ସଂସାରରେ ଭିନ୍ନ ଭିନ୍ନ ପ୍ରକାର ର ଲୋକ ଅଛନ୍ତି କାହା ମନରେ କେତେ ବେଳେ କଣ ଆସିଥାଏ ତାହା କେହି ଜାଣି ନଥାନ୍ତି କିନ୍ତୁ କାହା କଥା ନେଇ ନିଜ ମୁଡ ଖରାପ କରି ଦିନ ସାରା ସେହି କଥା ଭାବି ଚିନ୍ତା କରିବା ଉଚିତ ନୁହ । ଯଦି ଜଣେ ଆପଣଙ୍କ ବିଷୟରେ କିଛି ଖରାପ କହୁଅଛି ତେବେ ଧ୍ୟାନ ଦବା କଥା ଏହା ଅଟେ ଯେ ଆପାନାଙ୍କ ଭିତରେ ସେହି ଖରାପ ଗୁଣ ଅଛି ବା ନାହିଁ ଯଦି ନାହିଁ ତେବେ ସେହି ଲୋକକୁ ଦୁଇ ଗୋଡ ପଶୁ ଭାବି କ୍ଷମା କରି ଦବା ଉଚିତ ସେହି ଲୋକ ସହ ଝଗଡା କରି ନିଜ ମୁଡ ଓ ଶବ୍ଦ ଖରାପ କରିବା ଉଚିତ ନୁହ ।

ଚାଣକ୍ୟଙ୍କ କହିବା ଅନୁଯାଇ ଏମିତି ଲୋକ ସହ ଯୁକ୍ତି କରିବା ଉଚିତ ନୁହ ଯାହାକୁ ନିଜ ଭାଷା ଜ୍ଞାନ ନଥାଏ, ଏହି ଭଳି ଲୋକ ସହ ଯୁକ୍ତି ବା ଝଗଡା କଲେ ଆପଣଙ୍କ ଶବ୍ଦ ଓ ମାନ ସମ୍ମାନ ଖରାପ ହୋଇଥାଏ ସେଥିପାଇଁ ଏହି ଭଳି ଲୋକଙ୍କୁ ଦୁଇ ଗୋଡ ପଶୁ ଭାବି କ୍ଷମା କରିବା ଉଚିତ । ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁଯାଇ ସେହି ଲୋକ ମାନେ ଅନ୍ୟ ଲୋକଙ୍କ ସହ ଝଗଡା ବା ଅପଶବ୍ଦ କହିଥାନ୍ତି ଯିଏ ନିଜ ଜୀବନରେ କୌଣସି କାମ ଠିକ ଭାବରେ କରି ପାରନ୍ତି ନାହିଁ ଓ ନିଜ କାମରେ ଅସଫଳ ହୋଇଥାନ୍ତି, ସଫଳ ବ୍ୟକ୍ତି ନିଜ ଚାକରକୁ ମଧ୍ୟ ସମ୍ମାନ ଦେଇଥାଏ ।

ପରିଶ୍ରମ କରି ଯିଏ ଆଗକୁ ବଢିଥାଏ ସେହି ଲୋକ ନିଜ ଜୀବନରେ ସଫଳ ହୋଇପାରନ୍ତି ଓ ସଫଳତା ମୂଲ୍ୟ ବୁଝି ପାରାନ୍ତି । ଆଚାର୍ଯ୍ୟ ଚାଣକ୍ୟଙ୍କ କଥା ଅନୁଯାଇ ବହୁତ ଲୋକ ଈର୍ଷ୍ୟା ଦ୍ଵାରା ଏମିତି କାମ କରିଥାନ୍ତି ଏହି ଭଳି ଲୋକଙ୍କ ମନରେ ଆପଣଙ୍କ ଠାରୁ ଆଗକୁ ବଢିବାର ଆଶା ଥାଏ କିନ୍ତୁ ଆପଣଙ୍କ ସଫଳତା ଦେଖି ସେ ସାହି ପାରନ୍ତି ନାହିଁ ଯାହା ରାଗ ସାନ୍ତ କରିବା ପାଇଁ ସେ ଆପଣଙ୍କୁ ବହୁତ କିଛି ଭଲ ମନ୍ଦ କହିଥାନ୍ତି, ତେବେ ଏହି ଭଳି ଲୋକଙ୍କ କଥା ଶୁଣି ଆପଣଙ୍କୁ ରାଗିବା ଉଚିତ ନୁହ ଆପଣଙ୍କୁ ଖୁସି ହବା ଉଚିତ କାହିଁକିନା ଆପଣଙ୍କ ସଫଳତା ଦେଖି ସେ ଈର୍ଷ୍ୟା କରନ୍ତି ଯାହା ଫଳ ସ୍ୱରୂପ ସେ ଏମିତି କାମ କରନ୍ତି ।

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁଯାଇ ଖରାପ ବା ଅପଶବ୍ଦ କହୁଥିବା ବ୍ୟକ୍ତି ନଳା ଭଳି ହୋଇଥାଏ ତାକୁ କିଛି କହି ବା ତା ପାଖରେ ଠିଆ ହୋଇ ଆପଣଙ୍କ ଶବ୍ଦ ମଧ୍ୟ ଖରାପ ହୋଇଥାଏ ସେଥିପାଇଁ ଏମିତି ଲୋକଙ୍କୁ ତାଙ୍କ ଅବସ୍ତାରେ ଛାଡି ନିଜ କାମରେ ଧ୍ୟାନ ଦବା ଉଚିତ । ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁଯାଇ ଏମିତି ବହୁତ ଲୋକ ହୋଇଥାନ୍ତି ଯିଏ ଅହଂକାର ବସ ବହୁତ କଥା କୁହନ୍ତି ଅଳପ ସଫଳତା ରେ ସେ ନିଜକୁ ବହୁତ ସଫଳ ଭାବି ଥାନ୍ତି ଓ ଆପଣଙ୍କ ଅପମାନ କରିଥାନ୍ତି ଯଦି ଆପଣଙ୍କୁ କୌଣସି ଅହଙ୍କାରୀ ମଣିଷ ଅପମାନ କରୁଅଛି ତେବେ ଓଲଟା ଜବାବ ଦିଅନ୍ତୁ ନାହିଁ ତାଙ୍କୁ ତାଙ୍କ ଅବସ୍ତାରେ ଛାଡି ଦବା ଉଚିତ କାହିଁକିନା ଆପଣ ମାନେ ଜାଣିଥିବେ ଅଳପ ବିଦ୍ୟା ଭୟଙ୍କରୀ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।