ବଡ ଖବର ! ରାସନ କାର୍ଡ ଥିଲେ ନିହାତି ଦେଖନ୍ତୁ ଏହି ସୂଚନା, କଟିପାରେ ଆପଣଙ୍କ ରାସନ କାର୍ଡ… ନୂଆ ବ୍ୟବସ୍ଥା ଘୋଷଣା କଲେ ସରକାର

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଗରିବ ଲୋକ ମାନଙ୍କ ପାଇଁ ରାଜ୍ୟ ସରାକର ରାସନ କାର୍ଡ ର ସୁବିଧା କରିଛନ୍ତି । ଏହି ରାସନ କାର୍ଡ ଜରିଆରେ ମାସକୁ ଚାଉଳ, ଗହମ, ଚିନି ଇତ୍ୟାଦି ସାମଗ୍ରୀ ଲୋକ ମାନେ ପାଇଥାନ୍ତି । କିନ୍ତୁ ଆଜକାଲି ଦେଶରେ ରାସନ କାର୍ଡ କୁ ନେଇ ଅନେକ କଥା ସାମ୍ନା କୁ ଆସୁଛି । ରାସନ କାର୍ଡ ବ୍ୟବହାରକୁ ନେଇ ଅନେକ ସମୟରେ ବିଭିନ୍ନ ତଥ୍ୟ ସାମ୍ନା କୁ ଆସୁଛି ।

ବର୍ତ୍ତମାନ ରାସନ କାର୍ଡ ଧାରୀ ଙ୍କ ଲାଗି ବଡ ଖବର ଆସି ପହଞ୍ଚିଛି । ଏଇ ମାନଙ୍କର କଟିବ ରାସନ କାର୍ଡ । ଯାହାକୁ ନେଇ ଏବେ ଗାଇଡ ଲାଇନ ରେ ଆସିଲା ନୂଆ ବ୍ୟବସ୍ଥା । ରାସନ କାର୍ଡ ଧାଡ଼ି ଧାନ ଦିଅନ୍ତୁ । ଏଣିକି ଆପଣଙ୍କୁ ଆଉ ମିଳି ନ ପାରେ ସରକାରି ରାସନ । କିନ୍ତୁ ସମସ୍ତଙ୍କର ରାସନ କାର୍ଡ କଟିଯିବ ବୋଲି ଏଠାରେ କୁହାଯାଇ ନାହି । କିନ୍ତୁ ଅଧିକାଂଶ ହିତାଧିକାରୀ ଙ୍କ କଟିଯିବ ରାସନ କାର୍ଡ ।

ସେହି ମାନଙ୍କର ରାସନ କାର୍ଡ କଟିବ ଯେଉଁ ମାନଙ୍କର ସରକାରଙ୍କ ନିର୍ଧାରଣ ଅନୁସାରେ ଯୋଗ୍ୟ ବିବେଚିତ ହେବେ ନାହି । ସରକାରଙ୍କ ପାଖ ରୁ ଘୋଷଣା ହୋଇଥିବା ନିୟମ ଅନୁଯାୟୀ 2023 ମସିହା ସୁଧା ଯେଉଁ ମାନେ ରାସନ ପାଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଅଯୋଗ୍ୟ ଭାବେ ବିବେଚିତ ହୋଇଛନ୍ତି । ଏହା ପରେ ବି ସେମାନେ ସରକାରୀ ସୁବିଧା ପାଉଛନ୍ତି ।

କିନ୍ତୁ ଅନେକ ଯୋଗ୍ୟ ହିତାଧିକାରୀ ରାସନ ପାଇବାରୁ ବଞ୍ଚିତ ହେଉଛନ୍ତି । ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କ ପାଖରେ ରାସନ ପହଞ୍ଚାଇବାକୁ ଏବେ ସରକାର ଉଦ୍ୟମ କରୁଛନ୍ତି । ଏବେ ଆସନ୍ତୁ ଜାଣିବା କେଉଁ ମାନଙ୍କର କଟିବ ରାସନ କାର୍ଡ ? ଯେଉଁ ହିତାଧିରାଇ ଙ୍କର ଫ୍ଲାଟ କିମ୍ବା 100 ବର୍ଗ ମିଟର ରୁ ଅଧିକ ଏରିଆରେ ଘର ଥିବ ସେମାନଙ୍କର କଟିଯିବ ରାସନ କାର୍ଡ ।

ଯେଉଁ ମାନଙ୍କର 4 ଚକିଆ ଯାନ ଅଛି ସେମାନଙ୍କର ମଧ୍ୟ ରାସନ କାର୍ଡ କଟିବ । ଟ୍ରାକ୍ଟର, ଅସ୍ତ୍ର ଶସ୍ତ୍ର ଲାଇସେନ୍ସ ଥିଲେ ମଧ୍ୟ ମିଳିବ ନାହି ଆଉ ରାସନ କାର୍ଡ । ଗାଁ ରେ 2 ଲକ୍ଷ ଓ ସହର ରେ ବାର୍ଷିକ 3 ଲକ୍ଷ ରୁ ଅଧିକ ରୋଜଗାର କରୁଥିବା ବ୍ୟକ୍ତି ମାନଙ୍କୁ ଆଉ ମିଳିବ ନାହି ରାସନ । ଯଦି ଆପଣ ମାନେ ଏହି ନିୟମ ସବୁ ରେ ଖିଲାଫ କରିଛନ୍ତି ତେବେ ଆପଣଙ୍କର କଟିଯିବ ରାସନ କାର୍ଡ ।

ଏମିତିକି ନିୟମ ହେବ ପରେ ବି ଯେଉଁ ମାନେ ରାସନ କାର୍ଡ ନ ଫେରାଇବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବେ ସରକାର । ଖାଲି ଏତିକି ନୁହେଁ ବର୍ମ ଯେଉଁ ଦିନରୁ ସେମାନେ ରାସନ ନେଇଛନ୍ତି ସେହି ଦିନରୁ ସେମାନଙ୍କୁ ରାସନ ଫେରାଇବାକୁ ପଡିବ ବୋଲି କୁହା ଯାଇଛି । ଯଦି ଆପଣ ନିଜକୁ ଅଯୋଗ୍ୟ ଭାବୁ ଛନ୍ତି ତେବେ ତୁରନ୍ତ ପ୍ରଶାସନ ସହ ଯୋଗାଯୋଗ କରି ରାସନ କାର୍ଡ ଫେରାଇ ଦିଅନ୍ତୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *