ଯଦି ଚାହୁଁଛନ୍ତି ବହୁତ ସାରା ପଇସା…ତେବେ ଆଜି ହିଁ କରନ୍ତୁ ଲୁଣ ଓ ଲବଙ୍ଗର ଏହି ଉପାୟ

ସମସ୍ତେ ବହୁତ ସାରା ଧନ ପାଇବାକୁ ଚାହାଁନ୍ତି ଓ ତା ପାଇଁ ସବୁ ପ୍ରଯତ୍ନ ମଧ୍ୟ କରିଥାନ୍ତି କିନ୍ତୁ କିଛି ଥର ଏମିତି ହୋଇଥାଏ କି ଲକ୍ଷେ ପ୍ରୟାସ କଲାପରେ ମଧ୍ୟ ପର୍ଯ୍ୟାପ୍ତ ଧନ ମିଳିପାରେ ନାହିଁ ଓ ଜୀବନରେ ସବୁବେଳେ ପଇସାର ଅଭାବ ଲାଗିରହିଥାଏ । ଏହା ସବୁ ଭାଗ୍ୟର ଖେଳ ଯାହା ଆଗରେ ମଣିଷ ଲାଚାର ହୋଇଯାଇଥାଏ, କିନ୍ତୁ ଜ୍ୟୋତିଷରେ ଏହି ଖରାପ ଭାଗ୍ୟକୁ ବଦଳାଇବାର ଉପାୟ ମଧ୍ୟ କୁହାଯାଇଛି ଓ ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବାକୁ ଯାଉଛୁ ଯେଉଁଥିରେ ଆପଣଙ୍କ ଜୀବନରେ ଧନ ପ୍ରାପ୍ତିର ମାର୍ଗ ଖୋଲିଯିବ ଓ ଲାଗିରହିଥିବା ଆର୍ଥିକ ସମସ୍ୟା ମଧ୍ୟ ଆପଣଙ୍କ ଜୀବନରୁ ଚାଲିଯିବ ।

ଏହି ଛୋଟ ଉପାୟ ଖୋଲିଦେବ ଧନ ପ୍ରାପ୍ତିର ସବୁ ମାର୍ଗ

ଧନ ପ୍ରାପ୍ତି ପାଇଁ ସେମିତି ତ ଜ୍ୟୋତିଷରେ ବହୁତ କିଛି ଉପାୟ କୁହାଯାଇଛି କିନ୍ତୁ ଆମେ ଆପଣଙ୍କୁ ଯେଉଁ ଉପାୟ ଜଣାଇବୁ ତାହା ବହୁତ ସହଜ ଅଟେ, ଏହା ପାଇଁ ଆପଣଙ୍କୁ ନା କୌଣସି ବିଶେଷ ପୂଜା ସାମଗ୍ରୀର ଆବଶ୍ୟକତା ପଡିଥାଏ ନା ବିଧିବିଧାନ ପାଇଁ କୌଣସି ସମୟ ଲାଗିଥାଏ । ଆପଣ କୌଣସି ବି ସମୟରେ ଏହାକୁ ନିର୍ମଳ ମନରେ କରି ପାରନ୍ତି । ଏଥିପାଇଁ କେବଳ ଆପଣଙ୍କୁ ଦରକାର – ଗୋଟିଏ ଚାମଚ ଲୁଣ, ଚାରିଟି ଲବଙ୍ଗ ଓ ଚାରିଟି ଗୋଲମରିଚ ଓ ଏହି ସବୁ ଜିନିଷକୁ ବାନ୍ଧିବା ପାଇଁ ଗୋଟିଏ ରୁମାଲ ଆକାରର କଳା କପଡା ଓ କଳା ଫିତାର ଆବଶ୍ୟକତା ପଡିଥାଏ ।

କେମିତି କରିବେ ଏହି ଉପାୟ –

କୌଣସି ବି ସମୟରେ ଶାନ୍ତି ମନରେ ଏହି ଉପାୟ କରନ୍ତୁ… ଈଶ୍ଵରଙ୍କର ଧ୍ୟାନ କରି କଳା କପଡାରେ ଲୁଣ, ଗୋଲମରିଚ ଓ ଲବଙ୍ଗ ରଖନ୍ତୁ ଓ ଏହି ପୁଟୁଳିକୁ କଳା ଫିତାରେ ବାନ୍ଧି ଦିଅନ୍ତୁ । ପୁଣି ଏହି ପୁଟୁଳିକୁ ଇଶ୍ଵରଙ୍କର ଧ୍ୟାନ କରି ପୁରା ଘରେ ବୁଲାନ୍ତୁ, ଧ୍ୟାନ ରଖିବେ ଏହାକୁ ଟଏଲେଟ ବା ୱାସରୁମକୁ ନେବେ ନାହିଁ । ପୁରା ଘରେ ବୁଲାଇବା ପରେ ଏହାକୁ ଘରର ମୁଖ୍ୟ ଦ୍ଵାରରେ ଭିତର ପଟୁ ବାନ୍ଧି ଦିଅନ୍ତୁ ।

କେବଳ କିଛି ସାବଧାନି ରଖନ୍ତୁ ଓ ହେବ ଧନ ବର୍ଷା

ଏହି ଉପାୟ କୁ କରିବା ସମୟରେ କିଛି କଥାର ବିଶେଷ ଧ୍ୟାନ ରଖିବାକୁ ପଡିବ ଯେମିତି

୧ । ଯେବେ ଆପଣ ଏହାକୁ କରୁଛନ୍ତି ସେହି ସମୟରେ ଆପଣ କାହା ସହିତ କଥା ହେବେ ନାହିଁ ।

୨ । ଏହି ପୁଟୁଳିକୁ ୱାସରୁମ ବା ଟଏଲେଟ କୁ ନେବେ ନାହିଁ ।

୩ । ଏହି କଥାର ଧ୍ୟାନ ରଖିବେ କି ପୁଟୁଳିକୁ ଏମିତି ବାନ୍ଧିବେ ଯେପରି ଏହା ଭିତର ପଟକୁ ରହିବ ।

ଏତିକି ସାବଧାନ ହୋଇ ଆପଣ ଏହି ଉପାୟକୁ କରନ୍ତୁ ଓ ଏକ ମାସ ଭିତରେ ଆପଣଙ୍କର ପାଇସାର ସମସ୍ୟା ଦୂର ହୋଇଯିବ ତା ସହିତ ଆପଣଙ୍କ ପାଇଁ ଧନ ଅର୍ଜନ କରିବାର ବହୁତ ରାସ୍ତା ଖୋଲିଯିବ ।

Leave a Reply

Your email address will not be published. Required fields are marked *