ବୈଜ୍ଞାନିକ ମାନେ ଦେଲେ ବଡ ସୂଚ଼ନା : କେରଳ ପରେ ଏହି ରାଜ୍ୟରେ ଖେଳି ପାରେ ବନ୍ୟାର ଲହରୀ ।

ଆମେ ଆପଣଙ୍କୁ କହିବା ପାଇଁ ଏହା ଚାହୁଁଛୁ କି ,ଯେତେବେଳେ ଭଗବାନ ଧ୍ବସଂ କରିବା ଆରମ୍ବ କରିଥାଏ ତେବେ କେବଳ ତାର ଆମେ ଆକଳନ କରିବା ବି ଅସମ୍ଭବ ହୋଇଥାଏ । ଓ ଏହି ଧ୍ବଂସକୁ ରୋକିବା କାହାରୀ ପକ୍ଷରେ ସମ୍ଭବ ହୋଇ ପାରେ ନାହିଁ । ଆପଣ ଜାଣି ଥିବେ କି ଗତ ମାସରେ ଆସି ଥିବା କେରଳର ବନ୍ୟା କିପରି ଭାବେ ଧ୍ବସଂର ମୁହଁକୁ ନେଇ ଜାଇଥିଲା । ସେହି ଧ୍ବସଂ ଏପରି ଭାବେ ଥିଲା କି ଯାହାର ଆକଳନ କରି ପାରିବା ବହୁତ କଷ୍ଟ ହୋଇଥିଲା । ଏପରି ବେଳେ ଆମ ଦେଶ ର ବହୁତ ବଡ ବଡ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତଙ୍କ ସାହାଯ୍ଯ ରେ ଆଜି ପୁଣି ଥରେ କେରଳ ହସି ଉଠିଛି ।

ଏହା ଥିଲା କେରଳର ଆଜି କେତ୍ରରେ ଗୋଟିଏ ବଡ ସଂଙ୍କଟ । ତେବେ ଆମେ ରାଜ୍ୟର ଲୋକ ଓ ଏହା ସହିତ ବହୁତ ଲୋକଙ୍କ ସହାୟତା କ୍ରମେ ଏହି ସବୁ କେରଳର ପରିସ୍ଥିତି ସୁଧାରିବାରେ ସଫଳ ହୋଇଛନ୍ତି । ଏିଥି ପାଇଁ ଆମେ ପୁଣି ଥରେ କହିବା ପାଇଁ ଜାଉଛୁ କି ପୁଣି ଥରେ ବୈଜ୍ଞାନିକଙ୍କ ଏକ ବଡ ସୂଚନା ଆମ ପାଖରେ ଆସି ପହଁଚିଛି କି ପୁଣି ଥରେ କେରଳ ପରି ଅବସ୍ଥା ହୋଇ ପାରେ ଏହି ରାଜ୍ୟ ର ,ତେବେ ଆସନ୍ତୁ ଆମେ ଆଜି ଜାଣିବା କି କିଏ ଏହି ରାଜ୍ୟ ଯେଉଁଠି କି କେରଳ ପରି ଅବସ୍ଥା ହେବାର ଜାଉଛି ।

କେରଳରେ ଏହି ପରି ପ୍ରାକୃତିକ ଆପଦ ଆସିବା ପରେ ଏବେ କର୍ନାଟକ ରେ ବି ହେବାକୁ ଜାଉଛି ଏହି ପରି କରାଳ । ବୈଜ୍ଞାନିକ ମତ ଅନୁସାରେ ଏବେ କର୍ନାଟକ ଉପରେ ଏହି ପରି ଝଡର ସମ୍ବାବନା କରିଛନ୍ତି ଓ ଆମେ ଆପମଙ୍କୁ ଜଣେଇ ଦେଉଛୁ କି ଏହିପରି ସୂଚ଼ନା ବି କେରଳ କୁ ମିଳିଥିଲା । କିନ୍ତୁ ଏପରି ବ୍ୟସ୍ତତା ଭିତରେ ସେମାନେ ଏହି କଥା କୁ ସୁଣି ନଥିଲେ ଓ ଏବେ ତାହାର ଫଳ ସେମାନଙ୍କୁ ଭୋଗ କରିବା ପାଇଁ ପଡିଲା । ଏବେ ପୁଣି ଏହି ରାଜ୍ୟ ଉପରେ ଏମିତି ଆସିବାର ସମ୍ଭାବନା ରହିଛି । ଓ ଏହି ସବୁ ହେବାର କାରଣ ହେଉଛିୁ ପ୍ରାକୃତିକ ସଂମ୍ପତୀ କୁ ନଷ୍ଟ କରିବା ।

ଏପରି କି ସେମାନଙ୍କ ବାୟୁ ପ୍ରଦୁଷଣ ଫଳ ରେ ସେମାନେ ଏମିତି ଭୋଗ କରିବାର ଆଗରେ ହିଁ ଛିଡା ହୋଇଛନ୍ତି । ଏଧିକ ଗଛ ଗୁଡିକ ର ନଷ୍ଟ କରିବା ଏପରି କି ଆମର ଆଜିକାଲି ର ଗାଡି ମଟର ର ଧୂଆଁ ରୁ ଏପରି ଭାବେ ବାୟୁ ମଣ୍ଡଳ ପ୍ରଦୁଷଣ ହେଉଛୁ ତେଣୁ ଏହି ପରି ଭୋଗ କରିବା ରେ ଲାଗିଛନ୍ତି । ମଣିଷ ମାନେ ତେବେ ଏହି ଥିରୁ ରକ୍ଷା ପାଇବା ପାଇଁ ପ୍ରାକୃତିକ ସଂମ୍ପଦ କୁ ରକ୍ଷା କରନ୍ତୁ । ଗୋଟିଏ ସେୟାର କରି ଏହି ଖବରକୁ ଓଡିଶାର ସବୁ ଲୋକଙ୍କ ପାଖେ ପହଞ୍ଚାଇବାରେ ସାହାଯ୍ୟ କରାନ୍ତୁ । ସବୁ ଲୋକଙ୍କୁ ସଚେତନ କରାନ୍ତୁ , ଏବଂ ଗଛ ଲଗାଇ ପରିବେଶ ସୁରକ୍ଷା ପାଇଁ ଆହ୍ବାନ ଦିଅନ୍ତୁ । ଜଦି ଆମ କଥା ଠିକ ଲାଗିଥାଏ ସେୟାର ସହ ଲାଇକଟିଏ ମଧ୍ୟ କରିବେ ।

Leave a Reply

Your email address will not be published. Required fields are marked *