କେବଳ ୫ ମିନିଟରେ ଗମ୍ଭୀର ରୁ ଗମ୍ଭୀର ମୁଣ୍ଡବିନ୍ଧା ଗାୟବ ହୋଇଯିବ

ଆପଣ ମାନେ ସମସ୍ତେ କେବେ ନା କେବେ ମୁଣ୍ଡ ବିନ୍ଧା ଶିକାର ହୋଇଥିବେ, କିଛି ଲୋକ ଏମିତି ହୋଇଥାନ୍ତି ଯାହାର ମୁଣ୍ଡବିନ୍ଧା ସାମାନ୍ଯ ହୋଇଥାଏ ଓ ପ୍ରତିଦିନ ହୋଇଥାଏ ଯାହା ପାଇଁ ସେ ଡକ୍ଟର ପାଖକୁ ଯାଇଥାନ୍ତି କିନ୍ତୁ ଡକ୍ଟର ଚେକ କରି ଔଷଧ ଦେଲେ କେବଳ ଔଷଧ ପ୍ରଭାବ ସମୟରେ ଏହା ବନ୍ଦ ହୋଇଥାଏ ଓ ପ୍ରଭାବ ସାରିବା ମାତ୍ରେ ଆରମ୍ଭ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ମୁଣ୍ଡବିନ୍ଧା ମୂଳରୁ ସମାପ୍ତ ହୋଇଥାଏ ଓ ଆପଣଙ୍କୁ ବହୁତ ଭଲ ଅନୁଭବ ହୋଇଥାଏ, ତେବେ ଆସନ୍ତୁ ଏହାକୁ ବନେଇବା ବିଧି ବିଷୟରେ ଜାଣିବା ।

Image Courtesy: Google

୧. ଆସନ୍ତୁ ପ୍ରଥମ ଉପଚାର ବିଷୟରେ ବିସ୍ତାର ସହ ଜାଣିବା ଏହା ପାଇଁ ପ୍ରଥମେ ଆପଣଙ୍କୁ ଗୋଟେ ବଡ ବା ଦୁଇଟି ଛୋଟ ଅଦା ନବାର ଅଛି, ପ୍ରଥମେ ଆପଣ ଏହି ଅଦା ସଫା କରି ଧୋଇ ନିଅନ୍ତୁ ଏହା ପରେ ଅଦା ଛେଚି ବା ଗ୍ରାଇଣ୍ଡ କରି ଆପଣ ଏହାର ରସ ବାହାର କରି ନିଅନ୍ତୁ । ତେବେ ଅଦା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ଅଦା ସେବନ ଦ୍ଵାରା ଶରୀରରେ ଥଣ୍ଡା ପ୍ରଭାବ ପଡିନଥାଏ ଆମ ଶରୀର ସୁସ୍ଥ ରହିଥାଏ ।

Image Courtesy: Google

ତେବେ ଅଦା ରସ ତିଆରି କଲା ପରେ ଅପନାଙ୍କୁ ଏହି ଉପଚାର ପାଇଁ ଆଉ ଦୁଇଟି ଜିନିଷ ଆବଶ୍ୟକ ହୋଇଥାଏ ତାହା ହେଉଛି ଲବଙ୍ଗ ଓ ମହୁ ଆପଣ ଦୁଇ ଚାମଚ ଅଦା ରସରେ ଦୁଇଟି ଲବଣ ପକାନ୍ତୁ ଏହା ପରେ ଗୋଟେ ଚାମଚ ଶୁଦ୍ଧ ମହୁ ମିଶାନ୍ତୁ ଚେଷ୍ଟା କରନ୍ତୁ ଶୁଦ୍ଧ ମହୁ ଖାଇବା ପାଇଁ ଏହା ଆପଣଙ୍କ ଶରୀର ପାଇଁ ବହୁତ ଭଲ ହୋଇଥାଏ ଏହା ଛଡା ଲବଙ୍ଗ ଆପଣଙ୍କ ମୁଣ୍ଡବିନ୍ଧା ସବୁ ସମସ୍ଯା ଦୂର କରିବାରେ ସାହାଜ୍ଯ କରିଥାଏ ତେବେ ଏହି ମିଶ୍ରଣକୁ ଆପଣଙ୍କୁ ଯେତେବେଳେ ଇଛା ଆପଣ ସେବନ କରି ପାରିବେ କିନ୍ତୁ ଗୋଟେ ଦିନରେ ଠାରେ କରନ୍ତୁ କିଛି ଦିନ ଭିତରେ ଆପଣଙ୍କୁ ଲାଭ ଅନୁଭବ ହବ ।

Image Courtesy: Google

୨. ତେବେ ଦୁତୀୟ ଉପଚାର ଆପଣଙ୍କ ପାଇଁ ଆହୁରି ଲାଭଦାୟକ ଅଟେ ତେବେ ଏହା ପାଇଁ ମଧ୍ୟ ଆପଣଙ୍କୁ ଅଦା ରସ ଦରକାର ଅଟେ, ପ୍ରଥମେ ଆପଣ ଅଦା ରସ ବାହାର କରନ୍ତୁ ଓ ଦୁଇ ଚାମଚ ଅଦା ରସରେ ଗୋଟେ ଚାମଚ ଡାଲଚିନୀ ଗୁଣ୍ଡ ପକାନ୍ତୁ, ଏହାକୁ ଭଲ ଭାବରେ ମିଶେଇ ଦିଅନ୍ତୁ ଦେଖିବେ ଏହା ଭଲ ଭାବରେ ମିଶିବ ଯେମିତି । ଏହା ପରେ ମନେ ରଖନ୍ତୁ ଆପଣଙ୍କୁ ଏହି ମିଶ୍ରଣ ସେବନ କରିବାର ନାହିଁ ଏହା ଆପଣଙ୍କୁ ଲଗେଇବାର ଅଛି ଯେବେ ଆପଣଙ୍କ ମୁଣ୍ଡବିନ୍ଧା ହୁଏ ତେବେ ଆପଣ ଏହାକୁ ମୁଣ୍ଡରେ ଲଗାଇ ଟିକେ ବିଶ୍ରାମ କରନ୍ତୁ ଆପଣଙ୍କୁ ବହୁତ ଲାଭ ହବ । ତେବେ ଆଜି ଆପଣ ଗୋଟେ ସେବନ କରିବା ଓ ଗୋଟେ ଲଗେଇବା ଉପଚାର ବିଷୟରେ ଜାଣିଲେ ଏହାକୁ ଠାରେ ବ୍ୟବହାର କରି ଦେଖନ୍ତୁ ଆପଣଙ୍କୁ ବହୁତ ଆରାମ ମିଳିବ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *