ବୁଧବାର 3 ଫେବୃୟାରୀ ୨୦୨୧ ଶ୍ରୀ ଗଣେଶଙ୍କ କୃପାରୁ ଆଜି ଏହି 4 ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପଣ ଯେଉଁ କଥାର ଆଶଙ୍କା କରୁଛନ୍ତି ସେଇ ଜିନିଷ ହେବନି । ଯଦି ଆପଣ ଆଜି ପଇସା ଆଣିବାକୁ ଯାଉଛନ୍ତିତ ସେଟାକୁ ଜୀବ ସାର୍ଥକ ହୋଇପାରେ । କାହା ସହିତ କୌଣସି କଥା ଦିଅନ୍ତୁ ନହିଁ । ହୋଇପାରେ ଆପଣ ଯାହାର ଭଲ କରିବାକୁ ଯାଉଛନ୍ତି ତାଙ୍କର ମନତତ୍ବ  ଆପଣଙ୍କ ସହିତ କିଛି ଆଉ କିଛି ଫାଇଦା ଉଠାଇବାକୁ ଓ କ୍ଷତି କରିବାର ହୋଇପାରେ । ଆଜି ଭାଗ୍ୟ ୫୯ ପ୍ରତିଶତ ସହଯୋଗ କରିବ ।

ବୃଷ :- ଆଜି ଆପଣଙ୍କ ଉପରେ କାମର ଅତିରିକ୍ତ ଭାର ଆସିପାରେ । ଜଡି ଆପଣ ଚାକିରିଆରେ ଅଛନ୍ତିତ କୌଣସି ନୂଆ କାମ ଆପଣଙ୍କୁ ଦିଆଯାଇପାରେ । ଆଉ ବାକି ରହିଲା ଘର କଥା ଶେଠୀ ମଧ୍ୟ ଆହୁରି ଦାୟିତ୍ଵ ବଢିପାରେ । ହୋଇପାରେ କୌଣସି ଠୋସ ସଜେସନ ଆପଣଙ୍କ କାମରେ ଆସିଯିବ । ଭାଗ୍ୟ ୬୧ ପ୍ରତିଶତ ସହଯୋଗ କରିବ ।

ମିଥୁନ :- ଆଜି ଆପଣଙ୍କୁ କିଛି ଉତ୍ତର ଦାୟିତ୍ଵ କାମ ମିଳିବ । ଯିବା ସମୟରେ କୌଣସି ପ୍ରିୟଜନଙ୍କ ସହିତ ଦେଖା ହୋଇପାରେ ଆଉ ତତ୍କାଳ ସାହାର୍ଯ୍ୟ ମଧ୍ୟ କରିବାକୁ ପଡିପାରେ । କିଛି କଠିନ ସମସ୍ଯା ଆସିବ ଏହା ପରେ ମଧ୍ୟ ଆପଣ ନିଜକୁ କମଜୋର କରିବେ ନହିଁ । ଆସୁଥିବା ସମୟ ଆପଣଙ୍କ ପାଇଁ ଖୁସି ନେଇକି ଆସିବ । ଭାଗ୍ୟ ୫୮ ପ୍ରତିଶତ ସହଯୋଗ କରିବ ।


କର୍କଟ :- ଗୋଟି ଗୋଟିର ଭାଶୀଭୂତ  ହୋଇ ଆପଣ କେବେ କେବେ ଭଉତ ବଡ ଭୁଲ କରିପାରନ୍ତି । eଏମିତିରେ ସେହି କାର୍ଯ୍ୟ ଆଗକୁ ଯାଇ ବିପଦ ଆଣିପାରେ । ବହୁତ ଭଲ ହେବ ନିଜ ଛଡା ଅନ୍ୟ ଲୋକଙ୍କ ବିଷୟରେବି ଭଲ ଭାବନ୍ତୁ । ଧ୍ୟାନ ରଖନ୍ତୁ ଯାହାବି କାମ କରୁଛନ୍ତି ତାହାକୁ ଚଡନ୍ତୁ ନାହିଁ । କାରଣ ଯଦି କୌଣସି ବ୍ୟବସାୟରେ ଜଡିତ ରହିବେ ତେବେ ଭାଗ୍ୟ ସହଯୋଗ କରିବ । ଭାଗ୍ୟ ୫୫ ପ୍ରତିଶତ ସହଯୋଗ କରିବ ।

