କାର୍ତ୍ତିକ ମାସ ରେ ଜାଣନ୍ତୁ କେଉଁଠି ଲଗେଇବା କଥା ତୁଳସୀ ଗଛ, କୁଆଁରୀ କନ୍ୟାଙ୍କୁ ମିଳିବ ମନବାଞ୍ଛିତ ଫଳ

କାର୍ତ୍ତିକ ମାସ ରେ ତୁଳସୀ ପୂଜା କଲେ ଘରେ ସକାରାତ୍ମକ ପରିବର୍ତନ ହୋଇଥାଏ, ଦ୍ଵାପର ଯୁଗ ରେ ଗୋପୀମାନେ ଯମୁନା ରେ ସ୍ନାନ କରି ତୁଳସୀ ପୂଜା କରୁଥିଲେ । ଆଜି ବି କୁଆଁରୀ କନ୍ୟାମାନେ ମନଇଛା ଫଳ ପାଇଁ ସକାଳେ ସ୍ନାନ କରି ତୁଳସୀ ପୂଜା କରୁଛନ୍ତି । ଧନ୍ଵନ୍ତରୀ ପକ୍ଷ ଅନୁଯାଇ ତୁଳସୀ ଗଛ ଆୟୁର୍ବେଦିକ ଅଟେ ଏବଂ ଏହି ଗଛ ର ଦଳ, ପତ୍ର, ଚେର ମୂଳ ସବୁ ପ୍ରତିରୋଧ ଶକ୍ତି ରଖନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ଅଟେ ।

ତୁଳସୀ ଗଛ ଲଗେଇବା ପାଇଁ କାର୍ତ୍ତିକ ମାସ ସବୁଠୁ ଭଲ ହୋଇଥାଏ, ଆଜି ଆମେ ଆପଣଙ୍କୁ କହିବୁ ତୁଳସୀ ଗଛ କେଉଁଠି ଲଗାଇଲେ ଶୁଭ ।

ତୁଳସୀ ଗଛ ଗୁରୁବାର ଦିନ ଲଗେଇବା ଉଚିତ ଏବଂ ଶୁଭ ଅଟେ । ଘର ମଝିରେ ବା ଅଗଣା ରେ ତୁଳସୀ ଗଛ ଲାଭକାରୀ ଅଟେ ।

ତୁଳସୀ ଗଛ ଆପଣ ନିଜ ଶୋଇବା ଘର ବାଲକୋନୀ ରେ ବି ଲଗାଇ ପାରିବେ । ସକାଳେ ଉଠି ସ୍ନାନ ସାରି ତୁଳସୀ ପୂଜା କଲେ ମନ ଶାନ୍ତି ଏବଂ ତୃପ୍ତି ପାଇଥାଏ ।

 

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *