ଆମ ଶାସ୍ତ୍ରରେ ଏମିତି କିଛି କଥା ଲେଖା ହୋଇଥାଏ ଯାହାକି ବହୁତ ରୋଚକ ହୋଇଅଥାଏ । ଜ୍ଞାନ ଦ୍ଵାରା ଆମେ ଜୀବନର ବହୁତ ଗୁରୁତ୍ଵ କଥା ବିଷୟରେ ଯାନି ପାରିଥାଉ । ଶାରୀରିକ ଅଙ୍ଗର ବିଶ୍ଳେଷଣ କରି ବ୍ଯକ୍ତିର ଚରିତ୍ରର ବ୍ୟାଖ୍ୟା କରିବା ହିଁ ସାମୁଦ୍ରିକ ଶାସ୍ତ୍ର ହୋଇଥାଏ । ହିନ୍ଦୁ ଶାସ୍ତ୍ର ଦ୍ଵାରା କୁହାଇଯାଇଥିବା ଏମିତି ବିଦ୍ୟା ଅଟେ ଯାହାକୁ ଗଭୀର ଭାବରେ ଅଧ୍ୟୟନ ପରେ ଯାଇ କୁହାଯାଇଛି ।
ବର୍ଷ ବର୍ଷ ଲାଗିଯାଇଛି ଏହାର ସମାଧାନ ବାହାର କରିବାରେ । ଅଧିକତର ଲୋକଙ୍କ କହିବା କଥାକି ମହିଳାଙ୍କୁ ବୁଝିବା ବହୁତ ଲ୍କଷ୍ଟକର ବ୍ୟାପାର ହୋଇଥାଏ । ଭଗବାନଙ୍କ ନିଜେ ବି ମହିଳାଙ୍କ ସ୍ଵଭାବ ବିଷୟରେ ଜାଣିପାରିନଥିଲେ ।
ତେବେ ସାଧାରଣ ମାନବ କେମିତି ବୁଝିବେ । ଆଜି ଆମେ ଏମିତି କଥା କହିବୁ ଯେଉଁଥିରେ ଆପଣ ମହିଳାଙ୍କ ସ୍ଵଭାବ ବିଷୟରେ ଜାଣି ପାରିବେ । ମହିଳା ମାନଙ୍କୁ ବୁଝିବା ପାଇଁ ବେସୀ ଦିମାଗ ଲଗାଇବାର ଆବଶ୍ୟକ ନଥାଏ । ତାଙ୍କ ଶରୀରର ଏହି ଦୁଇ ଅଙ୍ଗ କହିଥାଏ । ଯଦି ଆପଣ ନିଜର ମହିଳା ମିଟରଙ୍କ ବିଷୟରେ ଜାଣିବାକୁ ଚହୁଁଛନ୍ତି ତେବେ ତାଙ୍କ ଶରୀରର ଏହି ଦୁଇଟି ଅଙ୍ଗ ଉପରେ ନଜର ରଖିଲେ ଆପଣ ଜାଣି ପାରିବେ । ମହିଳାଙ୍କ ଶରୀରର ସବୁଠୁ ଗୁରୁତ୍ଵ ପୂର୍ଣା ଅଙ୍ଗ ହେଉଛି ସେମାନଙ୍କ ଓଠ ।
କୌଣସି ମହିଳାଙ୍କ ଓଠ ଦେଖି ତାଙ୍କ ସ୍ଵାଭାବ ଓ ବ୍ୟକ୍ତିତ୍ବ ବିଷୟରେ ଆପଣ ଜାଣିପାରିବେ । ନାଲି, ପତଳା, ଓ ଭଲ ଶେପ ବାଲା ମହିଳାଙ୍କ ସ୍ଵାଭାବ ବହୁତ କାମୁକ ଓ ସ୍ଵାମୀର ଭଲ ପାଇବା ମଧ୍ୟ ପାଇଥାନ୍ତି । ଏମିତି ମହିଳାଙ୍କ ବୈବାହିକ ଜୀବନ ବହୁତ ଭଲ ହୋଇଥାଏ । ଯେଉଁ ମହିଳାଙ୍କ ଓଠ ଗୋଲାପି ବା ହଲ୍କା ଗୋଲାପି ରଙ୍ଗର ହୋଇଅଥାଏ ସେଆମନେ ବହୁତ ମିଳନସାର ହୋଇଥାନ୍ତି । ସେ ଲୋକଙ୍କ ସହିତ ମିଶିବାକୁ ପସନ୍ଦ କରିଥାନ୍ତି ।
ସେମାନେ କାହାକୁବି ନିଜର ବନେଇ ଦେଇଥାନ୍ତି । ଏକଦମ ଲାଲ ଓଠ ବଳି ମହିଳା ବହୁତ କର୍ମଠ ହୋଇଥାନ୍ତି । ଏମାନକୁ ନିଜ କାମ ସହିତ ବହୁତ ଲଗାବ ହୋଇଥାଏ । ଏମାନେ ସ୍ବଭାବରେ ବହୁତ ରାଗି ହୋଇଥାନ୍ତି । ଯେଉଁ ମହିଳାଙ୍କ ତଳ ଓଠ କଳା ଓ ମୋଟ ହୋଇଥାଏ ସେମାନେ ବହୁତ ଶୀଘ୍ର ତାଙ୍କ ପତିକୁ ହରାଇ ଥାନ୍ତି ।
ଦିତୀୟଟି ହେଉଛି ଗାଲରେ ଡିମ୍ପଲ ଆକର୍ଷଣର ବଡ କେନ୍ଦ୍ର ହୋଇଥାଏ । କାହାର ଗୋଟିଏ ଗାଲରେ ହୋଇଥାଏତ କାହାର ଦୁଇଟି ଗାଲରେ, କିନ୍ତୁ ଏହା ବହୁତ ସୁନ୍ଦର ଦେଖାଯାଇଥାଏ । ଏହି ଭଳି ସ୍ବଭାବରେ ବହୁତ ମେଳାପୀ ଆଉ ବିଶ୍ଵସ୍ତ ଓ ସ୍ବଭାବରେ ବହୁତ ଦୟାଳୁ ହୋଇଥାନ୍ତି । ଆଉ ସେହି ମହିଳା ବହୁତ ଭାଗ୍ଯବାନ ହୋଇଥାନ୍ତି ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।