କାର୍ତ୍ତିକ ମାସ ରେ ତୁଳସୀ ପୂଜା କଲେ ଘରେ ସକାରାତ୍ମକ ପରିବର୍ତନ ହୋଇଥାଏ, ଦ୍ଵାପର ଯୁଗ ରେ ଗୋପୀମାନେ ଯମୁନା ରେ ସ୍ନାନ କରି ତୁଳସୀ ପୂଜା କରୁଥିଲେ । ଆଜି ବି କୁଆଁରୀ କନ୍ୟାମାନେ ମନଇଛା ଫଳ ପାଇଁ ସକାଳେ ସ୍ନାନ କରି ତୁଳସୀ ପୂଜା କରୁଛନ୍ତି । ଧନ୍ଵନ୍ତରୀ ପକ୍ଷ ଅନୁଯାଇ ତୁଳସୀ ଗଛ ଆୟୁର୍ବେଦିକ ଅଟେ ଏବଂ ଏହି ଗଛ ର ଦଳ, ପତ୍ର, ଚେର ମୂଳ ସବୁ ପ୍ରତିରୋଧ ଶକ୍ତି ରଖନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ଅଟେ ।
ତୁଳସୀ ଗଛ ଲଗେଇବା ପାଇଁ କାର୍ତ୍ତିକ ମାସ ସବୁଠୁ ଭଲ ହୋଇଥାଏ, ଆଜି ଆମେ ଆପଣଙ୍କୁ କହିବୁ ତୁଳସୀ ଗଛ କେଉଁଠି ଲଗାଇଲେ ଶୁଭ ।
ତୁଳସୀ ଗଛ ଗୁରୁବାର ଦିନ ଲଗେଇବା ଉଚିତ ଏବଂ ଶୁଭ ଅଟେ । ଘର ମଝିରେ ବା ଅଗଣା ରେ ତୁଳସୀ ଗଛ ଲାଭକାରୀ ଅଟେ ।
ତୁଳସୀ ଗଛ ଆପଣ ନିଜ ଶୋଇବା ଘର ବାଲକୋନୀ ରେ ବି ଲଗାଇ ପାରିବେ । ସକାଳେ ଉଠି ସ୍ନାନ ସାରି ତୁଳସୀ ପୂଜା କଲେ ମନ ଶାନ୍ତି ଏବଂ ତୃପ୍ତି ପାଇଥାଏ ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।