ଗର୍ଭାବସ୍ଥା ସମୟରେ ନିର୍ଜଳା ବ୍ରତ ରଖିବା ଉଚିତ କି ନାହିଁ- Pregnancy Tips

କର୍ବାଚୌଥ ହେଉ କି ସାବିତ୍ରୀ ଆଦି ଓଷା ଆମେ ଏଠାରେ ଗୋଟେ ଏମିତି ପର୍ବ ହୋଇଥାଏ ଯାହା ସବୁ ମହିଳା ମାନେ ନିଜର ସ୍ବାମୀଙ୍କ ଲମ୍ବା ଆୟୁଷ ପାଇଁ ରଖିଥାନ୍ତି । କିଛି ଜାଗାରେ ଝିଅମାନେ ବିବାହ ପୂର୍ବରୁ ମଧ୍ୟ ଉପବାସ ରଖିଥାନ୍ତି । ଆଉ ପୁଅ ମାନେ ମଧ୍ୟ ତାଙ୍କ ସ୍ତ୍ରୀ ପାଇଁ ମଧ୍ୟ ଉପବାସ ରଖିଥାନ୍ତି । ଏହାର ପଛରେ ଧାରଣା ରହିଚିକି ଯଦି ସ୍ତ୍ରୀ ମୋ ପାଇଁ ଉପବାସ ରଖୁଛନ୍ତି ତେବେ ମୁଁ କଣ ପାଇଁ ରଖିବିନି ପତ୍ନୀ ପାଇଁ । ଆଜି ଯାହା ବିଷୟରେ ଆଲୋଚନା କରୁଛନ୍ତି ସେ ହେଉଛି ଯଦି ଜଣେ ଗର୍ଭବତୀ ଅଛନ୍ତିତ ତାଙ୍କୁ କେମିତି ଉପବାସ ରଖିବାକୁ ପଡିବ ।


ଆଉ କେଉଁ ଭଳି ଭୋଜନ ତାଙ୍କୁ ଖାଇବା ଦରକାର ହୋଇଥାଏ ।  ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ଯଦି ଆପଣ ଗର୍ଭବତୀ ଅଛନ୍ତି ଆଉ ଆପଣଙ୍କ ମନ ହେଉଛି ବ୍ରତ ରଖିବା ପାଇଁ ତେବେ ପ୍ରଥମେ ନିଜ ଡାକ୍ତର ସଜେସନ ନିଅନ୍ତୁ । କିନ୍ତୁ ଏହା ନିଭର କରିଥାଏ ଆପଣଙ୍କର କେତେ ମାସ ଚାଲିଛି । କାରଣ  ଛୁଆର ପୋଷଣ ଅନୁସାରେ ଆପଣଙ୍କୁ ଖାଇବାକୁ ପଡିଥାଏ । କାରଣ ଏହି ସମୟ ବହୁତ ଜଟିଳ ସମୟ ହୋଇଥାଏ । ଏମିତି ଆପଣଙ୍କୁ ବିଚଳିତ ମଧ୍ୟ ଲାଗିପରେ ବ୍ରତ ରଖନ୍ତୁ କିନ୍ତୁ ବୁଦ୍ଧିମାନ ସହକାରେ ।


ଯଦି ଉପବାସ ରଖୁଛନ୍ତି ତେବେ ଏଥିରେ ଟିକେ ଚେଞ୍ଜେସ କରିପାରିବେ । ଯଦି ଡାକ୍ତର ବ୍ରତ ରଖିବାକୁ କହିଛନ୍ତିତ ଆପଣ ସର୍ଗି ସହିତ ଗୋଟେ ବଡ ଗ୍ଳାସ କ୍ଷୀର ପିଇପାରିବେ । ଆଉ ଦିନ ସମୟ ପାଇଁ ଆପଣ ଫଳ ଖାଇପାରିବେ । ଯଦି ଆପଣଙ୍କୁ ବିଚଳିତ ଲାଗିବତ ଆପଣ ଗୋଟିଏ ଛୋଟ ଟୁକୁଡା ଫଳ ଖାଇପାରିବେ । କାରଣ ଫଳରେ ସୁଗାର ରହିଥାଏ ଶେଠୀ ଲାଗି କିଛି ସମୟ ପାଇଁ ଏନର୍ଜି ଆପଣଙ୍କୁ ମିଳିଥାଏ ।  ଆଉ ଆପଣଙ୍କୁ ଭଲ ଲାଗିଥାଏ । ସନ୍ଧ୍ଯା ସମୟରେ ଆପଣ କ୍ଷୀର ପିଇବାକୁ ଭୁଲନ୍ତୁ ନାହିଁ ।


ଏହି ଦିନକୁ ବନାନ୍ତୁ ଖାସ ଆଉ ଆପଣ ନିଜ ପୁରୁଣା ସାଙ୍ଗ ମାନଙ୍କ ସହିତ କଥା ହେବା ପାଇଁ ମଧ୍ୟ ସମୟ ବାହାର କରିପାରିବେ । ପୁରୁଣା ସାଙ୍ଗଙ୍କୁବି ମାନେ ପକାଇ ପାରିବେ  ଯେଉଁ ତିରେ ଆପଣଙ୍କର ସମୟ ବୀତି ଜୀବ ଆଉ ଆପଣଙ୍କୁ ଜଣ ପଡିବ ନାହିଁ । ଏହି ବ୍ରତ ସନ୍ଧ୍ୟାରେ ହୋଇଥାଏ ଆପଣ ଦୁଇ ପ୍ରହରରେ ଆରମ କରିପାରନ୍ତି । ଏମିତି ମିଛି କାମ କରନ୍ତୁ ନାହିଁ ଯେଉଁଠି ଶରୀରରେ ଅଧିକ ଏନର୍ଜି ନଷ୍ଟ ହେବ । ଯଦି ଆପଣ ମନ ପସନ୍ଦ କାମରେ ନିଜକୁ ଜଡିତ ରଖୁଛନ୍ତିତେବେ ଆପଣଙ୍କୁ ଭୋକର ଅନୁଭବ ଜଣା ପଡିବ ନାହିଁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *