ନିଜ ରୋସେଇ ଘରେ କେବେବି ଏହି ସବୁ ଜିନିଷ ରଖନ୍ତୁ ନାହିଁ… ନଚେତ ଘରକୁ ଆସିଥାଏ ଦାରିଦ୍ର୍ଯତା

ଶାସ୍ତ୍ରରେ ମଣିଷ ଜିବନ ସମ୍ବନ୍ଧିତ ବହୁତ୍ କଥା କୁହା ଯାଇଛି । ଏହା ଛଡ଼ା ବାସ୍ତୁ ଅନୁଯାଇ ଘର ମୁଖ ଆଉ ବାସ୍ତୁ ଅନୁଯାଇ କେଉଁ ଜିନିଷ କେଉଁ ସ୍ଥାନରେ ରଖିଲେ ଉତ୍ତମ ହବ ତାହା ବିଷୟରେ ମଧ୍ୟ କୁହା ଯାଇଛି । ବାସ୍ତୁ ଅନୁଯାଇ ଘରର ରୋଷେଇ ଘର ପରିବାର ଲୋକଙ୍କ ସ୍ବାସ୍ଥ୍ୟ ହୋଇଥାଏ ଯଦି ସଠିକ୍ ବାସ୍ତୁ ଅନୁଯାଇ ରୋଷେଇ ଘର ନଥାଏ ତେବେ ଘରର ଲୋକଙ୍କ ସ୍ବାସ୍ଥ୍ୟ ସବୁବେଳେ ଖରାପ ରହିଥାଏ ଏହି କଥା ଶୁଣିବାକୁ ଅଜବ ଲାଗି ପାରେ କିନ୍ତୁ ଏହା ସତ ଅଟେ ।

ରୋଷେଇ ଘର କେବେବି ଅଗ୍ନି ଦିଶାରେ ରହିବା ଉଚିତ୍ ନୁହଁ ଆଉ ଖାଇବା ବେଳେ ସମସ୍ତଙ୍କୁ ପୂର୍ବ ଆଡ଼କୁ ମୁଖ କରି ଖାଇବା ଉଚିତ୍ ଏହା ଦ୍ୱାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ତେବେ ଆସନ୍ତୁ ଜାଣିବା କଣ କରିବା ଦ୍ୱାରା ଆପଣଙ୍କ ଘର ପରିବାର ସୁଖରେ ରହିଥାଏ ।

୧- ଶାସ୍ତ୍ର ଅନୁଯାଇ ପଶ୍ଚିମ ବା ଉତ୍ତର ଦିଗକୁ ମୁହଁ କରି ରୋଷେଇ କରିବା ଜମାବି ଭଲ ନୁହଁ, ତେବେ ଏହି ଦିଗକୁ ମୁହଁ କରି ଯଦି ଆପଣ ରୋଷେଇ କରନ୍ତି ତେବେ ଆପଣଙ୍କ ଘର ଲୋକଙ୍କୁ ଆଣ୍ଠୁ ଗଣ୍ଠି ସମସ୍ୟା ଦେଖା ଯାଇଥାଏ । ଏହା ଛଡ଼ା ଆପଣଙ୍କ ଘରେ ଆର୍ଥିକ ସମସ୍ୟା ବହୁତ୍ ଅଧିକ ବଢ଼ିଯାଇଥାଏ ଆଉ ଆପଣଙ୍କ ଧାର କରଜ କରିବା ଭଳି ସମସ୍ୟା ଦେଖା ଦେଇଥାଏ । ତେବେ ଭୁଲରେ ମଧ୍ୟ ଏହି ଦିଗରେ ମୁହିଁ କରି ରୋଷେଇ କରନ୍ତୁ ନାହିଁ ।

୨- ଶାସ୍ତ୍ର ଅନୁଯାଇ ଯେଉଁ ଘର ରୋଷେଇ ଘର ଝରକା ପୂର୍ବ ଦିଗକୁ ରହିଥାଏ ସେହି ଘରେ ସୁଖ ଶାନ୍ତି ଓ ସମୃଦ୍ଧି ବାସ କରିଥାନ୍ତି । ପୂର୍ବ ଦିଗରେ ମୁହିଁ କରି ରୋଷେଇ କଲେ ଆପଣଙ୍କ ଜୀବନରେ କିଛି ବି ଅସୁବିଧା ଆସିଥାଏ ଆପଣଙ୍କୁ ବହୁତ୍ ଭଲ ଅନୁଭବ ହୋଇଥାଏ ।

୩- ତେବେ ଶାସ୍ତ୍ର ଅନୁଯାଇ ଯେଉଁ ରୋଷେଇ ଘରେ ଅଳିଆ ଆଉ ଝାଡୁ ରଖା ଯାଇଥାଏ ଆଉ ଚପଲ ବ୍ୟବହାର ହୋଇଥାଏ ସେହି ଘରେ ମାତା ଅନ୍ନପୂର୍ଣ୍ଣା ବାସ କରନ୍ତି ନାହିଁ ଆଉ ଆପଣଙ୍କୁ ଅନ୍ନ ମିଳିବାକୁ ଅସୁବିଧା ହୋଇଥାଏ । ଆପଣ ନିଜ ଜୀବନରେ ଯେତେ ଚେଷ୍ଟା କଲେ ମଧ୍ୟ ସଫଳତା ପାଇ ପାରନ୍ତି ନାହିଁ ଜୀବନରେ ଯେତେ ଖରାପ ପରିସ୍ଥିତି ଆସିଥାଏ ଆମେ ତାକୁ ଅନ୍ୟ କାରଣ ଦେଇଥାଉ କିନ୍ତୁ ଏହା ସତ ଯେ ଆମ ବ୍ୟବହାର ଆଉ କାମ ର ପ୍ରଭାବ ଦ୍ୱାରା ସବୁ କିଛି ହୋଇଥାଏ ।

୪- ଶାସ୍ତ୍ର ଅନୁଯାଇ ଯେଉଁ ଘରେ ଟ୍ୟାପ ରୁ ପାଣି ଟପ୍ ଟପ୍ ହୋଇ ପଡ଼ିଥାଏ ସେହି ଘରେ ଧନର ହାନି ବହୁତ୍ ମାତ୍ରାରେ ହୋଇଥାଏ ଆଉ ଏହି ହାନିକୁ କେହିବି ଅଟକାଇ ପାରିବେ ନାହିଁ ସେଥିପାଇଁ ଘର ଟ୍ୟାପ୍ ଉପରେ ନଜର ରଖିବା ଆପଣଙ୍କ କାମ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *