କେବଳ ଏହାର 1 ଚାମଚ ପ୍ରୟୋଗ କରନ୍ତୁ, ଗଳା ସଂକ୍ରମଣ ଭଳି ସମସ୍ୟା ତୁରନ୍ତ ଭଲ ହୋଇଯିବ(Health Tips)

ବିଭିନ୍ନ କାରଣ ଯୋଗୁ ଗଳା ବସିବା ସମସ୍ଯା ହୋଇଥାଏ । କିଛି କ୍ଷେତ୍ର ରେ ଅଧିକ ଥଣ୍ଡା ହେଲେ ଗଳା ସଂକ୍ରମଣ ସମସ୍ଯା ସୃଷ୍ଟି ହୋଇଥାଏ । ଯାହା ଦ୍ଵାରା ବ୍ୟକ୍ତି ଠିକ ଭାବେ କଥା କହିପାରେ ନାହି କି ଠିକ ଭାବେ ଖାଦ୍ୟ ଖାଇପାରେ ନାହି । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ସେବନ କରିବା ଦ୍ଵାରା ଗଳା ସମ୍ଭଧିତ ସମସ୍ଯା ଦୂର ହୋଇଯିବ ।  ଏହି ଉପଚାର ପାଇଁ ଆବଶ୍ୟକ ରହିଛି ପିପଳି ଚେର । ଏହି ଚେରର ଭଲ ଭାବେ ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଅଧ କହମଛା ଚେରର ଗୁଣ୍ଡ ଏକ ପାତ୍ରରେ ନିଅନ୍ତୁ । ଏହା ପରେ ସେନ୍ଧା ନମକ ନିଅନ୍ତୁ । ଏହା ପରେ ଆବଶ୍ୟକ ରହିଛି ହରିଡା ।

ହରିଡାରୁ ଗୋଟିଏ ମଞ୍ଜି ବାହାର କରି ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ହରିଡା ଗୁଣ୍ଡର ଅଧ ଚାମଚ ପିପଳି ଚେରର ଗୁଣ୍ଡ ଓ ସେନ୍ଧା ନାମକରେ ଭଲ ଭାବେ ମିଶ୍ରଣ କାରନ୍ତୁ । ଏହା ପରେ ଶେଷ ସାମଗ୍ରୀର ଆବଶ୍ୟକତା ରହିଛି ଏକ ଚାମଚ ମହୁ ଯାହାକୁ ଏହି ମିଶ୍ରଣରେ ଭଲ ଭାବେ ମିଶାନ୍ତୁ । ଏହା ଗଳା ସମସ୍ୟାରୁ ମୁକ୍ତି ପାଇବାରେ ସାହାଜ୍ଯ କରିଥାଏ । ଆପଣ ଏହି ପେଷ୍ଟକୁ ଦିନକୁ ମାତ୍ର ଗୋଟିଏ ଠାରେ ସେବନ କରନ୍ତୁ । ଏହି ହୋମ ରେମେଡି ର ପ୍ରୟୋଗ କରିବା ଦ୍ଵାରା ଗଳା ସଂକ୍ରମଣ ସମସ୍ଯା ଦୂର ହୋଇଯିବ । ଏହା ଏକ ପ୍ରାକୃତିକ ଓ ଆୟୁର୍ବେଦିକ ଉପଚାର ଅଟେ । ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହି ।

ଏହା ବ୍ଯତୀତ ଯଦି ଆପଣଙ୍କର ଅଧିକ ଦିନ ହେବ କାଶ ହେଉଛି ବା ଗଳା ବସି ଯାଇଛି ତେବେ ଏହାର ନିବାରଣ ପାଇଁ ଆପଣ ଏକ ଚାମଚ ମହୁ ପ୍ରତି ଦିନ ୩ ଥର ଲେଖାଏ ସେବନ କରନ୍ତୁ । ଆପଣଙ୍କର ଯେତେ ପୁରୁଣା କାଶ ବା ଗଳା ସମସ୍ଯା ହୋଇଥିଲେ ତାହା ଦୂର ହୋଇଯିବ । ଯଦି ଆପଣଙ୍କର ଗଳା ଭିତରେ ଘା ହୋଇ ଯାଇଛି ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଏକ ସହଜ ଘରୋଇ ଉପଚାର ରହିଛି । ଏଥିପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ଏକ ଚାମଚ ମହୁ ସହ ଫାଲେ ଲେମ୍ବୁ ରସ ମିଶ୍ରଣ କରନ୍ତୁ ।

ଲେମ୍ବୁରେ ଏମିତି ପୋଷାକ ତତ୍ତ୍ଵ ରହିଛି ଯାହା ଗଳା ସମସ୍ଯାରୁ ମୁକ୍ତି ଦେଇଥାଏ । ଏହାର ମିଶ୍ରଣକୁ ଆପଣ ଅଳ୍ପ ଅଳ୍ପ କରି ସେବନ ଅକରନ୍ତୁ । ଏହା ଦ୍ଵାରା ଗଳାରେ ହୋଇଥିବା ଘା ତୁରନ୍ତ ଭଲ ହୋଇଯିବ । ଏହା ସହ ଯଦି ତଣ୍ଟି ବସି ଯାଇଛି ବା ସ୍ଵର ଭଙ୍ଗ ହେଉଛି ତେବେ ଏହା ତୁରନ୍ତ ଭଲ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *