ଟିଭିର ଦମଦାର କଳାକାର Sharad Malhotraଙ୍କ ସ୍ତ୍ରୀ ଦେଖିବାକୁ ବହୁତ ହଟ୍ ଓ ବୋଲ୍ଡ

ସିରିଏଲ ଦୁନିଆ ବହୁତ ଭଲ ହୋଇଥାଏ କିନ୍ତୁ ଏଠି ବି ବ୍ୟକ୍ତିଙ୍କ ଭାଗ୍ୟ ଆଉ ପରିଶ୍ରମ ବହୁତ୍ ଆବଶ୍ୟକ ହୋଇଥାଏ ଯଦି ଆପଣ ସମୟ ସଠିକ ବ୍ୟବହାର କରିବା ଜାଣିବେ ନାହିଁ ଆଉ କାହାକୁ କେତେବେଳେ କଣ କହିବାର ଅଛି ଏ କଥା ପାଇଁ ଭାବୁଥିବେ ତେବେ ଯେତେ ସୁନ୍ଦର ହେଲେ ମଧ୍ୟ ଆପଣଙ୍କୁ କେହି ପଚାରିବେ ନାହିଁ । ତେବେ କଣ ଆପଣ ଜାଣିଛନ୍ତି ସିରିଏଲ ଦୁନିଆ ବା ସିନେମା ଦୁନିଆ ଏମିତି ଗୋଟେ ଦୁନିଆ ଯେଉଁଠାରେ ବ୍ୟକ୍ତି ଚାହିଁଲେ କେବଳ ଗୋଟେ ରାତିରେ ପ୍ରସିଧ ହୋଇପାରେ ଆଉ ବହୁତ ଲୋକଙ୍କୁ ଦର୍ଶକ ସିନେମା ଆଉ ସିରିଏଲରେ ତାଙ୍କ କାମ ଦେଖି ପସନ୍ଦ କରନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଅଭିନେତା ଆଉ ତାଙ୍କ ସ୍ତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବିବାହ ଏବେ କିଛି ମାସ ତଳେ ହୋଇଛି । ଆପଣ ମାନେ ଶରଦ ମଲ୍ହୋତ୍ରା ଙ୍କୁ ଜାଣିଥିବେ ଶରଦ ବହୁତ ଟିଭି  ସିରିଏଲରେ କାମ କରିଛନ୍ତି ସରଦଙ୍କ ଜନ୍ମ୍ ମୁମ୍ବାଇରେ ହୋଇଥିଲା ଆଉ ଛୋଟ ବେଳୁ ତାଙ୍କୁ ଅଭିନୟ କରିବାରେ ଆଉ ମାଡ଼ଲିଂଗ କରିବାରେ ବହୁତ ରୁଚିଥିଲା ।

ଶରଦଙ୍କ ଘର ଲୋକ ତାଙ୍କ ଏହି ରୁଚି ଦେଖିଲେ ଆଉ ତାଙ୍କୁ ଅଭିନୟ ନାଚ ଶିଖାଇଲେ ବଡ ହୋଇ ଶରଦ ମାଡ ଲିଙ୍ଗ କରିବାକୁ ଇଛା କଲେ ଯାହା ପରେ ତାଙ୍କ ଘର ଲୋକ ସେଥିରେ ମଧ୍ୟ ସପୋର୍ଟ କଲେ ଆଉ ତା ପରେ ତାଙ୍କୁ ସିରିଏଲ ପାଇଁ ଅଫାର ଆସିଲା ଆଉ ସେ ସିରିଏଲ ଲାଇନ କୁ ଆସିଲେ ।

ଏହା ପରେ ସେ କସମ, ବନୁ ମେ ତେରୀ ଦୁଲହନ ଭଳି ବହୁତ ପ୍ରସିଧ ଟିଭି ସିରିଏଲରେ କାମ କରିଥିଲେ । ତେବେ ତାଙ୍କ ଅଭିନୟ କେରିଅର ରେ ତାଙ୍କୁ ବେଷ୍ଟ ଅନ ସ୍କ୍ରିନ ଯୋଡ଼ି ପାଇଁ ଆୱାର୍ଡ଼ ମିଳିଥିଲା । ଏହା ଛଡା ଶରଦ ମହାରଣା ପ୍ରତାପ ସିରିଏଲରେ ମହାରଣା ଅଭିନୟ କରିଥିଲେ ।

ବର୍ତମାନ କିଛି ମାସ ତଳେ ତାଙ୍କ ବିବାହ ରିଚା ସହ ହୋଇଛି ଯିଏ ମାଡ ଲିଙ୍ଗ କରନ୍ତି ଆଉ ତାଙ୍କ ଘର ମଧ୍ୟ ମୁମ୍ବାଇରେ ଅଛି । ଶରଦ ନିଜ କାମକୁ ବହୁତ ମହତ୍ତ୍ଵ ଦେଇଥାନ୍ତି ସେଥିପାଇଁ ସେ ତାଙ୍କ ସୁଟିଙ୍ଗ ସବୁ ସାରି ବିବାହ ୪ ମାସ ପରେ ହନିମୁନ ପାଇଁ ଯାଇଥିଲେ । ତାଙ୍କ କାମରେ ସେ ବହୁତ କମ ଛୁଟି ନିଅନ୍ତି, ସେ କେବେ ଖାଲି ବସିବାକୁ ପସନ୍ଦ କରନ୍ତି ନାହିଁ ଆଉ ବହୁତ ଅଧିକ ବୁଲା ବୁଲି ମଧ୍ୟ କରନ୍ତି ନାହିଁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *