ନିକ୍ ପ୍ରିୟଙ୍କା, ଦୀପିକା ରଣବୀରଙ୍କ ପରେ ଖୁବ ଶୀଘ୍ର ବାହା ହେବେ ବଲୀଉଡର ଏହି ବଡ ଅଭିନେତ୍ରୀ, ବର କନ୍ୟାଙ୍କ ନାଁ ଶୁଣିଲେ ଆପଣ ବିଶ୍ୱାସ କରିପାରିବେନି

ବିଗତ କିଛି ଦିନ ତଳେ ବଲୀଉଡ ରେ ସବୁ ବଡ ବଡ ତାରକା ମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ନିଜର ନୂଆ ଜୀବନ ଆରମ୍ଭ କରିଛନ୍ତି। ସେମାନଙ୍କ ମଧ୍ୟରେ ରନବୀର ଦୀପିକା ଓ ନିକ୍ ପ୍ରିୟାଙ୍କା ନିଜର ବିବାହକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି। କିନ୍ତୁ ଗତ ବର୍ଷ ଏମାନଙ୍କ ବ୍ୟତୀତ ସୋନାମ କପୁର, କପିଲ, ଇଶା ଅମ୍ବାନୀ ଆଦି ବଡ ବଡ ସେଲିବ୍ରିଟୀ ମାନେ ମଧ୍ୟ ଏହି ଲିଷ୍ଟ ରେ ଅଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ଲିଷ୍ଟ ରେ ଯୋଡିବାକୁ ଯାଉଥିବା ଆଉ ଏକ ଯୋଡ଼ିଙ୍କ ନା କହିବାକୁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଏହି ୱେଡିଙ୍ଗ୍ ସିଜିନ୍ ଯେଉଁଠି ବ୍ୟାକ୍ ଟୁ ବ୍ୟାକ୍ ବାହାଘର ହେଉଛି ସେପଟେ ଅଭିନେତ୍ରୀ କ୍ୟାଟରିନା କେଫ୍ ଙ୍କର ବାହାଘର ହେବାର ଖବର ଶୁଣିବାକୁ ମିଳୁଛି । ଆପଣଙ୍କୁ କହିଦେବୁ କି ବଲିଉଡ୍ ରୁ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଅନୁସାରେ କୁହାଯାଉଛି କି କ୍ୟାଟରିନା କୈଫ୍ ବହୁତ ଜଲଦି ବାହାହେବାକୁ ଯାଉଛନ୍ତି। ଆଜିର ସମୟରେ କ୍ୟାଟରିନା ଯେଉଁ ସଫଳତା ହାସିଲ୍ କରିଛନ୍ତି ତାହା ଏତେ କମ୍ ଦିନରେ କାହା ଦ୍ୱାରା ସମ୍ଭବପର ନୁହେଁ ।

ଯେମିତି ଦୀପିକା ରଣବୀର ବାହାଘର ପରେ ଏବେ କ୍ୟାଟରିନା କୈଫ୍ ଙ୍କ ବିବାହ କଥା ସାମ୍ନାକୁ ଆସିଛି ।  ରଣବୀର କପୁରଙ୍କ ସହ ବ୍ରେକ୍ଅପ ହେବା ପରେ କ୍ୟାଟରିନା ବହୁତ ଭାଙ୍ଗି ପଡିଥିଲେ , କିନ୍ତୁ ସେ ନିଜକୁ ସମ୍ଭାଳି ଏବେ ଜଲଦି ହିଁ  ବିବାହ କରିବାର ସ୍ୱପ୍ନକୁ ପୂରା କରିବାକୁ ଯାଉଛନ୍ତି । ତେବେ ସେ କାହାକୁ ବିବାହ କରିବେ ଆସନ୍ତୁ ଜାଣିବା।

ଆପଣ ମାନେ ତ ଜାଣିଛନ୍ତି ସଲମାନ ଖାଁଙ୍କ ହୃଦୟରେ ତାଙ୍କ ପାଇଁ ଏକ ଖାସ୍ ଜାଗା ଅଛି ।  ଆଜିକାଲି ଦୁହେଁ ବହୁତଥର ଏକା ସହ ନଜରରେ ଆସୁଛନ୍ତି । କ୍ୟାଟରିନା ଏବେ ସଲମାନଙ୍କ ହୃଦୟରେ ପୁଣିଥରେ  ଜାଗା କରିବା ପାଇଁ ଚେଷ୍ଟାରେ ଅଛନ୍ତି , ସୁତ୍ରରୁ ଜଣା ପଡିଛି କି ସଲମାନ ଓ କ୍ୟାଟରିନା ଜଲଦି ହିଁ ବିବାହ କରିବାକୁ ଯାଉଛନ୍ତି , କିନ୍ତୁ ଏପର୍ଯ୍ୟନ୍ତ ଏହି କଥା ସ୍ପଷ୍ଟ ହୋଇନାହିଁ ।  ଏହି କଥା ସ୍ପଷ୍ଟ କି ସଲମାନଙ୍କ ହୃଦୟରେ କ୍ୟାଟରିନାଙ୍କ ଛଡା ଅନ୍ୟ କେହି ଜାଗା ନେଇପାରିବେ ନାହିଁ , ଏମିତିରେ ତାଙ୍କ ବାହାଘର ଖବର ବହୁତ ପରିମାଣରେ ସତ ଲାଗୁଛି ।

କୁହାଯାଉଛି କି ସଲମାନ ଖାଁ ବଲିଉଡ୍ ରେ କ୍ୟାଟରିନା କୈଫ୍ ଙ୍କୁ ଏଣ୍ଟ୍ରି କରାଇଥିଲେ , ତାଙ୍କ ହିଟ୍ ଫିଲ୍ମ ଗୁଡିକ ମଧ୍ୟରୁ ମୈନେ ପ୍ୟାର୍ କ୍ୟୁ କିୟା, ସଲମାନଙ୍କ ସହ ଥିଲା , ଏହି ଫିଲ୍ମ କୁ ଡେଭିଡ୍ ଧବନଙ୍କ ଦ୍ୱାରା ନିର୍ଦ୍ଧେଶନା ଦିଆହୋଇଥିଲା , ଏହା ଛଡା ସେମାନେ ନମସ୍ତେ ଲଣ୍ତନ, ପାର୍ଟନର୍, ୱେଲକମ୍ ଓ ଜିନ୍ଦେଗୀ ନା ମିଲେଗି ଦୋବାରା ପରି ହିଟ୍ ଫିଲ୍ମ କରିଥିଲେ ଓ ତାପରେ ସେ ପଛକୁ ବୁଲି ଅନାଇ ନାହାନ୍ତି ।

Leave a Reply

Your email address will not be published. Required fields are marked *