କନ୍ଧମାଳ ପୁଅ ମଳୟାଲାମ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଚେଇଲେ ଧମାଲ

ସିନେମା ଏକ ଏମିତିକା ଜଗତ ଯେଉଁଠାରେ ଲୋକ ଗୋଟେ ଛୋଟ ଅଭିନୟ ଭଲ କଲେ ବଡ ବଡ କାମ ପାଇଥାନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ସେହି ଛୋଟ ଅଭିନୟ ପାଇଁ ତାଙ୍କଲୁ କେତେ କଷ୍ଟ କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣ ମାନନଙ୍କ ମଧ୍ୟରୁ ବହୁତ କମ ଲୋକ ଜାଣିଥିବେ । ମଳୟାଲାମ ଆଉ ତେଲୁଗୁ ଫିଲ୍ମ ଆପଣ ମାନେ ବହୁତ ଦେଖିଥିବେ କାହିଙ୍କିନା ତାଙ୍କ କାହାଣୀ ବହୁତ ଭଲ ହୋଇଥାଏ ଆଉ ତାଙ୍କ କାହାଣୀ ପାଇଁ ଫିଲ୍ମ ସୁପର ହିଟ ହୋଇଥାଏ ।

ତେବେ ଓଡିଶାର କନ୍ଧମାଳ ଜାଗା ଆପଣ ମାନେ ଜାଣିଥିବେ ଏହି ଜାଗାର ଗୋଟେ ପୁଅ ଯାହାଙ୍କ ନାମ ରାଯ କୁମାର ନାୟକ ଅଟେ ସେ ମଳୟାଲାମ ଫିଲ୍ମ ର ବହୁତ ବଡ ସୁପର ଷ୍ଟାର ହୋଇଛନ୍ତି ତାନ ଗୋଟେ ଫିଲ୍ମ ଅସ୍କର ପାଇଁ ମଧ୍ୟ ଯାଇଛି । ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ କନ୍ଧମାଳ ଜାଗାର ଏହି ପୁଅ ବହୁତ ଗରିବ ଘରେ ଜନ୍ମ ହୋଇଥିଲେ । ଘରେ ଖାଇବା ପାଇଁ ମଧ୍ୟ ମିଳୁ ନଥିଲା ପାଠ ପଢିବା ବୟସରେ କଲେଜ ଆଡ୍ମିସନ କରି ପାରିଲେ ନାହିଁ କାହିଙ୍କିନା ତାଙ୍କ ପାଖରେ ଟଙ୍କା ନଥିଲା ।

ଇଛା ନଥିଲେ ମଧ୍ୟ ବହୁତ କମ ବୟସରେ ଘର ଦ୍ଵାରା ଛାଡି କେରଳରେ ରୋଜଗାର କରିବା ପାଇଁ ଯାଇଥିଲେ ଯାହା ପରେ ତାଙ୍କୁ କିଛି କାମ ମିଳିଲା ନାହିଁ ଅନ୍ତିମରେ ଗୋଟେ ହୋଟେଲରେ ଅଇଁଠା ବାସନ ଢୋଇବା କାମ ମିଳିଲା ରାଜ କୁମାର ଶେଠୀ ମନ ଦେଇ କାମ କଲେ କିଛି ମାସ ଭିତରେ ସେ ସବୁ ପ୍ରକାର ରୋଷେଇ କରିବା ଶିଖି ଗଲେ ତାଙ୍କୁ ଜିମ ଯିବାର ବହୁତ ସୌକ ଥିଲା ଯାହା ପରେ ସେ ଜିମ ଯିବା ଆରମ୍ଭ କଲେ ତାଙ୍କ କୋଚ ତାଙ୍କୁ ବହୁତ ସାହାଜ୍ଯ କରିଛନ୍ତି, ସେ ରାଜ କୁମାରଙ୍କୁ କହିଲେ ମୋର ଗୋଟେ ଡାଇରେକ୍ଟର ଚିହ୍ନା ଅଛି ତା ପାଖରେ ରୋଷେଇ କାମ କରିବୁ କି ?

ରାଜ କୁମାର ସାଙ୍ଗେ ସାଙ୍ଗେ ମାନି ଗଲେ ଆଉ ଡାଇରେକ୍ଟର ବାବୁଙ୍କ ସହ କାମ କଲେ ଏହା ପରେ ଗୋଟେ ଦିନ ଡାଇରେକ୍ଟର ବାବୁ ରାଜ କୁମାରଙ୍କୁ ପଚାରିଲେ ଅଭିନୟ କରି ଆସିବ । ରାଜ କୁମାର କହିଲେ କେବେ କରି ନାହିଁ କିନ୍ତୁ କରି ପାରିବି ଆଉ ଡାଇରେକ୍ଟର ତାଙ୍କୁ ଗୋଟେ ବଡ ଫିଲ୍ମରେ ଛୋଟ ରୋଲ ଦେଲେ ରାଜ କୁମାର ବହୁତ ଭଲ ଅଭିନୟ କଲେ ଯାହା ପରେ ତାଙ୍କୁ ଅଫର ଆସିଲା ଆଉ ବର୍ତମାନ ସେ ୬ ଟି ଫିଲମରେ ମୁଖ୍ୟ ଅଭିନେତା ଭଳି କାମ କରିଛନ୍ତି ଆଉ ଆଗକୁ ଓଡିଶା ସିନେମାରେ କାମ କରିବା ପାଇଁ ଇଛା ରଖନ୍ତି ।

Leave a Reply

Your email address will not be published. Required fields are marked *