ସୁଶାନ୍ତଙ୍କ ମୃତ୍ୟୁ କେସ ଉପରେ କଙ୍ଗନାଙ୍କ ବଡ ବୟାନ, କହିଲେ ” ଯଦି ମୁଁ ପ୍ରମାଣ…”

କଙ୍ଗନା ରଣାବତ ଏବଂ ବହୁତ ବଲୀଉଡ ଅଭିନେତା ଅଭିନେତ୍ରୀ ଯିଏ ବାହାରୁ ଆସି ଫିଲ୍ମ କରୁଛନ୍ତି ତାଙ୍କ ସହ ଅଲଗା ପ୍ରକାର ବ୍ୟବହାର କରା ଯାଉଛି ଏବଂ ସେ ମାନଙ୍କୁ ତାଙ୍କ ଅଭିନୟ ଏବଂ ତାଙ୍କ ଅନୁଯାଇ ଫିଲ୍ମ ମଧ୍ୟ ତାଙ୍କୁ ପ୍ରାପ୍ତ ହେଉ ନାହିଁ । ତେବେ ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ଖବର ସମସ୍ତେ ପାଇଥିଲେ ଯାହା ପରେ ନେପୋଟିଜମ କଥା ବହୁତ ବାହାରିକି ଆସିଛି ତେବେ ଏହି ବାବଦରେ କରନ ଜୋହାର ଯିଏ ଫିଲ୍ମ ପ୍ରୋଡ୍ୟୁସର ଅଟନ୍ତି ତାଙ୍କ ନା ବହୁତ ଉଠିକି ଆସୁଛି ଓ ତାଙ୍କ ସହ ସଲମାନ ଖାନ ଯିଏ ବଲୀଉଡରେ ବହୁତ ବଡ ନା ଅଟେ ସିଏ ମଧ୍ୟ ଏହି ବାବଦରେ ଆଶଙ୍କା ଘେର ରେ ଅଛନ୍ତି ।

Image Courtesy: Google

ବର୍ତମାନ କଙ୍ଗନା ରଣାବତଙ୍କ ଗୋଟେ କଥା ଶୁଣି ସମସ୍ତେ ସ୍ତବ୍ଦ ହୋଇଯାଇଛନ୍ତି “ସୁଶାନ୍ତ ସିଂହ ରାଜ୍ପୂତ ଆତ୍ମହତ୍ୟା କରି ନାହାନ୍ତି ଏହା ଏକ ଯୋଜନା ବଧ ହତ୍ୟା କାଣ୍ଡ, ଯଦି ତଦନ୍ତକାରୀ ସଂସ୍ଥାକୁ ମୁ ପ୍ରମାଣ ଦେଇ ନପାରିବି ତେବେ ନିଜ ପଦ୍ମଶ୍ରୀ ପୁରସ୍କାର ଫେରେଇ ଦେବୀ ।” କଙ୍ଗନାଙ୍କ ଏହି କଥା ଶୁଣି ସବୁ ଜାଗା ରେ ହଲଚଲ ମଚି ଯାଇଛି ।

Image Courtesy: Google

କଙ୍ଗନା କହିଛନ୍ତି ଯେ ଯଦି ଏହି ଘଟଣା ର ବହୁତ ସବୁତ ତାଙ୍କ ପାଖରେ ଅଛି ଯଦି ପୋଲିସ ବା ସିବିଆଇ ତାଙ୍କୁ ପଚାରନ୍ତି ତେବେ ସେ ଏହି ସବୁ ପ୍ରମାଣ ତାଙ୍କୁ ଦେଇ ପାରିବେ ଓ ଯଦି ଦବାରେ ସକ୍ଷମ ହେବେ ନାହିଁ ତେବେ ପଦ୍ମ ଶ୍ରୀ ଫେରାଇ ଦେବେ । ତେବେ ସୁଶାନ୍ତ ସିଂହଙ୍କ ମୁରତ୍ୟୁ ମାମଲାରେ ବାନ୍ଦରା ପୋଲିସ ୟଶ ରାଜ ଫିଲ୍ମ୍ସ ନିର୍ମାତା ଆଦିତ୍ଯ ଚୋପଡାଙ୍କର ବୟାନ ନେଇଛନ୍ତି ।

Image Courtesy: Google

କଙ୍ଗନାଙ୍କ କହିବା ଅନୁଯାଇ ସେ ଏମିତି କିଛି ବି ଭୁଲ ତଥ୍ୟ ବା କଥା କହି ନାହାନ୍ତି ଯାହା ସେ କେବେ ପ୍ରମାଣ କରି ପାରିବେ ନାହିଁ, ତେବେ ଯଦି ସେ କିଛି ବି ପ୍ରମାଣ କରିବାରେ ଅସକ୍ଷମ ରହିବେ ତେବେ ସେ ନିଜ ପଦ୍ମ ଶ୍ରେ ଫେରେଇ ଦେବେ ତେବେ ପଦ୍ମ ଶ୍ରୀ ବହୁତ ବଡ ମାନ ସମ୍ମାନ ପୁରସ୍କାର ଅଟେ ଓ କିଛି ନା କିଛି ଅଛି ତେବେ ଯାଇ ଅଭିନେତ୍ରୀ କଙ୍ଗନା ଏତେ ବଡ କଥା କହିଛନ୍ତି, ତେବେ ଅଭିନେତ୍ରୀ ଏହି କଥା ଉପରେ ଜୋର ଦେଇ ପୁରା ପବ୍ଲିକ ମିଡିଆ ରେ ଏହି କଥା ଘୋଷଣା କରିଛନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *