କେବେ ଭାବିନଥିଲି ଦୀନେଶ ଦୁଆରେ ବସିକି ନ୍ୟାୟ ପାଇଁ ଭିକ ମାଗିବି ବୋଲି, ବିଶ୍ୱାସ କରିଥିଲି କିନ୍ତୁ….. ଦେଖନ୍ତୁ କଣ କହୁଛଣିତ Dipika

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ କେବଳ ଗୋଟେ ଖବର କୁ ନେଇ ଚର୍ଚ୍ଚା ଜୋର ଧରିଛି । ସେହି ଖବର କୁ ନେଇ ସାରା ରାକ୍ୟରେ ଚାଞ୍ଚଲ୍ୟ କର ସ୍ଥିତି ସୃଷ୍ଟି ହୋଇଛି । ବ୍ରହ୍ମପୁର ସହର ର କେ ଦୀପିକା ଓ ଦିନେଶ ଙ୍କ ପ୍ରେମ କାହାଣୀ କୁ ନେଇ ଚର୍ଚ୍ଚା ବିବାଦ ଘେର ରେ ଲାଗି ରହିଛି । ଦୀପିକା ଦୀର୍ଘ ୧ ମାସରୁ ଅଧିକ ହେବ ଦିନେଶ ଘର ଆଗରେ ବସି ରହିଛନ୍ତି ଖରା ବର୍ଷା ସହି । କିନ୍ତୁ ଦିନେଶ ଙ୍କର ଦେଖା ଦର୍ଶନ ନାହି କି ଏହି ସମସ୍ୟାର କୌଣସି ସମାଧାନ ମଧ୍ୟ ହେଉ ନାହି ।

ଅନ୍ୟ ପକ୍ଷ ରେ ଦିନେଶ ଙ୍କ ପରିବାର ଲୋକେ ଘରେ ତାଲା ପକାଇ କୁଆଡେ ଚାଲି ଯାଇଛନ୍ତି ଆଉ ଦିନେଶ ଙ୍କ ବାପା ଦୀପିକାଙ୍କ ସହ ଅସଦାଚରଣ କରିବାକୁ ନେଇ ମଧ୍ୟ ବିବାଦ ଜୋର ଧରିଛି । ତେବେ ଏହାରି ଭିତରେ ଦୀପିକା ଙ୍କ ପୁଅ ନିଜ ମା ଠାରୁ ଦୂରରେ ରହିଛି ଆଉ ତାଙ୍କୁ ଖୋଜି ହେଉଛି । ତଥାପି ଦୀପିକା ଧର୍ଯ୍ୟ ସହଜାରେ ଆଶା ରଖି ବସିଛନ୍ତି କି ଦିନେଶ ଆସିବେ ଆଉ ତାଙ୍କୁ ଓ ତାଙ୍କ ପୁଅକୁ ଗ୍ରହଣ କରିବେ ।

କିନ୍ତୁ ଦିନ ବୀତି ଯାଉଛି ହେଲେ ଦିନେଶ ଆସୁ ନାହାନ୍ତି କି କୌଣସି ପ୍ରତିକ୍ରିୟା ମଧ୍ୟ ଦେଉ ନାହାନ୍ତି । ଶେଷରେ ଦିନେଶ ଙ୍କୁ ଅନୁରୋଧ କରି ଦୀପିକା କେବଳ ଏତିକି କହିଛନ୍ତି “ମୁଁ କେବେ ଭାବି ନ ଥିଲି ଏମିତି ଭଲ ପାଇବି ଏମିତି ଧୋକା ମିଳିବ ଆଉ ମୋର ଏମିତି ଗୋଟେ ଛୁଆ ହେବ ଆଉ ମୁଁ ଆସିକି ଆ ଦାଣ୍ଡ ପିଣ୍ଡା ରେ ବସିକୁ ଭିକ ମାଗିବି ଗୋଟେ ବାପାର ପରିଚୟ ଦିଅ ସ୍ତ୍ରୀ ର ପରିଚୟ ଦିଅ ।

ମୁଁ ଯାହା ଭୁଲ କରିଥିଲି ତାହା ଆଜି ଭୋଗ କରୁଛି କିନ୍ତୁ ମୁଁ କହୁଛି ଆମେ ଦୁଇ ଜଣ ଯାହା ଭୁଲ କରିଛୁ ସେଟା ଦିନେଶ ପାଇବ ଆଉ ମୁଁ ବି ପାଇବି । କିନ୍ତୁ ମୁଁ ଚାହୁଁଛି ମୋ ଛୁଆ ଯିଏ ଏ ଯାଏଁ ଦୁନିଆ ଦେଖି ନାହି ସେ କେମିତି ବାପାର ପରିଚୟ ପାଇବ ବାପର ସ୍ନେହ ପାଇବ ସେଥିପାଇଁ ମୁଁ ଦିନେଶ କୁ ଅନୁରୋଧ କରୁଛି ଟିକେ ଏହି ଜିନିଷ କୁ ଭାବନ୍ତୁ ।

ଦିନେଶ ଙ୍କୁ ଭଗବାନ ମ୍ୟାଚୁରୀଟି ଦିଅନ୍ତୁ କି କେମି ଟି ସେ ନିଜ ପିଲାକୁ ନିଜର କରିବ ଯେମିତି ବାପାର ପରିଚୟ ଦେବ ସେଥିପାଇଁ ଦୀପିକା ଅନୁରୋଧ କରିଛନ୍ତି” । ତେବେ ଦୀପିକା ଏବେ ଦିନେଶ ଙ୍କୁ ଏପରି ଅନୁରୋଧ କରିବା କେତେ ଦୂର ଠିକ ହେଉଛି ତାହା ତ ସମୟ କହିବ । ଦେଖାଯାଉ ଦୀପିକାଙ୍କର ଏହି ସବୁ କଥା ଶୁଣିବା ପରେ ଦିନେଶ କେଉଁ ଭଳି ପ୍ରତିକ୍ରିୟା ଦେଉଛନ୍ତି କି ନାହି । ତାହା ଦେଖିବା ବାକି ରହିଲା । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର ଉପରେ ମତାମତ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *