ଚୀନକୁ ଏମିତି ମୁହଁ ତୋଡ ଜବାବ ଦେଲା ଭାରତୀୟ ସେନା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଭରତ ଚାଈନା ସୀମା ରେ ପ୍ରାୟତ ଉତ୍ତେଜନା ଲାଗି ରହିଥାଏ । ଯାହା ପାଇଁ ଭାରତୀୟ ସେନା ମାନଙ୍କୁ ଅନେକ ସାମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ଅନେକ ସମୟରେ ଭାରତୀୟ ସେନା ମାନେ ଚୀନ ସେନାକୁ ଜବାବ ଦେବାକୁ କିଛି ନା କିଛି ଏମିତି କାମ କରି ଦେଖାଇଥାନ୍ତି ଯାହାକୁ ନେଇ ସାରା ବିଶ୍ଵ ରେ ଚର୍ଚ୍ଚା ଜୋର ଧରିଥାଏ । ବର୍ତ୍ତମାନ ସମୟରେ ଠିକ ସେହି ଭଳି ଏମିତି କିଛି ଭାରତୀୟ ସେନା ମାନେ କରି ଦେଖାଇଛନ୍ତି ଯାହା ପାଇଁ ଚାରି ଆଡୁ ତାଙ୍କୁ ପ୍ରଶଂସା ର ସୁଅ ଛୁଟିବାରେ ଲାଗିଛି ।

ସୂଚନା ଅନୁଯାୟୀ NAC ରେ ଚୀନ କୁ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତୀୟ ସେନା । ଗୋଟିଏ ପରେ ଗୋଟିଏ ଅତ୍ଯାଧୁନିକ ଅସ୍ତ୍ର ଶସ୍ତ୍ର ଏବେ ଚାଈନା ସୀମାରେ ମୁତୟନ ହେବାରେ ଲାଗିଛି । ଆଉ ଏହାରି ଭିତରେ ଆପଣ ଦେଖୁଥିବା ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ । ଚୀନ ସୀମାରେ ଭାରତୀୟ ସେନା ପୁଣି ଥରେ ନିଜର ଜଳବା ଦେଖାଇଛି । ମାତ୍ର କେତେ ସେକେଣ୍ଡ ଭିତରେ ସିନ୍ଧୁ ନଦୀ ରେ ତିଆରି ହୋଇଛି ଏମିତି ଅତ୍ୟାଧୁନିକ ପୋଲ ।

ଯାହା ଉପରେ ଖାଲି ଭାରତୀୟ ଯବାନ ନୁହେଁ ବରଂ ସେନାର ଭାରି ଜଣ ବି ଜୀବ ଆସିବା କରି ପାରୁଛି । ତେବେ ଭାରତୀୟ ସେନାର କୋ-ରପ ଇଞ୍ଜିନିୟର ଲାଦାଖ ସେକତର ରେ ଏହି ପୋଲ ତିଆରି ହୋଇଛି । ମାତ୍ର କେତେ ଘଣ୍ଟା ଭିତରେ ସିନ୍ଧୁ ନଦୀ ଉପରେ ଏହି ଫ୍ଲୋଟିଙ୍ଗ ପୁଲ ତିଆରି ହୋଇଛି । ପୂର୍ବ ଲଦାଖ ରେ ଶକ୍ତ ଶକ୍ତି ଇଞ୍ଜିନିୟର ଅଜବ କାରନାମା କୁ ସତ କରି ଦେଖାଇଛନ୍ତି । ତେବେ ସେହି ସମୟର ଭିଡିଓ କୁ ସାଉଥ ୱେଷ୍ଟର୍ନ କମାଣ୍ଡ ଟ୍ବିଟ କରି ଶେୟାର କରିଛି । ଆଉ ସେନା ର ଇଞ୍ଜିନିୟର ଙ୍କୁ ପ୍ରଶଂସା ରେ ପୋତି ପକାଇଛି ।

ସୀମା ରେ ନ ଓ ଭାରତ ଭିତରେ ଉତ୍ତେଜନା ଲାଗି ରହିଛି । ଚୀନ ସେନା ମାନେ ସୀମା ରେ ମନମାନି କରୁଥିବା ବେଳେ ଭାରତୀୟ ଯବାନ ମଧ୍ୟ ଏହାର ଠିକ ଜବାବ ଦେଉଛନ୍ତି । ସୀମା ରେ ଉତ୍ତେଜନା କୁ ଦେଖି ଏବେ NAC ରେ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ଠୁଳ କରିବାରେ ଲାଗିଛି ଭାରତୀୟ ସେନା । ତେଣୁ ଏଭଳି ସମୟରେ ସିନ୍ଧୁ ନଦୀ ରେ ଏହି ଅସ୍ଥାୟୀ ପୋଲ ଭାରତୀୟ ସେନା ଙ୍କୁ ନିଶ୍ଚୟ ସାହାଜ୍ଯ ଯୋଗାଇବ ।

ଏହି ପୋଲ ଜରିଆରେ ଭାରତୀୟ ସେନା ମାନେ ଚାଈନା ସେନା ଙ୍କୁ ମୁହଁ ତୋଡ ଜବାବ ଦେବେ ବୋଲି ଅନୁମାନ କରା ଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *