ବନ୍ଧୁଗଣ ହତ୍ୟା କରିବା ଓ ଆତ୍ମହତ୍ୟା ପାଇଁ ପ୍ରେରିତ କରିବା ଆଇନ ପାଇଁ ସମାନ ଅଟେ । ଜଣଙ୍କୁ ମାନସିକ ନିର୍ଯ୍ୟାତନା ଦେଇ ଆତ୍ମହତ୍ୟା କରିବା ପାଇଁ ଉଶକେଇବା ଉଭୟ ସମାନ ଅପରାଧ । ତେବେ ବର୍ତ୍ତମାନ ସୁଦ୍ଧା ସୁଶାନ୍ତ ସିଂ ରାଜପୁତ, ACF ସୋମ୍ୟରଞ୍ଜନ ମହାପାତ୍ର ଓ ଆଉ ଏବେ ସୋମ୍ୟ ପାଣିଗ୍ରାହୀଙ୍କ ମୃତ୍ୟୁ ମାମଲାରେ ଲୋକେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି । କଣ ପୂର୍ବ ଦୁଇଟି କେସ ଭଳି ସୋମ୍ୟ ପାଣିଗ୍ରାହୀଙ୍କ ମାମଲା ସେମିତି ଚାପି ହୋଇ ରହିଯିବ ନାଁ ତାଙ୍କୁ ନ୍ୟାୟ ମିଳିବ ।
ଘଟଣା ଘଟିବାର ୨୪ ଘଣ୍ଟା ବୀତି ଗଲାଣି । କିନ୍ତୁ ଏ ଯାଏଁ କୌଣସି କାର୍ଜ୍ଯନୁଷ୍ଠାନ ନିଆଯାଇ ନାହି । ସୋମ୍ୟ ତାଙ୍କ ସୁସାଇଟ ନୋଟରେ ଲେଖିଛନ୍ତି ତାଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକା ସୋନାଲି ଦାୟୀ । କିନ୍ତୁ ପୋଲିସ କଣ ପାଇଁ କୌଣସି ତଦନ୍ତ ଆରମ୍ଭ କରିନାହି । ସୁଶାନ୍ତ ସିଂଙ୍କ ମାମଲା ଦେଖିବାକୁ ଗଲେ ତାଙ୍କର ମୃତ ଶରୀର ମିଳିଥିଲା ତାଙ୍କର ବ୍ୟାଣ୍ଡରା ଆପାର୍ଟମେଣ୍ଟରୁ ୧୪ ଜୁନ ୨୦୨୦ରେ ।
ଏହା ପରେ ସନ୍ଦେହ ଘେରକୁ ଆସିଥିଲେ ସୁଶାନ୍ତଙ୍କ ପ୍ରେମିକା ରେହା ଚକ୍ରବର୍ତ୍ତୀ । ରେହାକୁ NCB ଓ କ୍ରାଇମବ୍ରାଞ୍ଚ ତରଫରୁ ଜେରା କରାଯାଇଥିଲା । ରେହା ଜେଲରେ ୧ମାସ ରହିବା ପରେ ବେଳରେ ଆସିଥିଲେ । ସୁଶାନ୍ତଙ୍କୁ ନ୍ୟାୟ ମିଳି ନ ଥିବା କଥା ସୁଶାନ୍ତଙ୍କ ଭଉଣୀ ଶ୍ଵେତା ଗଣ ମାଧ୍ୟମରେ ପ୍ରକାଶ କରିଥିଲେ ।
ରେହା ଚକ୍ରବର୍ତ୍ତୀଙ୍କର ସୁସନତଙ୍କ ମୃତ୍ୟୁରେ ହାତ ଥିଲା ବୋଲି ପ୍ରମାଣ ହେଉଛି ସେ ସୁଶାନ୍ତଙ୍କୁ ତାଙ୍କ ପରିବାର ଠାରୁ ଦୂରେଇ ରଖିଥିଲେ । ଏମିତି ଡାକ୍ତରଙ୍କ ପରାମର୍ଶ କ୍ରମେ ଅଲଗା ଔଷଧ ଦେବା ସହ ପରିବାର ସହ କଥାବାର୍ତ୍ତା କରାଉ ନ ଥିଲେ ।
ଅନ୍ୟ ପକ୍ଷ୍ୟରେ ଏସିଏଫ ସୋମ୍ୟରଞ୍ଜନାଙ୍କ ଦେହରେ ଯେତେବେଳେ ନିଆଁ ଲାଗିଥିଲା ସେହି ସମୟରେ ତାଙ୍କ ସ୍ତ୍ରୀ ବିଦ୍ୟା ଭାରତୀ ନିଆଁ ନ ଲିଭାଇ ଏହାର ମଜା ନେଉଥିଲେ । ବିଦ୍ୟା ଭାରତୀଙ୍କୁ କ୍ରାଇମବ୍ରାଞ୍ଚ ତରଫରୁ ଜେରା କରିବା ପରେ ଅନେକ ତଥ୍ୟ ସାମନାକୁ ଆସିଥିଲା । ବିଦ୍ୟାଙ୍କୁ ୩୦୪-A ଓ ୨୮୫ ଆପିସି ଧାରାରେ ଚୁକ୍ତି କରାଯାଇଥିଲା ।
ଏଥିରେ ସର୍ବକାଳିନ ୨ ବର୍ଷ ଜେଲ ଦଣ୍ଡ ରହିଛି । କିନ୍ତୁ ଏ ଯାଏଁ ବିଦ୍ୟାଙ୍କ ବିରୁଦ୍ଧରେ କୌଣସି କାର୍ଜ୍ଯନୁଷ୍ଠାନ ନିଆଯାଇ ନାହି । ବର୍ତ୍ତମାନ ସୋମ୍ୟ ପାଣିଗ୍ରାହୀଙ୍କ ମୃତ୍ୟୁ ମାମଲାରେ ସୋନାଲିଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନିଆଯାଇ ନାହି । କାରଣ ତାଙ୍କ ଦେହ ଖରାପ ଅଛି ବୋଲି କହିଛନ୍ତି ସୋନାଲିଙ୍କ ବାପା । ତେବେ ଏହି ୩ଜଣଙ୍କ ସନ୍ଦେହ ଜନକ ମୃତ୍ୟୁରେ ତାଙ୍କ ପ୍ରେମିକା, ସ୍ତ୍ରୀ ସାମନାକୁ ଆସିଥିଲେ ।
ଏବେ ଯାଏଁ ସୁସାତ ସିଂ, ଏସିଏଫ ସୋମ୍ୟରଞ୍ଜନଙ୍କ ପରିବାରକୁ ନ୍ୟାୟ ନ ମିଳିଥିବା ବେଳେ ଏବେ ସୋମ୍ୟ ପାଣିଗ୍ରାହୀଙ୍କ ପରିବାରକୁ ନ୍ୟାୟ ମିଳିନାହି । ସେମାନେ ସବୁ ଏବେ ନ୍ୟାୟର ଅପେକ୍ଷାରେ ଅଛନ୍ତି । କଣ ଭାରତୀୟ ଆଇନ ବ୍ୟବସ୍ଥା ଏମାନଙ୍କୁ ନ୍ୟାୟ ଦେଇପାରିବ । ସମୟ ଗଡି ଯାଉଛି କିନ୍ତୁ କୌଣସି ନ୍ୟାୟ ମିଳୁନାହି ।
ବନ୍ଧୁଗଣ ଆପଣଙ୍କର ଏହି ୩ଜଣଙ୍କ ମୃତ୍ୟୁ ମାମଲାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।