Akshay Kumarଙ୍କ ଠାରୁ ପ୍ରେମରେ ପ୍ରତାରଣା ପାଇ, ଏହି ବଲିଉଡ ହିରୋଇନ ଜଣକ କରିନେଲେ ଖଳନାୟକ ସାଙ୍ଗେ ବିବାହ

ବନ୍ଧୁଗଣ ଅକ୍ଷୟ କୁମାର ଯେତେ ନିଜ ଅଭିନୟ ଏବଂ ଫିଟନେସ ପାଇଁ ଚର୍ଚାରେ ରୁହନ୍ତି ସେତେ ନିଜ ପ୍ରେମ ସମ୍ପର୍କ ପାଇଁ ମଧ୍ୟ ପରିଚିତ ହେଇଥାନ୍ତି । ସେ ବଲିଉଡ ଜଗତର ଜଣେ ପ୍ରତିଭାଶାଳୀ କଳାକାର ଅଟନ୍ତି । ତାଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରୁଥିବା ବେଳେ ସେ ତାଙ୍କ ଲଭ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରହି ଅଛନ୍ତି । ତାଙ୍କର ଗୋଟିଏ ସଫଳ ପରେ ସଫଳ ଫିଲ୍ମ ଚାଲିଆସିଛି । ବନ୍ଧୁଗଣ ଆପଣ ଜାଣନ୍ତି କି? ଅଭିନେତ୍ରୀ ଶିଳ୍ପପା ସେଠୀଙ୍କଠାରୁ ଆରମ୍ଭ କରି ଅଭିନେତ୍ରୀ ରବିନା ଟନଡନ ଭଳି ଉଚ୍ଚ କୋଠିର ନାୟିକା ତାଙ୍କ ଗ୍ରାଲଫ୍ରେଣ୍ଡ ରହି ଆସିଛନ୍ତି । ସେଥିପାଇଁ ତାଙ୍କୁ ବଲିଉଡ ଜଗତର ଖିଲାଡ଼ି ବୋଲି ଆଖ୍ୟା ଦିଆଯାଇଛି ।

ବନ୍ଧୁଗଣ ବହୁତ କମ ଦର୍ଶକ ଜାଣିଛନ୍ତି ଯେ ଅଭିନେତ୍ରୀ ପୂଜା ବତ୍ରା ସାଙ୍ଗେ ମଧ୍ୟ ଅକ୍ଷୟ କୁମାରଙ୍କ ପ୍ରେମ ସମ୍ପର୍କ ଥିଲା । କିନ୍ତୁ ପରେ ଅଭିନେତ୍ରୀ ପୂଜା ବତ୍ରା ତାଙ୍କୁ ମନା କରି ବଲିଉଡର ଭିଲିଆନଙ୍କୁ ବିବାହ କରିଥିଲେ । ବନ୍ଧୁଗଣ ଏପରି କାହିଁକି ପୂଜା ବତ୍ରା କଲେ ଆସନ୍ତୁ ଜାଣିବା । ଦର୍ଶକ ବନ୍ଧୁ ବଲିଉଡରେ ସେତେବେଳେ ଶିଲ୍ପା ଶେଠୀ ଭଳି ଅଭିନେତ୍ରୀଙ୍କର ରାଜୁତି ଚାଲିଥିଲା । ସେତେବେଳେ ଅଚାନକ ଏମିତି ଜଣେ ନାୟିକାଙ୍କ ଏଣ୍ଟ୍ରି ହେଲା ଯାହାକି ସବୁକିଛି ବଦଳାଇ ରଖିଦେଲା ।

