କେଉଁ ଫଳକୁ ଆମେ ନଧୋଇ, ନକାଟି ଖାଇପାରିବା? ୯୯% ଲୋକ ଉତ୍ତର ଦେବାରେ ଫେଲ

ଇନ୍ଟରଭିୟୁର ପ୍ରଶ୍ନ କଫି ମୁସ୍କିଲ ଅଟେ ଓ ଦିମାଗ ଖରାପ ହୋଇଯାଏ । ସେଥିପାଇଁ ଆଇଏଏସରେ ଇନ୍ଟରଭିଉରେ ପଚରା ଯାଉଥିବା କିଛି ଏମିତି ପ୍ରଶ୍ନର ଜବାବ ନେଇକି ଆସିଛୁ ଯାହା ଟ୍ରିକି ହେବା ସହିତ ମଜାଦାର ମଧ୍ୟ ଅଟେ । ଏହାକୁ ଜାଣି ଆପଣ ମାନଙ୍କୁ ମଜା ଆସିବ ଓ ସୂଚନା ମଧ୍ୟ ମିଳିବ । ଏହି ଟ୍ରିକି ପ୍ରଶ୍ନ ଆପଣଙ୍କ ଦିମାଗର ଯାଞ୍ଚ ପାଇଁ ପଚରାଯାଏ ।

୧-ଏମିତି କଣ ଅଛି ଯାହାକୁ କେବେବି ପାଣି ଓଦା କରିପାରିବେ ନାହିଁ?

ଉତ୍ତର-ଛାଇ,ଛାଇ କୁ ଆପଣ ଯେତେ ପାଣି ତାଉପରେ ଢାଳିଲେ ବି ଛାଇ କେବେବି ଓଦା ହୁଏନି ତାହା ସବୁବେଳେ ଅପରିବର୍ତ୍ତିତ ରହିବ । ଛାଇ ଏକ ଏପରି ଜିନିଷ ଯାହା ଆମ ସହିତ ଲାଗିକରି ରହିଥାଏ । ଛାଇ ର ରଙ୍ଗ କଳା ହୋଇଥାଏ । ଛାଇ ଆମ ଶରୀରକୁ କେବେବି ଛାଡି ଯାଇ ନଥାଏ । ଏହିଛାଇ କୁ ପାଣି କେବେବି ଓଦା କରିପାରିବ ନାହିଁ ।

୨-କେଉଁ ଫଳକୁ ଆମେ ବିନା ଧୋଇ ଖାଇ ପାରିବା?

ଉତ୍ତର-କର୍ମଫଳ

କର୍ମଫଳ ଏକ ଅପରିଜିନିସ ଜାହାକୁ ଧୋଇବା ପଡେନାହିଁ । ଯଦି କର୍ମ ଭଲ ଥିବ ତାହେଲେ ଫଲ ମିଠାଲଗେ,ଯଦି କର୍ମ ଖରାପ ଥିବ ତାହେଲେ ଫଳ ପିତା ଲାଗେ । ଏହି କର୍ମର ଫଳ ଆମକୁ ଶନି ଦେବ ଦେଇଥାନ୍ତି । ମଣିଷ ସବୁବେଳେ ନିଜର ଦୋଷ ନଦେଇ ନିଜର କର୍ମକୁ ଦୋଷ ଦେବା ଉଚିତ । ବର୍ତମାନ ମଣିଷ ଯେଉଁ ଠାରେ ଅଛି ତାର କର୍ମ ପାଇଁହି ଅଛି ଏବଂ ଭବିଷ୍ୟତରେ ଯେଉଁଠାରେ ଥିବ ତାର କର୍ମ ପାଇଁହି ଥିବ । ତେଣୁକରି ନିଜର କର୍ମ ଉପରେ ସଦା ସର୍ବଦା ଦୃଷ୍ଟି ରଖିଥାଅ ।

୩-ଜଣେ କୁଆଁରୀ କନ୍ୟା କଣ କରିପାରେ ନାହିଁ?

ଉତ୍ତର-ଯଜ୍ଞ

ଯଜ୍ଞ କରିବା କୁ ହେଲେ ପାତି ଆଉ ପତ୍ନୀ ଉଭୟଙ୍କ ର ଆବଶ୍ୟ ପଡିଥାଏ ଯଜ୍ଞ କୁ ସମ୍ପର୍ଣ୍ଣ କରିବାକୁ । ଗୋଟିଏ ଅବିବାହିତ କନ୍ୟା କୁ ଯଜ୍ଞ କରିବା ପାଇଁ ବାରଣ ଅଛି । ଯାହା ସୃଷ୍ଟିର ନିୟମ ଅଛି ତାହାକୁ ପାଳନ କରିବାକୁ ପଡିବ । ଏଣୁକରି ଆମେ ସୃଷ୍ଟିର ନିୟମର ବିପକ୍ଷରେ କଦାପି ଯାଇପାରିବାନି । ନୀତି ନିୟମ ଅନୁସା ରେ ଚାଲିବାକୁ ହେବ ।

୪-ଏମିତି କେଉଁ ଜିନିଷ ଅଛି ଯାହାକୁ ଦଶତଲା ବିଲ୍ଡିଂଗ ଉପରୁ ଫୋପାଡିଲେ ବି ତାର କିଛି ହୁଏନି, କିନ୍ତୁ ପାଣିରେ ଦେଲେ ମରିଯିବ?

ଉତ୍ତର-କାଗଜ

କାଗଜ ହେଉଛି ଏକ ଏପରି ଜିନିଷ ତାକୁ ଯେତେ ଉପରୁ ଫୋପାଡ ତାର କିଛିବି ହେବନି ପାରନ୍ତୁ ତାକୁ ଯଦି ପାଣିରେ ଦେବେ ସେ ବୋତାରି ପାଣିରେ ଖଣ୍ଡ ଖଣ୍ଡ ହୋଇଯିବ । କାଗଜ ହେଉଛି ଏକ ସୁକ୍ଷ୍ମ ପଦାର୍ଥ । ଏହାକୁ ବହୁତ ପରିମାଣରେ ବ୍ୟବହାର କରାଯାଇ ଥାଏ । ଏହି କାଗଜରୁ ବିଭିନ୍ନ ଘର କରଣ ଜିନିଷ ପ୍ରସ୍ତୁତ କରାଯାଇଥାଏ । ପିଲା ମାନେ ଏହି କାଗଜରେ ଖାତା କରିଥାନ୍ତି । କାଗଜର ମଧ୍ୟ ବହୁତ ଭଲ ଚାହିଦା ଅଛି ।

୫-କାହାର ଆଖି ଅଛି କିନ୍ତୁସେ ଦେଖି ପାରେନା?

ଉତ୍ତର-ଛୁଞ୍ଚି

ଛୁଞ୍ଚିର ଆଖି ଅଛି ମାନେ ଛୁଞ୍ଚିରେ ଥିବା କଣା ଯେଉଁଥିରେ ସୁତାକୁ ପୁରା ଯାଇ ଥାଏ । ଦୈନଦିନ ଜୀବନରେ ଛୁଞ୍ଚି ବହୁତ କାମରେ ଆସିଥାଏ । ଏହିଛୁଞ୍ଚିକୁ ଆମ ମଧ୍ୟ ସିଲେଇ ରେ ବ୍ୟବହାର କରିଥାଉ । ଏହି ଛୁଞ୍ଚି ଦେଖିବାକୁ ମୂନିଆ ହୋଇଥାଏ ।

ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ,ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ,ଧନ୍ୟବାଦ ।

Leave a Reply

Your email address will not be published. Required fields are marked *