ସିଂହ :- ନିଜର ଚାରିପାଖରେ ନଜର ରଖିବା ଉଚିତ । ଆପଣଙ୍କୁ ଜଣାଥିବା ଦରକାରକି ଆପଣଙ୍କ ଆଖପାଖରେ  କଣ ହେଉଛି । ଆପଣଙ୍କର ଯିଏ ବିରୋଧୀ ଅଛନ୍ତି ବା ବିଜନେସର ସାଥି ଅଟନ୍ତି ତାଙ୍କର ପୁରା ଧ୍ୟାନ ଆପଣଙ୍କ ପଛରେ ଲାଗିଛି । ସୁଯୋଗ ମିଳିଲେ ସେ ଆପଣଙ୍କୁ କ୍ଷତି ପହଞ୍ଚାଇବେ । ସେଥିପାଇଁ ସତର୍କ ରୁହନ୍ତୁ । ଭାଗ୍ୟ ୫୨ ପ୍ରତିଶତ ସହଯୋଗ କରିବ।

କନ୍ୟା :- ଯଦି କିଏ ଆପଣଙ୍କ ଆଡକୁ ପ୍ରେମ ପ୍ରଣୟର ହାତ ବଢାଇଥାଏ ନିଜ ସ୍ଟେଟସ ଦେଖି ତାର ଉତ୍ତର କରନ୍ତୁ । ହୋଇପାରେ ସେ ଆପଣଙ୍କର କୌଣସି ଶାରୀରିକ ସମ୍ବନ୍ଧ ଉଠାଇବାର ଚେଷ୍ଟା କରୁଥିବ । ଆଜି ଆପଣଙ୍କୁ ନିଜ କାର୍ଯ୍ୟ କ୍ଷେତ୍ରରେ କିଛି ଚେଞ୍ଜେସ କରିବାକୁ ପଡିପାରେ । ମାନେ ରଖନ୍ତୁ ଏହି ଚେଞ୍ଜେସ ଆପଣଙ୍କ ପାଇଁ ବହୁତ ଭଲ ଫଳ ଦେବ । ଆଜି ଭାଗ୍ୟ 53 ପ୍ରତିଶତ ସହଯୋଗ କରିବ ।


ତୁଳା :- ଯଦି ଆପଣ କୌଣସି ଅସୁବିଧାରେ ଅଛନ୍ତି ଓ ପ୍ରେମିସାଥିଙ୍କ କଥାରେ ଚିନ୍ତିତ ଅଛନ୍ତି ଆପଣ ନିଜ ଅସୁବିଧା ଓ ଅସମର୍ଥତା ସଫା କହିଦେବ ଉଚିତ । ଧ୍ୟାନ ରଖନ୍ତୁ ଏହି ଅସୁବିଧା ଶୀଘ୍ର ସେଶ ହୋଇଯିବ । କାର୍ଯ୍ୟ କ୍ଷେତ୍ରରେ ମହତ୍ବପୂର୍ଣ କାଗଜ ପତ୍ର ସମ୍ଭାଳିକି ରଖନ୍ତୁ । ଭାଗ୍ୟ 50 ପ୍ରତିଶତ ସହଯୋଗ କରିବ ।

ବିଛା :- ଯଦି ଆପଣ କୌଣସି ନୂଆ ଚାକିରି ଖୋଜୁଛନ୍ତି କି ନୂଆ ବିଜନେସ କରିବାକୁ ଚହୁଁଛନ୍ତି ନିଜ ଲୋକଙ୍କ ସାହାର୍ଯ୍ୟ ନିଅନ୍ତୁ । ହୋଇପାରେ ଏଥିରେ କିଏ ଆପଣଙ୍କର କିଏ ସାହାଜ୍ଯ କାରି ହୋଇପାରେ । ଆପଣଙ୍କୁ ନିଜ ସ୍ତରରେ ଯାହାବି କରିବାର ଅଛି ତାକୁ ସମୟ ପୁରବାରୁ କାରି ନିଅନ୍ତୁ । ଭାଗ୍ୟ 63 ପ୍ରତିଶତ ସାହଯୋଗ କରିବ ।

