କଥା କଥାରେ କାନ୍ଦୁଥିବା ଲୋକଙ୍କ ଗୁଣ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ…

ଏଥିରେ କୌଣସି ସନ୍ଦେହ ନହିଁ ଯେଉଁମାନେ ଅଧିକ କାନ୍ଦି ଥାନ୍ତି ତାକୁ ଦୁନିଆ ବହୁତ କମଜୋର ମଣିଷ ଭାବିଥାଏ । ଆପଣ କୁହନ୍ତୁ କନ୍ଦିବା ବାସ୍ତବରେ କଣ ବହୁତ ଖରାପ ହୋଇଥାଏ । କଣ କାନ୍ଦୁଥିବା ମଣିଷ ବହୁତ କମଜୋର ହୋଇଥାଏ । ଏହା ଆମ ସମାଜର ହିଁ ଭୁଲ ହୋଇଥାଏ ସେମାନେ ଭାବିଥାନ୍ତି କନ୍ଦିବା କମଜୋର ଲୋକଙ୍କ ନିଶାନି ହୋଇଥାଏ । ଏହା ଆମେ ଆପଣଙ୍କୁ ବତେଇବୁ ଏହା ପୁରା ସତ୍ୟ ହୋଇନଥାଏ । ଯେଉଁ ଲୋକ ଅଧିକ କାନ୍ଦିଥାନ୍ତି ଭାବନାତ୍ମକ ରୂପରେ କାନ୍ଦୁଥିବା ଲୋକଙ୍କ ଠାରୁ ବହୁତ ଭଲ ହୋଇଥାନ୍ତି ।

ଆଜି ଆମେ କହିବୁ ସବୁ ମଣିଷଙ୍କ ପାଇଁ କନ୍ଦିବା କେତେ ଜରୁରୀ ହୋଇଥାଏ । ଆଉ କାନ୍ଦିବାର କଣ ଫାଇଦା ହୋଇଥାଏ । ହୋଇପାରେ ଶୁଣିବାରେ ଏହା ବହୁତ ଆଶ୍ଚର୍ଯ୍ୟ ଲାଗୁଥିବ  କିନ୍ତୁ ବାସ୍ତବରେ କାନ୍ଦିବାର ମଧ୍ୟ ବହୁତ ଫାଇଦା ହୋଇଥାଏ । ଆସନ୍ତୁ ଜାଣିବା । କୌଣସି ଟେନସନ ବଢିବା ପରେ ମଧ୍ୟ ଯଦି ଆପଣ କାନ୍ଦୁନଥାନ୍ତି ଏହା ଦ୍ଵାରା ଆପଣଙ୍କ ଭିତରେ ଖରାପ ଊର୍ଜାର ସଂଚାର ହୋଇଥାଏ । କନ୍ଦିବା ଦ୍ଵାରା ନିଜକୁ ଚିନ୍ତା ଶୂନ୍ୟ କରିପାରିବେ । ଆଉ ଆପଣଙ୍କ ସାରା ଟେନସନ ବାହାରକୁ ବାହାର କରିପାରିବେ ।


ଚିନ୍ତା ଲାଗି ହିଁ ହୃଦୟ ଜନିତ ସମସ୍ଯା, ହାଇପରଟେନସନ , ଡାଇବେଟିସ ଭଳି ବହୁତ ରୋଗ ହୋଇଥାଏ ।ସେଥିପାଇଁ ଏହି ବିମାରୀରୁ ବଞ୍ଚିବା ପାଇଁ  କନ୍ଦିବା ବହୁତ ଜରୁରୀ ହୋଇଥାଏ । ଏହାଛଡା ଯେବେ ଆମେ କାନ୍ଦିଥାଉ ଏହା ଭାବିଥାଉକି ଲୋକ ଆମକୁ କମଜୋର ନ କୁହନ୍ତୁ । ଯେଉଁ ଲୋକ ଅନ୍ୟ ଲୋକଙ୍କ ଆଗରେ କାନ୍ଦିକି ମନ ହଲ୍କା କରିଥାନ୍ତି ତାଙ୍କୁ ଏହି ଡର ନଥାଏ । ସେଥିଲାଗି ଲୋକଙ୍କୁ ନ ଡରି କନ୍ଦିବା ଉଚିତ । ଏହା ଦ୍ଵାରା ଆପଣଙ୍କ ମନରେ କୌଣସି ପ୍ରକାର ଦୁଃଖ ଯେମିତି ନରହିବ । ଯେମିତି ଆପଣ କାନ୍ଦି ଥାନ୍ତି ଆପଣ ଭାବନାର କଦର ଓ ଇଜ୍ଜତ କରିଥାନ୍ତି ।

ଏହାପରେ ମନରେ ଦାବି ରହିଥିବା ଭାବ ଓ ଦୁଃଖ ଦୂର ହୋଇଥାଏ । ଆମ ସମାଜରେ ଏହା କୁହାଯାଇ ଥାଏକି କନ୍ଦିବା ପୁଅ ମାନକୁ ସୋଭା ଦେଇନଥାଏ । ସମସ୍ତେ ଏହା ମଣିଥାନ୍ତି କନ୍ଦିବା କେବଳ ଝିଅମାନଙ୍କୁ ହିଁ ସୋଭା ଦେଇଥାଏ । ଯଦି କୌଣସି ପୁରୁଷ ଅଲଗା ଲୋକ ଆଗରେ କାଣ୍ଡିବାକୁ ଲାଗିଥାଏ ତାର ମାନେ ଏହା ନୁହେଙ୍କି ସେ କମଜୋର ହୋଇଥାଏ । ଏହାର ମାନେ ଏହାକି ସମଯରେ ଥୋପା ଯାଇଥିବା ନିୟମକୁ ପସନ୍ଦ କରିନଥାନ୍ତି । ଆମେ ଆପଣଙ୍କୁ ଏହା କହିବୁ ଦୁନିଆର ଚିନ୍ତା ନକରି ନିଜ ଦୁଃଖକୁ ଲୁହ ଦ୍ଵାରା ବାହାର କରୀ ଦିଅନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *