ଘରର ଏହି ଜାଗାରେ ରଖନ୍ତୁ କଇଁଛ, ହେବ ଏତେ ଧନ ବର୍ଷା କି ସମ୍ଭାଳି ପାରିବେନି ଆପଣ

ଧାର୍ମିକ ରୂପରେ କଇଞ୍ଚକୁ ସୌଭାଗ୍ୟଶାଳୀ କୁହାଯାଏ । ବସ୍ତୁସସ୍ତ୍ରରେ କଇଁଛର ବହୁତ ଗୁଣ କୁହାଯାଇଛି । ଯଦି ଆପଣଙ୍କ ଘରେ କଇଁଛ କି କଇଁଛର ଫୋଟ ରହିଛି ସେ ବହୁତ ସାରା ଅସୁବିଧା ଦୂର କରିଥାଏ । କୁହାଯାଏଲି ଘରେ କଇଁଛ ରଖିଲେ ସବୁ କାମ ଶୁଭ ହୋଇଥାଏ । ଯଦି ଆପଣଙ୍କ ଘରେ ପଇସାର ଅସୁବିଧା ଥାଏକି ପଇସା ଆସିବାରେ ବହୁତ କଠିନ ଉତ୍ପନ ହୋଇଥାଏ ତେବେ କଇଁଛ ଘରେ ରଖି ତାର ଲାଭ ଉଠେଇ ପାରିବେ ।

ଏଠାରେ ବହୁତ ସରଳ ଉପାୟ ଅଛି ଯାହା କରିପାରିବେ ଓ ଏହି ଉପାୟ କରିବା ପରେ ସବୁଲୋକ ଏହାର ଲାଭ ଉଠେଇ ପାରିବ । କିନ୍ତୁ ଏହାକୁ ଠିକ ଦିଗରେ ରଖିବା ସେତିକି ଜରୁରୀ ଅଟେ ଯେଉଁଟା ଆପଣଙ୍କ ଘରେ ଅଛି ।

Image Courtesy: Google

କୁହାଜାଏକି ସଂସାରରେ ଯେତେବୀ ଜୀବ ଜନ୍ତୁ ଅଛନ୍ତି  କଇଁଛର ଆୟୁ ବହୁତ ହୋଇଥାଏ । ଯେତେ ଯେତେ କଇଁଛର ବୟସ ବଢିଥାଏ ସେହି ହିସାବରେ କଇଁଛର ଆକାର ବଢିଥାଏ । ଯଦି ଆପଣ ଏହାକୁ ଘରେକି ଅଫିସରେ ରଖୁଛନ୍ତି ସେମିତି ଆପଣଙ୍କ ବ୍ୟାପାରରେ ଉନ୍ନତି ହେବ ଆରମ୍ଭ ହୋଇଥାଏ । ଆପଣଙ୍କୁ କହିବୁକୀ ବାସ୍ତୁ ଅନୁସାରେ ଘରେକି ଅଫିସରେ ରଖିବାର କିଛି ନିୟମ କୁହାଯାଇଛି ।

Image Courtesy: Google

କଇଞ୍ଚକୁ ଘରେ ରଖିଲେ ସଫଳତାର ସବୁ ରାସ୍ତା ଖୋଲିଯାଇଥାଏ ଏହା ଛଡା ଘରେ ଧନ ସମ୍ପତି ବଢିବାରେ ଲାଗିଥାଏ । ଯଦି ଅଫିସ କି ଘରେ ରହିବାକୁ ଚହୁଁଛନ୍ତି ତାହେଲେ ଉତ୍ତର ଦିଗରେ ରଖନ୍ତୁ । ଗୋଟିଏ କଥାର ବିଶେଷ ରୂପରେ ଧ୍ୟାନଦେବା ଆବଶ୍ୟକକି ସେ ଉତ୍ତର ଦିଗ ଆପଣଙ୍କ ଶୋଇବା କକ୍ଷ ଆଡକୁ ହୋଇନଥିବ । କେବେ ବେଡରୂମରେ କଇଁଛ ରଖିବା ଆବଶ୍ୟକ ନୁହେଁ ।

Image Courtesy: Google

କଇଁଛ ସବୁବେଳେ ଉତର ଦିଗ ଆଡକୁ ରହିବା ଉଚିତ ।କଇଁଛ ବହୁତ ପ୍ରଭାବସଲି ହୋଇଥାଏ ଓ ଆପଣଙ୍କର ସବୁ ବସ୍ତୁ ଦୋଷ ଦୂର କରିଥାଏ । ଏହା ସହିତ ବ୍ୟାପାରରେ ଉନତି,   ପଢାରେ ଉନ୍ନତି ଓ ଘରେ ଧନ ସମ୍ପତି ଆସିଥାଏ । ଆପଣଙ୍କ ସବୁ ସମସ୍ୟା ଦୂର କରିଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *