ଏ ମଦ ଲୋକେ ପିଇଲେ ବଞ୍ଚିବେ ତ ? ଦେଖନ୍ତୁ Video କେମିତି ବନା ହେଉଛି ଦେଶୀମଦ

କେନ୍ଦ୍ରାଞ୍ଚଳ ର ଗୋଇନ୍ଦା ବିଭାଗ ସହ ଭୁବନେଶ୍ବର ର ଅବକାରୀ ବିଭାଗ ପକ୍ଷରୁ । ରେଡ ଚାଲିଛି ସାଲେସାଇ ବସ୍ତିରେ ଏବେ ରେଡ ହୋଇଛି । ଏହି ଜାଗାରେ ପରବଳ ମାତ୍ରାରେ ଦେଶୀ ମଦ ତିଆରି କରା ଯାଉଥିଲା । ଏହି ଜାଗାରେ 5 ଜଣ ଲୋକ ଗିରଫ ହୋଇ ସାରିଛନ୍ତି । ଆପଣ ଜାଣି ଥିବେ କି ଏହା ଆମ ପାଇଁ ବେଆଇନ ଅଟେ । ମଦ କୁ ମାଟି ତଳେ ବ୍ୟାରେଲ ବ୍ୟାରେଲ ମଦ କୁ ପୋତି ଦିଆ ଯାଇଛି ।

ଏହାକୁ ପ୍ରସ୍ତିତ କରିବା ପରେ କାଳେ ଏହା ଲୋକ ସମାନଙ୍କୁ ଆସିଯିବ ସେଇ ପାଇଁ ଏହାକୁ ମାଟିରେ ପୋତି ଦିଆ ଯାଇଛି । ଏହାକୁ ଖୋଲିକି ବାହାର କରାଯାଇଛି । ହାତ ତିଆରି ମଦ ତିଆରି ଚାଲୁ ଥିଲା ଅନେକ ଦିନ ଧରି । ଗୁପ୍ତ ସୂଚନା ଅନୁସାରେ ପୋଲିସ ଯାଇକି ସେଠାରେ ଚଢାଉ କରିଥିଲା ।

ମଦ କୁ ଭାତିରେ ତିଆରି କରା ଯାଉଥିଲା ତେଲ ଡବାରେ ଏହାକୁ ଫୁଲ କରିକି ଏହାକୁ ସେମାନେ ମାଟି ତଳ ରଖୁଥିଲେ ଏହା ଦେଖିବା ପାଇଁ ଖୁବ ଖାତରନାକ ଓ ଜୀବାଣୁ ଯୁକତ ଦେଖା ଯାଉଛି । ଏହାକୁ ପିଉ ଥିବା ଗ୍ରାହକ ମାନଙ୍କ ଅବସ୍ଥା କଣ ହେଉ ଥିବ ଏହା ଦେଖିକି ଅନୁମାନ କରା ଯାଉଛି । ମଦ ରେ ଫେଣ ଭାରି ଆସିବା ପରେଅମଧ୍ୟ ଏହାକୁ ରଖା ଯାଇଛି ।

ତାକି ଏହାକୁ ବିକ୍ରି କରାଯିବ । ଏହା କୁ ଆମେ ବିଶ ମଧ୍ୟ କହି ପାରିବା । ଗୁଡ ହାଣ୍ଡି ଏଠାରେ ରଖା ଯାଇଛି ଏହାକୁ ପଚାଇକି ଏହା ମଧ୍ୟରୁ ମଦ ତିଆରି ହେଉ ଥିଲା । ଏବେ ଅବକାରୀ ବିଭାଗ ଏହାକୁ ଜବତ ଅକରିକି ଏହାକୁ ନଷ୍ଟ କରୁଛନ୍ତି । ଯାହା ଦ୍ଵାରା ଏହା ଆଉ କେଉଁ ଜାଗାକୁ ନ ଯାଇ ପାରୁ ।

ଅବକାରୀ ବିଭାଗ କହି ଛନ୍ତି କି ଏହାକୁ ବହୁତ ଖରାପ ଭାବେ ଏହାକାଉ ରକ୍ଷା ଯାଇଛି ଏହି ଜାଗାରେ ଅନେକ ପ୍ରକାର ରାସାୟନିକ ପଦାର୍ଥ ମିଶାଇକି ଏହାକାଉ ରୋଷେଇ ଅକରୁଛନ୍ତି ଏହି ଜାଗା ଏତେ ଭଲ ଜାଗା ନୁହେନେ ହି ଜାଗାରେ ଘୁଷୁରି ମଧ୍ୟ ଚରୁ ଛନ୍ତି ଏହା ଏତେ ଖରାପ ଜାଗାକି ଏହି ଜାଗାରେ ଥିବା ଖାଦ୍ୟକୁ ଗ୍ରହଣ କରିବା ଦ୍ଵାରା ଏହା ଆମକୁ ନଷ୍ଟକ ରି ଦେବ ।

ଅନେକ ପ୍ରକାର ଜୀବାଣୁ ଆମ ଶରୀର କୁ ଯାଇକି ଅନେକ ପ୍ରକାର ବେମାରି ଆରମଭ କରି ଦେବ ଏହା । ଡ଼ିଏସସି ଆସିକି ଏହାକୁ କହି ପାରିବେ କି ଏହା କେଉଁ ଭାବେ ତିଆରି ହୋଇ ଥାଏ । ତେବେ ପୋଲିସ କହିବା ଅନୁସସାରେ ଅଭି ଯାଏ 5 ଜଣ ଙ୍କୁ ସେମାନେ ଗିରଫ କରିଛନ୍ତି ।

ଆଉ ବ୍ୟକ୍ତି ଭି ସାମିଲ ରହି ପାରନ୍ତି ଏହାର କିଛି ପ୍ରମାଣ ନାଇ । 8000 ଲିଟର ମଦ ଅଭି ଯାଏ ସେମାନେ ନଷ୍ଟ କରି ସାରିଲେଣି । ଚାଉଳ ପୋଚ, ଗୁଡ ପୋଚ କୁ ମଧ୍ୟ ଜବତ କରି ସାରିଲେଣି । ଏହା ଶହ ସେମାନେ 500 ଲିଟର ମଦ ମଧ୍ୟ ଜବତ ହୋଇଛି ।

Leave a Reply

Your email address will not be published. Required fields are marked *