ପୂଜା ବତ୍ରାଙ୍କ ଫିଲ୍ମ ବହୁତ ସଫଳ ହେଲା । ସେହି ସମୟରେ ଅକ୍ଷୟ କୁମାର ପୂଜା ବତ୍ରାଙ୍କ ମଧ୍ୟରେ ବହୁତ ଭଲ ବନ୍ଧୁତା ଥିଲା । କ୍ରମଶ ଦୁଇଜଣ ପ୍ରେମ ସମ୍ପର୍କରେ ଆସିଲେ । ଉଭୟଙ୍କ ସମ୍ପର୍କ ବିଷୟରେ ବଲିଉଡରେ ଚର୍ଚ୍ଚା ହେଲା । ଅକ୍ଷୟ କୁମାର କେବଳ ବଲିଉଡରେ ଦର୍ଶକଙ୍କ ନଜରକୁ ଆସିବା ପାଇଁ ପୂଜା ବତ୍ରାଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ । ପୂଜା ବତ୍ରାଙ୍କ ସହିତ ଥିଲାବେଳେ ଅଭିନେତ୍ରୀ ରବୀନ ଟନଡନଙ୍କୁ ମଧ୍ୟ ଡେଟ କରୁଥିଲେ ।

ସେଥିପାଇଁ ତାଙ୍କୁ ବଲିଉଡର ଖିଲାଡ଼ି ବୋଲି କୁହାଯାଇଛି କାରଣ ସେ ମେଡିଆକୁ ଗୋଟେ କଥା ଏବଂ ନିଜ ରିୟଲ ଲାଇଫରେ ଗୋଟେ କଥା କରୁଥିଲେ । ବଲିଉଡ ରେ କ୍ରମଶ ଅକ୍ଷୟ କୁମାରଙ୍କ ଫିଲ୍ମ ଉନ୍ନତି ଲାଭ କରିବା ପରେ ସେ ଦର୍ଶକ ମାନଙ୍କର ପ୍ରିୟ ପାତ୍ର ହେଲେ, ସେତେବେଳେ ସେ ପୂଜା ବତ୍ରାଙ୍କ ହାତ ଛାଡିଦେଲେ । ସେ ତାଙ୍କ ସହିତ ରବିନା ଟନଡନଙ୍କ ମନକୁ ମଧ୍ୟ ଭାଙ୍ଗିଦେଲେ । ଏବଂ ଡିମ୍ପଲ କପାଡିୟା ସାଙ୍ଗେ ବିବାହ କରିଲେ । ଅକ୍ଷୟ କୁମାରଙ୍କ ଏହି ଧୋକା ଦେବା କାରଣରୁ ଧୋକା ଖାଇଥିବା ନାୟିକାମାନେ ତାଙ୍କ ମନ ପସନ୍ଦର ଲୋକ ସହିତ ବିବାହ କରିଲେ ।

୨୦୦୩ ମସିହାରେ ପୂଜା ବତ୍ରା ଶୋନୁ ଆଲିବାଲ ସାଙ୍ଗେ ବିବାହ କରି ବିଦେଶ ଚାଲିଗଲେ । କିନ୍ତୁ ତାଙ୍କ ବିବାହ ସମ୍ପର୍କ ବେସୀ ଦିନ ଯାଏ ଗଲାଣି ସେ ୨୦୧୨ ମସିହାରେ ଛାଡପତ୍ର ଦେଇ ଅଲଗା ହେଇଗଲେ । ୨୦୧୯ ରେ ପୂଜା ବତ୍ରା ବଲିଉଡ ଜଗତର ଭିଲିଆନ ନବାବ ସାହକୁ ବିବାହ କରିଥିଲେ । ସେମାନେ ଦୁହେଁ ଆଜିଭଳି ଦିନରେ ବହୁତ ଖୁସୀରେ ନିଜ ପାରିବାରିକ ଜୀବନ ଅତିବାହିତ କରୁଛନ୍ତି । ଏବଂ ଶୋସିଆଲ ମିଡିଆରେ ନିଜର ରୋମାଣ୍ଟିକ ଫୋଟୋଚିତ୍ର ମଧ୍ୟ ଅପଲୋଡ କରୁଛନ୍ତି । ଏହାଥିଲା ଅକ୍ଷୟ କୁମାରଙ୍କ ପ୍ରେମ ଜୀବନର ବିବରଣୀ ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *