିବା ଉଚ୍ଚ ଅଧିକାରୀଙ୍କୁ ଅଧିକ ଦରମା ମିଳିଥାଏ । ଆସନ୍ତୁ ଜାଣିବା କେଉଁ ଉଚ୍ଚ ପଦବୀର ଅଧିକାରୀଙ୍କୁ କେତେ ଦରମା ମିଳିଥାଏ ।

ଆର୍ମୀ ଚିଫ ବା ଚିଫ ଅଫ ଡିଫେନସ ସିଷ୍ଟମଙ୍କ ଅମସିକ ଦରମା ୨ଲକ୍ଷ ୫୦ହଜାର ଟଙ୍କା ହୋଇଥାଏ । ଏହା ଛାଡ ସିଡିଏସଙ୍କୁ ଅନ୍ୟ ସୁବିଧ ମଧ୍ୟ ଦିଆ ଯାଇଥାଏ । ତାଙ୍କୁ ଦେଶର ସବୁଠାରୁ ପ୍ରତିଷ୍ଠିତ ପଦବୀ ଭାବେ ଗଣା ଯାଇଥାଏ । ଆର୍ମୀରେ ଜେନେରାଲ ପୋଷ୍ଟକୁ ଉଚ୍ଚ ପଦବି ପୋଷ୍ଟ ଭାବେ ଗଣାଯାଏ । ଜଣେ ଆର୍ମୀ ଜେନେରାଲଙ୍କ ଅମସିକ ଦରାମ ସିଡିଏସଙ୍କ ଦରମା ସହ ସମାନ ହୋଇଥାଏ ।
ସେହିପରି ଆର୍ମୀର ଲେଫଟିଲାନ ଜେନେରଲାଙ୍କ ମାସିକ ଦରମା ୧ ଲକ୍ଷ ୮୨ ହଜାର ଟଙ୍କା ହୋଇଥାଏ । ସମୟ ଅନୁସାରେ ଦରମା ବୃଦ୍ଧି ହୋଇଥାଏ । ମେଜର ଜେନେରାଲ ରିୟାକିଙ୍ଗ ର ଅଧୀକାରୀଙ୍କୁ ମାସକୁ ଲକ୍ଷେ ୪୪ ହଜାର ଟଙ୍କା ଦରମା ମିଳିଥାଏ । ଆର୍ମୀ ରେ ଭୃଗେଡିୟାର କ ପଦବୀକୁ ଉଚ୍ଚ ପଦବୀ ଭାବେ ଗଣନା କରାଯାଏ । ସିଡିଏସ ଙ୍କ ମାଧ୍ୟମରେ ଭୃଗେଡିୟାର ଙ୍କ ଚୟନ କରା ଯାଇଥାଏ ।

ସେମାନଙ୍କୁ ପ୍ରତି ମାସରେ ୧ ଲକ୍ଷ ୩୯ହଜାର ଟଙ୍କା ଦରମା ମିଳିଥାଏ । ସେହିପରି ଆର୍ମୀ ର କର୍ଣ୍ଣଲ ଙ୍କୁ ରାତି ମାସ ୧ଲକ୍ଷ ୩୦ ହଜାର ଟଙ୍କା ଦରମା ମିଳିଥାଏ । ଏହା ସହ କର୍ଣ୍ଣଲ ଙ୍କୁ ରହିବା ପାଇଁ କ୍ଵାଟର ଓ ଯାତାୟାତ କରିବା ପାଇଁ ଗାଡି ସହ ଅନ୍ଯାନ୍ଯ ସୁବିଧା ଯୋଗାଇ ଦିଆଯାଏ । ଆର୍ମୀ କର୍ଣ୍ଣଲ କୁ ଗାଡି ବା କ୍ଵାଟର ମିଳିଥାଏ ତାହା ନୁହେଁ ବରଂ ଅନ୍ୟ ଉଚ୍ଚ ପଦରେ ଥିବା ଅଫିସରଙ୍କୁ ଏହି ଅସୁବିଧା ମିଳିଥାଏ ।
ସ୍ବାଉଠାରୁ ବଡ କଥା ହେଉଛି ଏମାନେ ଦରମା ଅପେକ୍ଷା ନିଜର ଡିୟୁଟି କୁ ଅଧିକ ଭଲ ପାଇଥାନ୍ତି । ରାତି ମୂହୁର୍ତ୍ତ ରେ ଦେଶ ମାତୃକାର ରକ୍ଷା ପାଇଁ ଶତ୍ରୁ ସହ ଲଢିବାକୁ ପ୍ରସ୍ତୁତ ରହିଥାନ୍ତି । ଦରକାର ପଡିଲେ ଦେଶର ମାଟି ପାଇଁ ହଡି ହସି ଜୀବନ ମଧ୍ୟ ଦେଇଥାନ୍ତି । ସେଥିପାଇଁ ଆଜି ଆମ ଦେଶ ଇଣ୍ଡିଆନ ଆର୍ମୀ କୁ ନେଇ ଗର୍ବ କରୁଛି ।

ବନ୍ଧୁଗଣ ଆପଣ ମାନଙ୍କର ଆମ ଭାରତୀୟ ସେନା ମାନଙ୍କ ବିଷୟରେ ଧାରଣ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
