‘ଦୁଇ ପୁଅ ଗୋଟେ ଝିଅ ଆସିଲେ OYOରେ ଏଣ୍ଟ୍ରି ଦେଉନା, କିନ୍ତୁ ସେମାନେ ଯଦି…’ OYO ରୁମ ର ସବୁ ସିକ୍ରେଟ ଖୋଲି କହିଦେଲେ ଏହି OYO କର୍ମଚାରୀ, ଦେଖନ୍ତୁ Video

ଆଜି ଆମେ କହିବା କି ବିବାହ ଅକରିବା ଶାରୀରିକ ସମ୍ପର୍କ ରଖିବା ପାଇଁ ସମାଜ ଆମକୁ ଅନୁମତି ଦେଇ ଥାଏ । ମାତ୍ର ଯଦି ଦେଖିବା ଆମ ସମାଜ ମଧ୍ୟ ପାଶ୍ଚାତ୍ୟ ସମାଜ କୁ ଆପଣେଇ ନେବାରେ ଖୁବ ଆଗରେ ଅଛି । ଏହା ଏବେ ଖୁବ ଫସନ ହୋଇ ଗଲାଣି କି ହୋଟେଲ ଯାଇକି ଖାଇ ପିକି ଭଲ ସମୟ ବିତାଇବା ପାଇଁ ପରସ୍ପର ଖୁବ ଭଲ ପାଉ ଛନ୍ତି ଏହା କେବଳ ପୁଅ ଙ୍କ କ୍ଷେତ୍ର ରେ ହେଉଛି ତାହା ନୁହେଁ ଏହା ଝିଅ ମାନଙ୍କ କ୍ଷେତ୍ର ରେ ମଧ୍ୟ ଦେଖା ଯାଇ ଥାଏ ।

ଆଜି ଆମେ କହିବା କି ବଲାଙ୍ଗୀର ଠାରେ ଏକ ଝିଅ ର ମୃତ୍ୟୁ କୁ ନେଇକି ଏବେ କିଛି ସୂଚନା କାରୀ ମାନେ ଓ ମିଡିଆ ର ଲୋକମାନେ ଓୟୋ କୁ ଯାଇକି ସେଠାକାର ଏକ ଷ୍ଟାଫ କୁ ପଚରା ଉଚରା କରି ଥିଲେ । କହି ଥିଲେ କି କଣ ଆସୁ ବିଧା ହେଉଛି କେଉଁ ଭଳି ଗ୍ରାହାକ ଓୟୋ ଏଠାରେ ଚାହେଁ ।

ଏହାର ଉତ୍ତର ଦେଇକି ଷ୍ଟାଫ ଜଣଙ୍କ କହି ଛନ୍ତି କି ହୋଟେଲ ଯେଉଁ ଭଳି ଭାବେ ଗ୍ରାହକ ପାଇଁ ସୁବିଧା ଥାଏ ଆମେ ତାକୁ ଯୋଗାଇ ଦେଇ ଥାଉ ମାତ୍ର ଏହାର ମାତ୍ର ଏହା ନୁହେଁ କି ଆମେ ସାନ ପିଲା ଙ୍କୁ ବିନା ଯାଞ୍ଚ କରିକି ପଠାଇ ଦେଇ ଥାଉ ।

ଆମେ ପ୍ରଥମେ ଦେଖୁ କି ଏମାନେ କପୁଲ କି ନାଇ ଏହା ପରେ ଆମେ ତାଙ୍କ ପରିଚୟ ପତ୍ର ଦେଖି ଥାଉ । ଏମିତି କିଛି କଥାକୁ ପ୍ରଶୟ ଦେଉନା ଯାହା ଦ୍ଵାରା ଆମେ ଅସୁବିଧାରେ ପଡିବା । ଆମେ କେବେହେଲେ ଦୁଇ ଟି ପୁଅ ଓ ଗୋଟେ ଝିଅ କୁ ଅନୁମତି ଦେଇନୁ ।

ଯଦି ପରିବାର ଲୋକମାନେ ଆସିଛନ୍ତି ତେବେ ଯାଇକି ଆମେ ତାଙ୍କୁ ଅନୁମତି ଦେଇ ଥାଉ ସାଙ୍ଗମାନେ ଆସିଲେ ଅମଧ୍ୟ ଆମେ ରାମ କଥା କହି ନଥାଉ ଏହା ସହ ଯଦି କେହି ଦେଖା କରିବା ପାଇଁ ଆସିଛି ଓ ସେ ରକ୍ତ ସମ୍ପର୍କୀୟ ନୁହଁନ୍ତି ତେବେ ତାଙ୍କୁ ଅନୁମତି ନଥାଏ ।

କେହି ବାହର ଲ୍ଲୋକ ଯଦି ଦେଖା କରିବା ପାଇଁ କହି ଥାଏ ତେବେ ମଧ୍ୟ ଆମେ ମନା କରି ଥାଉ । ଏହା ଆମର ହୋଟେଲ ରେ ଏସବୁ ପ୍ରତି ଖୁବ ଦାଇତ୍ଵବାନ ଅଟୁ । ଆମେ ଯଦି କାହର ଅତି ନିକଟ ଲୋକ କିମ୍ବା ବନ୍ଧୁ ଙ୍କୁ ଦେଖୁ ତେବେ ଆମେ ତାଙ୍କୁ ରିଷେପ୍ସନ ରେ ଦେଖା କରେଇ ଥାଉ ।

ମାତ୍ର ରାମ ନମ୍ବର କହିବା କିମ୍ବା ରାମ ଭିତରକୁ ଛାଡିବା ପୁରା ପୁରୀ ଭାବେ ମନା ଥାଏ । ଯଦି କପୁଲ ଆସୁଛନ୍ତି ତେବେ କିଛି ଅସୁବିଧା ଭୋଗ ନକରନ୍ତୁ ସେୟା ଧ୍ୟାନ ଦେଉ । କୋଭିଡ଼ ନିୟମ ମଧ୍ୟ ଆମେ ପାଳନ କରିଥାଉ ।

Leave a Reply

Your email address will not be published. Required fields are marked *