ଧନୁ :- ପାରିବାରିକ କୌଣସି ଗୁରୁତ୍ଵ ପୂର୍ଣ କଥାକୁ ନେଇ ଯୁକ୍ତି ତର୍କ ହୋଇପାରେ । ପରିବାର ଓ ସମ୍ପର୍କୀୟଙ୍କ କୌଣସି କଥାକୁ ନେଇ ଚିନ୍ତା ରହିବ । ଯାହାବି କରିବାର ଅଛି ସମୟ ନଷ୍ଟ ନକରି କରିଦିଅନ୍ତୁ । ଭାଗ୍ୟ 60 ପ୍ରତିଶତ ସହଯୋଗ କରିବ ।

ମକର :- ଆଜି ଆପଣଙ୍କୁ କୌଣସି ପୁରୁଣା ସଂକଳ୍ପ ପୁରା କରିବାର ଦିନ ଅଟେ । ଆପଣ ଯଦି କୌଣସି ମନ୍ଦିରରେ କିଛି ମାନସିକ କରିଛନ୍ତି ସେଥିପାଇଁ ତତ୍ପର ରୁହନ୍ତି । ଯେତେ ଆପଣ କୌଣସି ମାମଲାକୁ ଲମ୍ବା ଟାଣିବାକୁ ଚେଷ୍ଟା କରିବେ ଆପଣ ଆଗକୁ ଯାଇ ସେଥିରେ ବିପଦ ଓ ଖର୍ଚ ବଢିବ । ଭାଗ୍ୟ ୬୭ ପ୍ରତିଶତ ସହଯୋଗ କରିବ ।

କୁମ୍ଭ :- ବହୁତ ଦିନ ପରେ ଆପଣଙ୍କ ରୁଟିନ ଜୀବନରେ ଚେଞ୍ଜେସ ଆସିଛି । ଯଦି କୌଣସି ନୂଆ କାମ ବ ପଦ ଆପଣଙ୍କୁ ମିଳୁଛି ତେବେ ତାକୁ ସ୍ଵୀକାର କରିବାକୁ ଡେରି କରନ୍ତୁ ନହିଁ । ହୋଇପାରେ ଏଠାରୁ ହିଁ ଆପଣଙ୍କ ପାଇଁ ସଫଳତାର ଦ୍ଵାରା ଖୋଲିପାରେ । ପରିବାରରେ ଶୁଭ ସମାଚାରର ସଙ୍କେତ ମିଳିବ । ଭାଗ୍ୟ ୭୦ ପ୍ରତିଶତ ସହଯୋଗ କରିବ ।

ମୀନ :- ଆଜି ଆପଣଙ୍କୁ ସଜବାଜ ହୋଇ କେଉଁ ଠାକୁ ଯିବାକୁ ପଡିପାରେ କି କୌଣସି ସଭା ସମାରୋହ ପାଇଁ ଯିବାକୁ ପଡିପାରେ । ବେକାର ତଡକ ଭଡକରୁ ଦୂରେଇ ରୁହନ୍ତୁ ଓ କୌଣସି ଦେଖେଇ ହେଉଥିବା ଲୋକଙ୍କ ଠୁ ଦୂରେଇ ରୁହନ୍ତୁ । ଆଜି ଆପଣଙ୍କ ପାଈଁ କିଛି ଲୋକଙ୍କ ଧ୍ୟାନ ଆକର୍ଷିତ ହୋଇପାରେ । ଭାଗ୍ୟ ୭୧ ପ୍ରତିଶତ ସହଯୋଗ କରିବ ।

Le 27 décembre , la Porte des Terrasses est fermée au public afin de procéder à la destruction complète de la terrasse, ses 4 restaurants, et du parking de places à l’ouest du bâtiment. Les visiteurs sont d’abord invités à entrer dans le centre commercial par la Porte Britannia accessible par la dalle piétonne, ou bien par la Porte des Cuirassiers. https://www.viagrasansordonnancefr.com/ Le 14 mai , un nouvel accès nommé Passage Servient est ouvert, il s’agit d’une ancienne sortie de secours et couloir de service réaménagé afin d’accueillir du public.

Leave a Reply

Your email address will not be published. Required fields are marked *