ଶ୍ରୀ କୃଷ୍ଣ କହିଛନ୍ତି ଘରର ଏହି 5ଟି ଜିନିଷ ଅନ୍ୟକୁ ଦେଲେ ଆସିଥାଏ ଦାରିଦ୍ର୍ୟତା- Vastu Shastra

ମାତା ଲକ୍ଷ୍ମୀ ଆଜିକା ସମୟରେ ବହୁତ୍ ଆବଶ୍ୟକ। ଅଟନ୍ତି, କାହିଁକି ନା ଆଜିକା ସମୟରେ ଧନ ବିନା କେହି କିଛି କରି ପାରି ନଥାନ୍ତେ । ମାତା ଲକ୍ଷ୍ମୀଙ୍କୁ ସମସ୍ତେ ପ୍ରାପ୍ତ କରିବା ପାଇଁ ଇଛା କରନ୍ତି, ସମସ୍ତଙ୍କୁ ମାତା ଲକ୍ଷ୍ମୀ ଆବଶ୍ୟକ ଅଛନ୍ତି, ଜୀବନରେ ଯିଏ ଖୁସି ରହିବାକୁ ଇଛା କରନ୍ତି ତାଙ୍କୁ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ କରିବାକୁ ଈଛା କରନ୍ତି । ତେବେ ଦାନ କରିବା ଆଉ ଦୁଃଖୀ ଲୋକଙ୍କ ସାହାଯ୍ୟ କରିବା ସମସ୍ତଙ୍କ ପାଇଁ ଭଲ ଗୁଣ ହୋଇଥାଏ କିନ୍ତୁ ବିଷ୍ଣୁ ପୁରାଣରେ ଏମିତି କିଛି ଜିନିଷ ବିଷୟରେ କୁହା ଯାଇଛି ଯାହା ମଣିଷକୁ କେବେ କାହାକୁ ଦବା ଉଚିତ୍ ନୁହଁ ନଚେତ୍ ମାତା ଲକ୍ଷ୍ମୀ ଆପଣଙ୍କ ଘର ଛାଡ଼ି ପଲାନ୍ତି ।

୧- ବିଷ୍ଣୁ ପୁରାଣ ଅନୁଯାଇ ଯେଉଁ ବ୍ୟକ୍ତି ନିଜ ସ୍ତ୍ରୀ ଗହଣା କାହାକୁ ଦାନରେ ବା ସେମିତି ଉପହାରରେ ଦେଇଥାନ୍ତି ତାଙ୍କ ଘର୍ ଉନ୍ନତି ଆଉ ସମୃଦ୍ଧି ସେହି ସମୟରେ ଚାଲି ଯାଇଥାଏ । ତେବେ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ଜୀବନରେ ଯେତେ କଷ୍ଟ ହେଲେ ମଧ୍ୟ ବିବାହିତ ମହିଳାଙ୍କ ଗହଣା କାହାକୁ ଦିଅନ୍ତୁ ନାହିଁ । ତେବେ ଗହଣା ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ ସେଥିପାଇଁ ଭୁଲରେ ବି କାହାକୁ ଗହଣା ଦିଅନ୍ତୁ ନାହିଁ ।

୨- ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଝାଡୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାନ୍ତି ସେଥିପାଇଁ କେବେ ଭୁଲରେ ବି ଝାଡୁ କାହାକୁ ଦିଅନ୍ତୁ ନାହିଁ ଆଉ ନା କାହା ପାଇଁ ଝାଡୁ କିଣିକି ଆଣନ୍ତୁ । ଏହା ଆପଣଙ୍କ ଘର ପାଇଁ ଭଲ ଶୁଭ ନୁହଁ କାହିଁକି ନା ଝାଡୁ ଘର ନକାରାତ୍ମକ ଉର୍ଜା କୁ ଘରୁ ବାହାର କରିଥାଏ ଯାହା ଦ୍ଵାରା ଘରେ ସକାରାତ୍ମକ ଉର୍ଜା ପ୍ରବେଶ କରିଥାଏ ଆଉ ଆପଣଙ୍କ ଘର ସୁଖ ଶାନ୍ତି ନଷ୍ଟ ହୋଇଥାଏ ।

୩- ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ଧଳା ଜିନିଷ ଯେମିତିକି ଅଟା, ଦହି, ଚାଉଳ ଆଉ ଚୁନା ଏହି ଭଳି ଜିନିଷ କାହାକୁ ବି ଦାନରେ ଦିଅନ୍ତୁ ନାହିଁ ଆଉ ବିଶେଷ କରି ସନ୍ଧ୍ୟା ସମୟରେ ଏହି ଜିନିଷ କେବେ କାହାକୁ ଦେବେ ନାହିଁ । ଆପଣଙ୍କୁ ନିଜ ଘର୍ ସୁଖ ଶାନ୍ତି ଆଉ ଧନ ପ୍ରତି ଯଦି ଚିନ୍ତା ହୋଇଥାଏ ତେବେ ଆପଣ କେବେ ଏହି ଭୁଲ କରିବେ ନାହିଁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *