କେଉଁ ବୟସରେ ଆପଣଙ୍କୁ ମିଳିବ ଆପଣଙ୍କ ସଚ୍ଚା ପ୍ରେମ ? Love Quiz

ବନ୍ଧୁଗଣ ଆପଣ ନିଜ ଜୀବନରେ କେବେ ନା କେବେ କାହାକୁ ଭଲ ପାଇଥିବେ । ତେବେ କିଛି ଲୋକଙ୍କୁ ତାଙ୍କର ସଚ୍ଚା ପ୍ରେମ ମିଳି ଯାଇଥାଏ ତ ଆଉ କାହାକୁ ପ୍ରେମରେ ଧୋକା ମିଳିଥାଏ । ଆଜି ଆମେ ଆପଣଙ୍କ ପାଇଁ ଇଣ୍ଟ୍ରେଷ୍ଟିଙ୍ଗ ଗେମ ନେଇ ଆସୁଛି । ଏଠାରେ ଆମେ ଆପଣଙ୍କୁ ୫ଟି ପ୍ରଶ୍ନ ଦେଖାଇବୁ ଯାହାର ଉତ୍ତର ଆପଣଙ୍କୁ ୫ ସେକେଣ୍ଡରେ ଦେବାକୁ ହେବ । ପ୍ରତେକ ଉତ୍ତରରେ ଆପଣଙ୍କୁ ୧ରୁ ୪ ପଏଣ୍ଟ ମିଳିବ । ଆପଣଙ୍କୁ ଏଥି ମଧ୍ୟରୁ ପ୍ରତେକ ଉତ୍ତରକୁ କାଉଣ୍ଟ କରିବାକୁ ହେବ ଓ ଯୋଡିବାକୁ ହେବ । ଏହା ପରେ ଆମେ ଆପଣଙ୍କୁ କହିବୁ କେବେ ମିଳିବ ଆପଣଙ୍କୁ ସଚ୍ଚା ପ୍ରେମ । ତେବେ କଣ ଆପଣ ରେଡି ଅଛନ୍ତି ଆସନ୍ତୁ ଆରମ୍ଭ କରିବା ।

ପ୍ରଶ୍ନ ୧- ଆପଣଙ୍କର ବୟସ କେତେ ?

୧୮ ବର୍ଷରୁ କମ- ୩

୧୯ରୁ ୨୯ ବର୍ଷ- ୪

୩୦ରୁ ୪୦ ବର୍ଷ- ୨

୪୦ରୁ ଅଧିକ- ୧

ପ୍ରଶ୍ନ ୨- କଣ ଆପଣ ଏବେ କାହାକୁ ପସନ୍ଦ କରୁଛନ୍ତି ?

ହଁ- ୪

ନାଁ- ୧

ହଁ ଟିକେ କ୍ରଶ ଅଛି- ୨

ପ୍ରଶ୍ନ ୩- ଆପଣଙ୍କ ଲଭରଙ୍କ ସହ ଆପଣଙ୍କର ସ୍ଵପ୍ନ ଡେଟ କେବେ ଅଛି ?

ରୋମାଣ୍ଟିକ ଡେଟରେ ଯିବା- ୪

ମହମବତୀ ଆଲୋକରେ ଘରେ ତିଆରି ଖାଦ୍ଯ ଖାଇବା- ୨

ସାଥିରେ ଫିଲ୍ମ ଦେଖିବା- ୩

ଜଣା ନାହି- ୧

ପ୍ରଶ୍ନ ୪- ଆପଣଙ୍କୁ କେବେ ଲାଗିଛି କି ଆପଣଙ୍କୁ ସଚ୍ଚା ପ୍ରେମ ମିଳିବ ?

କେବେ ବି ନୁହେଁ- ୨

ଆଶା ଅଛି ଜଲ୍ଦି- ୩

ମୋତେ ଲାଗୁଛି ମୁଁ ଆଗରୁ ପ୍ରେମରେ ଅଛି- ୪

ଜଣା ନାହି- ୧

ପ୍ରଶ୍ନ ୫- ଆପଣଙ୍କ ପାଇଁ ସବୁଠାରୁ ଜରୁରି କଣ ଅଟେ ?

କ୍ଯାରିୟର- ୧

ପରିବାର- ୩

ପ୍ରେମ- ୨

ଆପଣଙ୍କ ଖୁସି- ୪

ଏବେ ଆମେ ପଚାରିଥିବା ପ୍ରଶ୍ନ ଅନୁଯାୟୀ ଆପଣ ଉତ୍ତର ଦେଇ ସାରିଥିବେ । ତେବେ ଏବେ ଆସନ୍ତୁ ଜାଣିବା ପେଣ୍ଟ ଅନୁଯାୟୀ ଆପଣଙ୍କୁ କେବେ ମିଳିବ ସଚ୍ଚା ପ୍ରେମ । ଯଦି ଆପଣଙ୍କୁ ୫ରୁ ୧୫ ମଧ୍ୟରେ ପଏଣ୍ଟ ମିଳିଛି ଆପଣଙ୍କୁ ସଚ୍ଚା ପ୍ରେମୀ ୫ ବର୍ଷ ବା ତା ପୂର୍ବରୁ ମିଳିପାରେ । ଯଦି ଆପଣଙ୍କର ୧୫ରୁ ୨୫ ଭିତରେ ପଏଣ୍ଟ ଆସିଥାଏ ତେବେ ଆପଣଙ୍କୁ ଆପଣଙ୍କର ସଚ୍ଚା ପ୍ରେମ ୩ ବର୍ଷ ବା ତା ପୂର୍ବରୁ ମିଳିପାରେ । ଯଦି ଆପଣଙ୍କର ୨୫ରୁ ୩୦ ମଧ୍ୟରେ ପଏଣ୍ଟ ଆସିଛି ତେବେ ଆପଣଙ୍କୁ ଆପଣଙ୍କର ସଚ୍ଚା ପ୍ରେମ ୧ ବର୍ଷ ବା ତା ଠାରୁ କମ ସମୟ ମଧ୍ୟରେ ମିଳିପାରେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ । ଆଗକୁ ଆମେ ଆପଣ ମାନଙ୍କ ପାଇଁ ଏମିତି ଲଭ ଗେମ ନେଇ ଆସିବୁ ।

Leave a Reply

Your email address will not be published. Required fields are marked *