ପଢିବା ସମାୟରେ ନିଦ ଆସୁଛି କି ? ତେବେ କରନ୍ତୁ ଏହି ୩ଟି ଉପାୟ- 100% Effective

ସଂସାରରେ ଶୋଇବା ଏମିତି ଗୋଟେ କାମ ଯାହା ନକରିବା ଦ୍ଵାରା ମଣିଷ ସ୍ୱାସ୍ଥ୍ୟ ତୁରନ୍ତ ଖରାପ ହୋଇଥାଏ, ଗୋଟେ ମଣିଷ ପାଇଁ ଡକ୍ଟର ଓ ଅଧ୍ୟୟନକର୍ତାଙ୍କ ଅନୁଯାଇ ୭ରୁ ୮ ଘଣ୍ଟା ଶୋଇବା ବହୁତ ଆବଶ୍ୟକ ଅଟେ । ଯଦି ଆପଣ ୭ରୁ ୮ଘଣ୍ଟା ସୋଇଛନ୍ତି ଓ ତଥାପି ଆପଣଙ୍କ ପାଠ ସମୟରେ ଆପଣଙ୍କୁ ଏନଆଇଡ଼ି ଲାଗୁଛି ତେବେ ଏହା ୩ଟି କାରଣ ପାଇଁ ହୋଇଥାଏ, ଫିଜିକାଲ, ମୋଟିଭେସନଲ ଓ ମେଣ୍ଟଲ ଷ୍ଟେଟ ପାଇଁ ତେବେ ଆପଣଙ୍କୁ ଏହି ୩ଟି ଜିନିଷ ଉପରେ ଧ୍ୟାନ ଡବା ଉଚିତ ଅଟେ ।

ତେବେ ଆସନ୍ତୁ ଏହି ୩ଟି ଉପାୟ ବିଷୟରେ ଜାଣିବା ଓ ଯେଉଁ ଗୋଟେ ଉପାୟ ମଧ୍ୟ କଲେ ଆପଣଙ୍କର ପଢିବା ସମୟରେ ନିଦ କୁଆଡେ ଗାୟବ ହୋଇଯିବ ଆପଣ ଜାଣି ବି ପାରିବେନି ।

Image Courtesy: Google

୧. ଫିଜିକାଲ :

ଯଦି ଆପଣ ସଠିକ ଜାଗାରେ ବା ସଠିକ ପୋଜିସନରେ ବସି ପାଠ ପଢୁ ନାହାନ୍ତି ବା ଆପଣ ଭୁଲ ପୋଜିସନରେ ବସି ପାଠ ପଢୁଛନ୍ତି ତେବେ ଆପଣଙ୍କୁ ଅଧା ଜିନିଷ ମନେ ରହିବନି ଓ ଆପଣଙ୍କୁ ନିଦ ଲାଗିବ ଯଦି ଆପଣଙ୍କ ପାଠ ପଢିବା ଜାଗାରେ ଲାଇଟ ଭଲରେ ନାହିଁ ଓ ଆପଣଙ୍କୁ ପଢିବାରେ ଅସୁବିଧା ହାଉଛି ଓ ଆପଣଙ୍କୁ ଫ୍ରେସ ଏୟର ମିଳୁ ନାହିଁ ତେବେ ମଧ୍ୟ ଆପଣଙ୍କୁ ଅସୁବିଧା ହୋଇପାରେ ଓ ଆପଣଙ୍କୁ କେବଳ ନିଦ ଲାଗିବ।

Image Courtesy: Google

୨. ମେଣ୍ଟଲ :

ଯଦି ଆପଣ ସଠିକ ଭାବରେ ସୋଇ ନାହାନ୍ତି ତେବେ ଆପଣଙ୍କୁ ନିଦ ଲାଗିବା ସ୍ଵାଭାବିକ ଅଟେ ଓ ଏହି କଥା ଆପଣଙ୍କ ମନରେ ମଧ୍ୟ ଚାଲିଥାଏ ଯେ ମୁଁ ସୋଇନି ମତେ ନିଦ ଲାଗି ପାରେ, ତେବେ ଏହି ଭାବନା ଦ୍ଵାରା ତମକୁ ନିଦ ଲାଗିଥାଏ । ତେବେ ବହୁତ ଲୋକଙ୍କ ମନରେ ଥାଏ ଯେ ମୁଁ ଭଲ ଜବ କରିବି ନିଜ ପରିଶ୍ରମ ଦ୍ଵାରା କିଛି ବଡ କରିବି କିନ୍ତୁ ସେ ନିଜ ମନ ଦ୍ଵାରା ହାରି ଯାଇଥାନ୍ତି, ତାଙ୍କ ମନରେ କେତେ ପ୍ରଶ୍ନଥାଏ ଓ ସର୍ବପ୍ରଥମେ ତାଙ୍କ ମନ ଏହା ବୁଝିବା ପାଇଁ ମନା କରିଥାଏ ଯେ ସେ ଏହା କରି ପାରିବେ । ତେବେ ଯଦି ଆପଣ ନିଜ ମନକୁ ସକାରାତ୍ମକ ଭାବ ରଖିବେ ତେବେ ଆପଣ ଭଲ ପଢି ପାରିବେ ।

Image Courtesy: Google

୩. ମୋଟିଭେସ୍ନଲ :

ଯଦି ଆପଣଙ୍କ ନିଷ୍ପତ୍ତିରେ କୌଣସି ପ୍ରାଇଜ ମିଳିଥାଏ ତେବେ ଆପଣଙ୍କ ଆଗ୍ରହ ବଢିଥାଏ ଯାହା ଦ୍ଵାରା ନ ହବା କାମ ମଧ୍ୟ ଆପଣଙ୍କ ଦ୍ଵାରା ହୋଇଥାଏ, ଯେମିତିକି ୫୦% ଅନୁଥିବା ଛୁଆକୁ ଯଦି ସ୍କୁଟି ବହୁତ ପସନ୍ଦ ଓ ମା ବାପା ତାକୁ କୁହନ୍ତି ଯଦି ୯୦% ଆଣିବୁ ତେବେ ସ୍କୁଟି ଦିଆ ହବ ତେବେ ସେହି ଛୁଆ କିଛି ନହେଲେ ୮୦% ନିଶ୍ଚିନ୍ତ ରଖିଥାଏ ତେବେ ଏହା କେମିତି ସମ୍ଭବ ହେଲା କୁହନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *