କାନ ଭିତରେ ମୁଣ୍ଡ କାଢି ପାଟି ଆଁ କରି ଫଁ ଦେଖାଉଛି ସାପ… ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସୋସିଆଲ ମିଡିଆରେ ବ୍ୟଭର ବହୁଳ ମାତ୍ରା ରେ ହେଉଛି । ଯାହା ପାଇଁ ଲୋକେ ଘରେ ବସି ଦେଶ ଦୁନିଆରେ ଘଟୁଥିବା ଘଟଣା ଦୁର୍ଘଟଣା ସମ୍ପର୍କରେ ବେଶ ଭଲ ଭାବେ ଜାଣି ପାରୁଛନ୍ତି । ତେବେ ଏମିତି କିଛି ଘଟଣା ଘଟୁଛି ଯାହାକୁ ଦେଖିଲେ ବ ଶୁଣିଲେ ଆପଣ ମାନେ ବି ସ୍ତବ୍ଧ ହୋଇ ରହିଯିବେ । ତେବେ ଆଜିର ସମୟରେ ସୋସିଆଲ ମିଡିଆରେ ଅନେକ ମାତ୍ରା ରେ ଭାଇରାଲ ଭିଡିଓ ଦେଖା ଯାଉଛି ଯାହାକୁ ନେଇ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ଆଉ କେହି କେହି କହୁଛନ୍ତି ସତରେ ଏମିତି ଘଟଣା ଘଟିପାରେ ।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଅବିଶ୍ଵସନୀୟ ଘଟଣା ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭାଇରାଲ ହେଉଥିବା ଭିଡିଓରେ ଏକ ମହିଳାଙ୍କ କାନରେ ସାପ ପଶି ଯାଇଛି । ସାପଟି ବହୁତ ଛୋଟ ଅଛି ଆଉ ମହିଳାଙ୍କ କାନ କଣାରୁ ବାହାରି ଆଁ କରିଛି ଯାହା ଦେଖିଲେ । ଏହି ଘଟଣା ଟି ହୁଏ ତ ପ୍ରଥମ ଥର ଦେଖିବାକୁ ମିଳିଛି । ତେବେ ସାପଟି ଏକ ଭିନ୍ନ ଧରଣର ହୋଇଥିବା ବେଳେ କେମିତି ସେ କାନ ଭିତରେ ପଶିଲା ତାହା ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ ।

କାନର ଏତେ ଛୋଟ କଣା ଭିତରେ ସାପ କେମିତି ପଶିଲା ତାକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ତେବେ ସାପଟି ମହିଳାଙ୍କ କାନ ଭିତରେ ପଶିବା ପରେ ମହିଳା ଡାକ୍ତରଙ୍କ ପାଖକୁ ଯାଇଥିଲେ । ସାପ ସାଧାରଣ ଗାତ ଭିତରେ ପଶି ଥାଏ ହେଲେ ଏଠାରେ ସାପଟି କାନ ଭିତରେ ପଶି ଯାଇଛି । ବିଶ୍ଵାସ ହେଉ ନଥିବା ଏହି ଦୃଶ୍ୟଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସାପଟି କାନରୁ କାଢିବା ପାଇଁ ପ୍ରୟାସ ଚଳାଇ ଛନ୍ତି ଡାକ୍ତର । ଫୁରସେଭ ଜରିଆରେ ସାପକୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି ଡାକ୍ତର ।

ତେବେ ସାପ ର ମୁହଁ କେବଳ ଦେଖା ଯାଉଛି ଆଉ ସେ ଆଁ କରି କେମିତି ଅନାଇଛି ତାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ମହିଳା ଜଣକ ସାପ କୁ ବାହାର କରିବା ପାଇଁ ଡାକ୍ତରଙ୍କ ପାଖକୁ ଯାଇଛନ୍ତି ଆଉ ଡାକ୍ତର ମଧ୍ୟ କିପରି ସାପ କୁ ବାହାର କରିବାକୁ ପ୍ରୟାସ କରୁଛନ୍ତି ତାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

ତେବେ ସାପର ଲମ୍ବ କେତେ ଜଣା ପଡୁ ନାହି କାରଣ କାନ ଭିତରେ ଥିବା ଛୋଟ କଣାରେ ସାପ ଟି କେମିତି ସଂପୂର୍ଣ୍ଣ ପଶି ପାରିବ ତାହା ବିଶ୍ଵାସ କରି ହେଉ ନାହି । ଏବେ ସୋସିଆଲ ମିଡିଆରେ ବେଶ କ୍ଷିପ୍ର ଗତିରେ ଭାଇରାଲ ହେଉଥିବା ଏହି ଭିଡିଓ ଟି କେଉଁଠି ଆସିଛି ଓ ଏହାର ସତ୍ୟତା କେତେ ତାହା ଜଣା ପଡି ନାହି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *